Shuru
Apke Nagar Ki App…
ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
Mayurbhanj,public,news
ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
More news from ଓଡ଼ିଶା and nearby areas
- ADM ଛକରେ ଉଠା ଦୋକାନୀଙ୍କୁ ଉଚ୍ଛେଦ। ଆଜି ବାଲେଶ୍ବର ସହର ଏଡିଏମ୍ ଛକରେ ଥିବା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ଏଡିଏମ୍ ଛକରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ବେଲେଶ୍ୱର ମ୍ୟୁନିସିପାଲଟି। ଆଜି ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ସେପଟେ ବନ୍ୟା ସମୟରେ ହଠାତ ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀ ମାନେ ନାପସନ୍ଦ କରିଛନ୍ତି। ଯଦି ଉଚ୍ଛେଦ କରାଯାଉଛି ତାହାହେଲେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବୀ କରିଛନ୍ତି।1
- ଭଦ୍ରକ ସହର ଓଟି ମାର୍କେଟ ରେ ପାଣି, ପ୍ରବଳ ବର୍ଷା ହେବାରୁ ଓଟି ମାର୍କେଟ ରେ ପଶିଲା ପାଣି1
- #କ୍ୟାନସର_ସହ_ଲଢୁଛି_ଝିଅ ଖେଳକୁଦ ବୟସରେ ମୁଣ୍ଡ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼ । ପ୍ରାଣଘାତୀ କ୍ୟାନସର ସହ ଲଢୁଛି କୁନି ଝିଅ । ଝିଅର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ଅଭାବରୁ ବାପାମାଆଙ୍କ ଆଖିରୁ ଶୁଖୁନି ଲୁହ ।1
- ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।1
- ସାବଧାନ ମାତିଛନ୍ତି ଲୁଟେରା, ସାବଧାନ! ବଡ଼ ସାଇବର ଠକେଇର ନୂଆ ଫନ୍ଦ 🚨 🎁 କୂପନ୍, ଗିଫ୍ଟ ଓ ଆକର୍ଷଣୀୟ ଅଫରର ଲୋଭ ଦେଖାଇ ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। ଏକ ଛୋଟ ଭୁଲ୍ ଆପଣଙ୍କ ବ୍ୟାଙ୍କ ଖାତାକୁ ଖାଲି କରିଦେଇପାରେ।1
- Today news Breaking News Headlines1
- ଭଦ୍ରକ ପୋଷ୍ଟ ଅଫିସ ନିକଟରେ ଜଳ ନିଷ୍କାସନ ପାଇଁ ଭଦ୍ରକ ପୌରପାଳିକା ତରଫରୁ ମେସିନ ଲଗାଇ ଜଳ ନିଷ୍କାସନ କରାଯାଉଛି1
- ଭୋଗରାଇ ବ୍ଲକ ପରିସରରେ ଦୁଇ ଗୁଷ୍ଠି ମଧ୍ୟରେ ଗଣ୍ଡଗୋଳ।ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ। ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ।1