ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ : ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା : ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ : ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା : ଭୋଗରାଇ,୭/୮: ଭୋଗରାଇ ବିଧାୟକଙ୍କ ଗୁରୁବାର ନହରା ପଞ୍ଚାୟତ ଗସ୍ତ କରି ସାଏଁତପଟା, ବଡ଼ମନ୍ଦାରୁଣି ଓ ମୁଣ୍ଡମାରି ଆଦି ଗାଁ ପରିଦର୍ଶନ କରିଥିଲେ । ଏହିସବୁ ଗାଁକୁ ଭଲ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ରାସ୍ତା ସୁପାରିଶ କରିବାକୁ ଅନୁରୋଧ କରି ଆସୁଥିଲେ । ସେଥିପାଇଁ ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ନହରା ସରପଞ୍ଚ, ବିଭାଗୀୟ ଜେଇ ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ନେଇ ବିଧାୟକ ଶ୍ରୀଯୁକ୍ତ ଦାସ ଗାଁ ବୁଲିଲା ବେଳେ କେତେକ ସ୍ଥାନରେ ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ରାସ୍ତା ସମସ୍ୟା ସଂପର୍କରେ କଥା ହୋଇ କେତୋଟି ଅତ୍ୟାବଶ୍ୟକ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବଂ ଖୁବଶୀଘ୍ର ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

- ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।1
- ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ1
- ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମାର୍କୋଣା ଓ ରାଣୀତାଲ ରେଳ ଓଭରବ୍ରିଜ୍ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ।1
- #ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।1
- ଭୋଗରାଇ ବ୍ଲକ ପରିସରରେ ଦୁଇ ଗୁଷ୍ଠି ମଧ୍ୟରେ ଗଣ୍ଡଗୋଳ।ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ। ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ।1