logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।

4 hrs ago
user_Rudra Narayan Parida
Rudra Narayan Parida
TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
4 hrs ago

ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।

More news from ଓଡ଼ିଶା and nearby areas
  • ଯାଜପୁର ରୋଡ୍‍, କହ୍ନେଇପୁରର ପ୍ରଭା କେୟାର ସାମ୍ନାରେ ଆଜି ଶୁଭ ଉଦ୍‌ଘାଟନ ହୋଇଛି ନୂତନ 'ଫ୍ୟାମିଲି ବିରିୟାନୀ ଦରବାର'। ଏହି ରେଷ୍ଟୁରାଣ୍ଟଟି ଶାନ୍ତି ଲଜ୍‍ ପରିବାର ରେଷ୍ଟୁରାଣ୍ଟ୍‍ର ଭିତରେ ଖୋଲାଯାଇଛି, ଯାହା ସ୍ଥାନୀୟ ଲୋକଙ୍କୁ ଏକ ସୁନ୍ଦର ପରିବେଶରେ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ଦେବ। #Jajpurroad #korei।
    1
    ଯାଜପୁର ରୋଡ୍‍, କହ୍ନେଇପୁରର ପ୍ରଭା କେୟାର ସାମ୍ନାରେ ଆଜି ଶୁଭ ଉଦ୍‌ଘାଟନ ହୋଇଛି ନୂତନ 'ଫ୍ୟାମିଲି ବିରିୟାନୀ ଦରବାର'। ଏହି ରେଷ୍ଟୁରାଣ୍ଟଟି ଶାନ୍ତି ଲଜ୍‍ ପରିବାର ରେଷ୍ଟୁରାଣ୍ଟ୍‍ର ଭିତରେ ଖୋଲାଯାଇଛି, ଯାହା ସ୍ଥାନୀୟ ଲୋକଙ୍କୁ ଏକ ସୁନ୍ଦର ପରିବେଶରେ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ଦେବ। #Jajpurroad #korei।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    17 hrs ago
  • ବନ୍ୟାକୁ ନେଇ ବିଜେଡିର ରାଜନୀତି । ଚର୍ଚ୍ଚାରେ ବବି ଦାସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର । ଯାଜପୁର ଜିଲ୍ଲା ରେ ବନ୍ୟାକୁ ନେଇ ବିଜେଡିର ରାଜନୀତି ବୋଲି ବିଜେପି ସରକାର ରେ ଥାଇ କରୁଛି ପାଲଟା ଅଭିଯୋଗ । ଚର୍ଚ୍ଚାରେ ବବି ଦା ସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର ରେ ଘର ଘର ବୁଲି କରୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି,ସେପଟେ ଶାସକ ଦଳ ର ନେତୃତ୍ୱ ମାନେ ଏବେବି ନିଜକୁ ବିରୋଧୀ ଦଳରେ ଥିବା ଭାବୁଛନ୍ତି ।
    1
    ବନ୍ୟାକୁ ନେଇ ବିଜେଡିର ରାଜନୀତି । ଚର୍ଚ୍ଚାରେ ବବି ଦାସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର । 

ଯାଜପୁର ଜିଲ୍ଲା ରେ ବନ୍ୟାକୁ ନେଇ ବିଜେଡିର ରାଜନୀତି ବୋଲି ବିଜେପି ସରକାର ରେ ଥାଇ କରୁଛି ପାଲଟା ଅଭିଯୋଗ । ଚର୍ଚ୍ଚାରେ ବବି ଦା
ସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର ରେ ଘର ଘର ବୁଲି କରୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି,ସେପଟେ ଶାସକ ଦଳ ର ନେତୃତ୍ୱ ମାନେ ଏବେବି ନିଜକୁ ବିରୋଧୀ ଦଳରେ ଥିବା ଭାବୁଛନ୍ତି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    21 hrs ago
  • ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
    1
    ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
    user_Mayurbhanj,public,news
    Mayurbhanj,public,news
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଭଦ୍ରକ ପୋଷ୍ଟ ଅଫିସ ନିକଟରେ ଜଳ ନିଷ୍କାସନ ପାଇଁ ଭଦ୍ରକ ପୌରପାଳିକା ତରଫରୁ ମେସିନ ଲଗାଇ ଜଳ ନିଷ୍କାସନ କରାଯାଉଛି
    1
    ଭଦ୍ରକ ପୋଷ୍ଟ ଅଫିସ ନିକଟରେ ଜଳ ନିଷ୍କାସନ ପାଇଁ ଭଦ୍ରକ ପୌରପାଳିକା ତରଫରୁ ମେସିନ ଲଗାଇ ଜଳ ନିଷ୍କାସନ କରାଯାଉଛି
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ପୁଣି ଉଦଳା ଅଂଚଳ ରେ ଲଘୁଚାପ ବର୍ଷା ତାଣ୍ଡବ, ଫୁଲୁଛି ନଦୀ ଜଳ, ବଢୁଛି ପାଣି, ଆଜି ମୟୁରଭଞ୍ଜ କୁ ରେଡ ଜୋନ ଥିବା ବେଳେ, ସମସ୍ତ ଶିକ୍ଷନୁଷ୍ଠାନ ଛୁଟି ଘୋଷଣା, ବୁଡି ଗଲା ଦେଓ ନଦୀ ଆସ୍ଥାଇ ପୋଲ
    2
    ପୁଣି ଉଦଳା ଅଂଚଳ ରେ ଲଘୁଚାପ ବର୍ଷା ତାଣ୍ଡବ, ଫୁଲୁଛି ନଦୀ ଜଳ, ବଢୁଛି ପାଣି, ଆଜି ମୟୁରଭଞ୍ଜ କୁ ରେଡ ଜୋନ ଥିବା ବେଳେ, ସମସ୍ତ ଶିକ୍ଷନୁଷ୍ଠାନ ଛୁଟି ଘୋଷଣା, ବୁଡି ଗଲା  ଦେଓ ନଦୀ ଆସ୍ଥାଇ ପୋଲ
    user_Lokanath behera
    Lokanath behera
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.