Shuru
Apke Nagar Ki App…
#କ୍ୟାନସର_ସହ_ଲଢୁଛି_ଝିଅ ଖେଳକୁଦ ବୟସରେ ମୁଣ୍ଡ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼ । ପ୍ରାଣଘାତୀ କ୍ୟାନସର ସହ ଲଢୁଛି କୁନି ଝିଅ । ଝିଅର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ଅଭାବରୁ ବାପାମାଆଙ୍କ ଆଖିରୁ ଶୁଖୁନି ଲୁହ ।
Rajib Behera
#କ୍ୟାନସର_ସହ_ଲଢୁଛି_ଝିଅ ଖେଳକୁଦ ବୟସରେ ମୁଣ୍ଡ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼ । ପ୍ରାଣଘାତୀ କ୍ୟାନସର ସହ ଲଢୁଛି କୁନି ଝିଅ । ଝିଅର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ଅଭାବରୁ ବାପାମାଆଙ୍କ ଆଖିରୁ ଶୁଖୁନି ଲୁହ ।
More news from ଓଡ଼ିଶା and nearby areas
- ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ1
- ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।1
- #କ୍ୟାନସର_ସହ_ଲଢୁଛି_ଝିଅ ଖେଳକୁଦ ବୟସରେ ମୁଣ୍ଡ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼ । ପ୍ରାଣଘାତୀ କ୍ୟାନସର ସହ ଲଢୁଛି କୁନି ଝିଅ । ଝିଅର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ଅଭାବରୁ ବାପାମାଆଙ୍କ ଆଖିରୁ ଶୁଖୁନି ଲୁହ ।1
- #ଜନ୍ମଦିନରେ_କେକ୍_କାଟି_ବନ୍ଧା_ହେଲେ ମଝି ରାସ୍ତାରେ କେକ୍ କାଟି ଜନ୍ମଦିନ ପାଳିବା, ଓଡ଼ିଶା ଯୁବକଙ୍କୁ ମହଙ୍ଗା ପଡ଼ିଲା। ସୁରଟ ସହରରେ ସାର୍ବଜନୀନ ସ୍ଥାନରେ ଜନ୍ମଦିନ ପାଳି ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ । ରାସ୍ତାରେ ଟେବୁଲ ପକାଇ "ଭାଇ କିଙ୍ଗ" ଭଳି ଶବ୍ଦ ଲେଖାହୋଇଥିବା ଅନେକ କେକ୍ ସଜାଇ କଟାଯାଇଥିଲା। ଏହି ସମୟରେ ବାଣ ମଧ୍ୟ ଫୁଟାଯାଇଥିଲା। ପୂରା କାର୍ଯ୍ୟକ୍ରମର ଭିଡିଓ ଓ ରୀଲ୍ ବନାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ପାଣ୍ଡେସରା ପୋଲିସ ଯୁବକଙ୍କୁ ଥାନାକୁ ଆଣିଥିଲା।1