logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ସ୍ତ୍ରୀ।ଏସପି ପାଖରେ ନ୍ୟାୟ ଭିକ୍ଷା କଲେ ଦମ୍ପତି।

22 hrs ago
user_Pradeep Jena 9090008815
Pradeep Jena 9090008815
ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
22 hrs ago

ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ସ୍ତ୍ରୀ।ଏସପି ପାଖରେ ନ୍ୟାୟ ଭିକ୍ଷା କଲେ ଦମ୍ପତି।

More news from ଓଡ଼ିଶା and nearby areas
  • ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମାର୍କୋଣା ଓ ରାଣୀତାଲ ରେଳ ଓଭରବ୍ରିଜ୍ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ।
    1
    ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମାର୍କୋଣା ଓ ରାଣୀତାଲ ରେଳ ଓଭରବ୍ରିଜ୍ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
    1
    ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ
    user_Mayurbhanj,public,news
    Mayurbhanj,public,news
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • #ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।
    1
    #ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ 
ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    59 min ago
  • ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll
    1
    ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ 
ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ : ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା : ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ : ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା : ଭୋଗରାଇ,୭/୮: ଭୋଗରାଇ ବିଧାୟକଙ୍କ ଗୁରୁବାର ନହରା ପଞ୍ଚାୟତ ଗସ୍ତ କରି ସାଏଁତପଟା, ବଡ଼ମନ୍ଦାରୁଣି ଓ ମୁଣ୍ଡମାରି ଆଦି ଗାଁ ପରିଦର୍ଶନ କରିଥିଲେ । ଏହିସବୁ ଗାଁକୁ ଭଲ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ରାସ୍ତା ସୁପାରିଶ କରିବାକୁ ଅନୁରୋଧ କରି ଆସୁଥିଲେ । ସେଥିପାଇଁ ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ନହରା ସରପଞ୍ଚ, ବିଭାଗୀୟ ଜେଇ ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ନେଇ ବିଧାୟକ ଶ୍ରୀଯୁକ୍ତ ଦାସ ଗାଁ ବୁଲିଲା ବେଳେ କେତେକ ସ୍ଥାନରେ ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ରାସ୍ତା ସମସ୍ୟା ସଂପର୍କରେ କଥା ହୋଇ କେତୋଟି ଅତ୍ୟାବଶ୍ୟକ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବଂ ଖୁବଶୀଘ୍ର ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
    1
    ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ :
ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା :
ଭୋଗରାଇ ବିଧାୟକଙ୍କ ନହରା ପଞ୍ଚାୟତ ଗସ୍ତ :
ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା :
ଭୋଗରାଇ,୭/୮: ଭୋଗରାଇ ବିଧାୟକଙ୍କ ଗୁରୁବାର ନହରା ପଞ୍ଚାୟତ ଗସ୍ତ କରି ସାଏଁତପଟା, ବଡ଼ମନ୍ଦାରୁଣି ଓ ମୁଣ୍ଡମାରି ଆଦି ଗାଁ ପରିଦର୍ଶନ କରିଥିଲେ । ଏହିସବୁ ଗାଁକୁ ଭଲ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ରାସ୍ତା ସୁପାରିଶ କରିବାକୁ ଅନୁରୋଧ କରି ଆସୁଥିଲେ । ସେଥିପାଇଁ ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ନହରା ସରପଞ୍ଚ, ବିଭାଗୀୟ ଜେଇ ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ନେଇ ବିଧାୟକ ଶ୍ରୀଯୁକ୍ତ ଦାସ ଗାଁ ବୁଲିଲା ବେଳେ କେତେକ ସ୍ଥାନରେ ସ୍ଥାନୀୟ ମହିଳା, ଯୁବକ ଓ ମୁରବୀମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ରାସ୍ତା ସମସ୍ୟା ସଂପର୍କରେ କଥା ହୋଇ କେତୋଟି ଅତ୍ୟାବଶ୍ୟକ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବଂ ଖୁବଶୀଘ୍ର ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    23 hrs ago
  • ADM ଛକରେ ଉଠା ଦୋକାନୀଙ୍କୁ ଉଚ୍ଛେଦ। ଆଜି ବାଲେଶ୍ବର ସହର ଏଡିଏମ୍ ଛକରେ ଥିବା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ଏଡିଏମ୍ ଛକରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ବେଲେଶ୍ୱର ମ୍ୟୁନିସିପାଲଟି। ଆଜି ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ସେପଟେ ବନ୍ୟା ସମୟରେ ହଠାତ ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀ ମାନେ ନାପସନ୍ଦ କରିଛନ୍ତି। ଯଦି ଉଚ୍ଛେଦ କରାଯାଉଛି ତାହାହେଲେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବୀ କରିଛନ୍ତି।
    1
    ADM ଛକରେ ଉଠା ଦୋକାନୀଙ୍କୁ ଉଚ୍ଛେଦ। ଆଜି ବାଲେଶ୍ବର ସହର ଏଡିଏମ୍ ଛକରେ ଥିବା ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ଏଡିଏମ୍ ଛକରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ବେଲେଶ୍ୱର ମ୍ୟୁନିସିପାଲଟି। ଆଜି ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ସେପଟେ ବନ୍ୟା ସମୟରେ ହଠାତ ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀ ମାନେ ନାପସନ୍ଦ କରିଛନ୍ତି। ଯଦି ଉଚ୍ଛେଦ କରାଯାଉଛି ତାହାହେଲେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବୀ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ବାତ୍ୟାର ପ୍ରକୋପ ବୃଦ୍ଧି, ମୟୂରଭଞ୍ଜ ରେଡ୍ ଆଲର୍ଟ ଅଗଷ୍ଟ 8 ସ୍କୁଲ ବନ୍ଦ ⚠️
    1
    ବାତ୍ୟାର ପ୍ରକୋପ ବୃଦ୍ଧି, ମୟୂରଭଞ୍ଜ ରେଡ୍ ଆଲର୍ଟ ଅଗଷ୍ଟ 8 ସ୍କୁଲ ବନ୍ଦ ⚠️
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.