logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ADM ଛକରେ ଉଠା ଦୋକାନୀଙ୍କୁ ଉଚ୍ଛେଦ। ଆଜି ବାଲେଶ୍ବର ସହର ଏଡିଏମ୍ ଛକରେ ଥିବା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ଏଡିଏମ୍ ଛକରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ବେଲେଶ୍ୱର ମ୍ୟୁନିସିପାଲଟି। ଆଜି ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ସେପଟେ ବନ୍ୟା ସମୟରେ ହଠାତ ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀ ମାନେ ନାପସନ୍ଦ କରିଛନ୍ତି। ଯଦି ଉଚ୍ଛେଦ କରାଯାଉଛି ତାହାହେଲେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବୀ କରିଛନ୍ତି।

5 hrs ago
user_Odisha News Express
Odisha News Express
ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
5 hrs ago

ADM ଛକରେ ଉଠା ଦୋକାନୀଙ୍କୁ ଉଚ୍ଛେଦ। ଆଜି ବାଲେଶ୍ବର ସହର ଏଡିଏମ୍ ଛକରେ ଥିବା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ଏଡିଏମ୍ ଛକରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ବେଲେଶ୍ୱର ମ୍ୟୁନିସିପାଲଟି। ଆଜି ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ସେପଟେ ବନ୍ୟା ସମୟରେ ହଠାତ ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀ ମାନେ ନାପସନ୍ଦ କରିଛନ୍ତି। ଯଦି ଉଚ୍ଛେଦ କରାଯାଉଛି ତାହାହେଲେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବୀ କରିଛନ୍ତି।

More news from ଓଡ଼ିଶା and nearby areas
  • ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।
    1
    ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    16 min ago
  • ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
    1
    ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
    user_Mayurbhanj,public,news
    Mayurbhanj,public,news
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମାର୍କୋଣା ଓ ରାଣୀତାଲ ରେଳ ଓଭରବ୍ରିଜ୍ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ।
    1
    ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମାର୍କୋଣା ଓ ରାଣୀତାଲ ରେଳ ଓଭରବ୍ରିଜ୍ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଭୋଗରାଇ ବ୍ଲକ ପରିସରରେ ଦୁଇ ଗୁଷ୍ଠି ମଧ୍ୟରେ ଗଣ୍ଡଗୋଳ।ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ। ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ।
    1
    ଭୋଗରାଇ ବ୍ଲକ ପରିସରରେ ଦୁଇ ଗୁଷ୍ଠି ମଧ୍ୟରେ ଗଣ୍ଡଗୋଳ।ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ।
ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.