Shuru
Apke Nagar Ki App…
ବନ୍ୟାକୁ ନେଇ ବିଜେଡିର ରାଜନୀତି । ଚର୍ଚ୍ଚାରେ ବବି ଦାସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର । ଯାଜପୁର ଜିଲ୍ଲା ରେ ବନ୍ୟାକୁ ନେଇ ବିଜେଡିର ରାଜନୀତି ବୋଲି ବିଜେପି ସରକାର ରେ ଥାଇ କରୁଛି ପାଲଟା ଅଭିଯୋଗ । ଚର୍ଚ୍ଚାରେ ବବି ଦା ସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର ରେ ଘର ଘର ବୁଲି କରୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି,ସେପଟେ ଶାସକ ଦଳ ର ନେତୃତ୍ୱ ମାନେ ଏବେବି ନିଜକୁ ବିରୋଧୀ ଦଳରେ ଥିବା ଭାବୁଛନ୍ତି ।
ସୁଧାଂଶୁ ଶେଖର ନାୟକ

- User8506Odisha👏1 hr ago
More news from Odisha and nearby areas
- ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha1
- ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।1
- କେନ୍ଦ୍ରୀୟ ନେତାଙ୍କୁ ଦିଲ୍ଲୀପ ରାୟ ଙ୍କ ବାରମ୍ବାର ଭେଟିବା ରାଜନୀତିରେ ମିଳିବ କି ବଡ଼ ଦାୟିତ୍ବ1
- ଗୋତଳ ଗ୍ରାମ ମୌଜାରେ ବର୍ଷା ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି1
- ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି #LatestNews #UpdateNews #apanankakhabara #debagada #cuttack #Bhubaneswar #news #OdishaNews #odisha1
- ଭଦ୍ରକ ସହର ଓଟି ମାର୍କେଟ ରେ ପାଣି, ପ୍ରବଳ ବର୍ଷା ହେବାରୁ ଓଟି ମାର୍କେଟ ରେ ପଶିଲା ପାଣି1
- ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।1
- ଭଦ୍ରକ ଏରେଇ ରେ ଧରା ପଡିଲା କାମୁଡା ମାଙ୍କଡ଼, ଶେଷରେ ଟ୍ରାଙ୍କୁଳାଇଜ କରି ପଡିଲା ଧରା1