Shuru
Apke Nagar Ki App…
#ଜନ୍ମଦିନରେ_କେକ୍_କାଟି_ବନ୍ଧା_ହେଲେ ମଝି ରାସ୍ତାରେ କେକ୍ କାଟି ଜନ୍ମଦିନ ପାଳିବା, ଓଡ଼ିଶା ଯୁବକଙ୍କୁ ମହଙ୍ଗା ପଡ଼ିଲା। ସୁରଟ ସହରରେ ସାର୍ବଜନୀନ ସ୍ଥାନରେ ଜନ୍ମଦିନ ପାଳି ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ । ରାସ୍ତାରେ ଟେବୁଲ ପକାଇ "ଭାଇ କିଙ୍ଗ" ଭଳି ଶବ୍ଦ ଲେଖାହୋଇଥିବା ଅନେକ କେକ୍ ସଜାଇ କଟାଯାଇଥିଲା। ଏହି ସମୟରେ ବାଣ ମଧ୍ୟ ଫୁଟାଯାଇଥିଲା। ପୂରା କାର୍ଯ୍ୟକ୍ରମର ଭିଡିଓ ଓ ରୀଲ୍ ବନାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ପାଣ୍ଡେସରା ପୋଲିସ ଯୁବକଙ୍କୁ ଥାନାକୁ ଆଣିଥିଲା।
Rajib Behera

More news from ଓଡ଼ିଶା and nearby areas
- #ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।1
- ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ1
- ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।1
- ମୟୁରଭଞ୍ଜ ରେ ଲଘୁଚାପ ଲଗାଣ ବର୍ଷାରେ ବନ୍ୟା, ନଦୀରେ ସୁ ସୁ ଗର୍ଜନ କରି ମାଡିଆସୁଛି ବର୍ଷା ପାଣି, ବଢୁଛି ପାଣି ବଢୁଛି ବିପଦ, କୂଳଲଂଘୁଛି ପାଣି.2