Shuru
Apke Nagar Ki App…
#ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।
Rajib Behera

More news from ଓଡ଼ିଶା and nearby areas
- #ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।1
- ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ1
- ଭତ୍ତା ନପାଇ ଭିକ ମାଗି ପରିବାର ପୋଷୁଛନ୍ତି ମାଁ। ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଜଳେଶ୍ୱର ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ଅବ୍ୟବସ୍ଥା ଅଭିଯୋଗ। ଅନ୍ଧ ଝିଅଙ୍କ ୩ ମାସର ଭତ୍ତା, ଆବାସ ଘର ଓ ଅନ୍ତ୍ୟୋଦୟ ଯୋଜନାରେ ସାମିଲ ପାଇଁ ୩୫ କିଲୋମିଟର ଦୂରରୁ ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଛନ୍ତି ମାଁ ମଞ୍ଜୁ ପାତ୍ର। ଜଳେଶ୍ୱର ବ୍ଲକ ମାକଡ଼ିଆ ପଞ୍ଚାୟତ କୁଆଁରପୁର ଗାଁର ନିରଞ୍ଜନ ପାତ୍ରଙ୍କ ଦୁଇ ଝିଅ ଦୃଷ୍ଟିହୀନ ଥିବା ବେଳେ, ଝିଅ ମିତାଲ ପାତ୍ରଙ୍କୁ ୩ ମାସ ଧରି ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ଭତ୍ତା ନମିଳିବାରୁ ଭିକ ମାଗି ପରିବାର ଚଳାଉଥିବା କହିଛନ୍ତି ମାଁ ମଞ୍ଜୁ ପାତ୍ର। ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ଭେଟି ସେ ନିଜ ପରିବାରର ଦୁଃଖ ଜଣାଇଥିଲେ। ତେବେ ବିଡିଓ ଓ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସରକାରୀ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ନିରାଶ ହୋଇ ଘରକୁ ଫେରିଥିବା ଅଭିଯୋଗ କରିଛନ୍ତି ସେ। ସେହିପରି ପଶ୍ଚିମବାର୍ଡ ପଞ୍ଚାୟତ ଦେବକୁମାର ଗାଁର ୯୦ ବର୍ଷୀୟ ଦେବେନ୍ଦ୍ର ବାରିକ ମଧ୍ୟ ୩ ମାସ ଧରି ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକରେ ସ୍ଥାୟୀ ସାମାଜିକ ସୁରକ୍ଷା ଅଧିକାରୀ ନିଯୁକ୍ତି ସହ ଭତ୍ତାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। #ଜଳେଶ୍ୱର #ଭତ୍ତା_ସମସ୍ୟା #ସାମାଜିକ_ସୁରକ୍ଷା #ଅନ୍ଧ_ଝିଅ #ଅସହାୟ_ମାଁ #ଆବାସ_ଯୋଜନା #ଅନ୍ତ୍ୟୋଦୟ_ଯୋଜନା #ଜଳେଶ୍ୱର_ବ୍ଲକ #ବାଲେଶ୍ୱର #BaleswarKhabar #OdishaNews #Odisha #Jaleswar #BaleswarNews1
- କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଜଣଙ୍କ ର ଜୀବନ।1
- ମୟୁରଭଞ୍ଜ ରେ ଲଘୁଚାପ ଲଗାଣ ବର୍ଷାରେ ବନ୍ୟା, ନଦୀରେ ସୁ ସୁ ଗର୍ଜନ କରି ମାଡିଆସୁଛି ବର୍ଷା ପାଣି, ବଢୁଛି ପାଣି ବଢୁଛି ବିପଦ, କୂଳଲଂଘୁଛି ପାଣି.2