Shuru
Apke Nagar Ki App…
ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।
Odisha News Express
ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।
More news from ଓଡ଼ିଶା and nearby areas
- ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ସ୍ତ୍ରୀ।ଏସପି ପାଖରେ ନ୍ୟାୟ ଭିକ୍ଷା କଲେ ଦମ୍ପତି।1
- ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll1
- ADM ଛକରେ ଉଠା ଦୋକାନୀଙ୍କୁ ଉଚ୍ଛେଦ। ଆଜି ବାଲେଶ୍ବର ସହର ଏଡିଏମ୍ ଛକରେ ଥିବା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ଏଡିଏମ୍ ଛକରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ବେଲେଶ୍ୱର ମ୍ୟୁନିସିପାଲଟି। ଆଜି ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ସେପଟେ ବନ୍ୟା ସମୟରେ ହଠାତ ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀ ମାନେ ନାପସନ୍ଦ କରିଛନ୍ତି। ଯଦି ଉଚ୍ଛେଦ କରାଯାଉଛି ତାହାହେଲେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବୀ କରିଛନ୍ତି।1
- ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ : ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା : ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ : ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା : ଭୋଗରାଇ,୭/୮: ଭୋଗରାଇ ବିଧାୟକଙ୍କ ଗୁରୁବାର ନହରା ପଞ୍ଚାୟତ ଗସ୍ତ କରି ସାଏଁତପଟା, ବଡ଼ମନ୍ଦାରୁଣି ଓ ମୁଣ୍ଡମାରି ଆଦି ଗାଁ ପରିଦର୍ଶନ କରିଥିଲେ । ଏହିସବୁ ଗାଁକୁ ଭଲ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ରାସ୍ତା ସୁପାରିଶ କରିବାକୁ ଅନୁରୋଧ କରି ଆସୁଥିଲେ । ସେଥିପାଇଁ ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ନହରା ସରପଞ୍ଚ, ବିଭାଗୀୟ ଜେଇ ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ନେଇ ବିଧାୟକ ଶ୍ରୀଯୁକ୍ତ ଦାସ ଗାଁ ବୁଲିଲା ବେଳେ କେତେକ ସ୍ଥାନରେ ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ରାସ୍ତା ସମସ୍ୟା ସଂପର୍କରେ କଥା ହୋଇ କେତୋଟି ଅତ୍ୟାବଶ୍ୟକ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବଂ ଖୁବଶୀଘ୍ର ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।1
- ଭଦ୍ରକ ସହର ଓଟି ମାର୍କେଟ ରେ ପାଣି, ପ୍ରବଳ ବର୍ଷା ହେବାରୁ ଓଟି ମାର୍କେଟ ରେ ପଶିଲା ପାଣି1
- ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ1