Shuru
Apke Nagar Ki App…
ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ଶିକ୍ଷା ଅଫିସ ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏସି କମ୍ପ୍ରେସର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂସ୍ଥାଗୁଡ଼ିକରୁ କମ୍ପ୍ରେସର ଚୋରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Prangyan Paramita
ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ଶିକ୍ଷା ଅଫିସ ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏସି କମ୍ପ୍ରେସର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂସ୍ଥାଗୁଡ଼ିକରୁ କମ୍ପ୍ରେସର ଚୋରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
More news from ଓଡ଼ିଶା and nearby areas
- କଟକ-ଚୌଦ୍ୱାରକୁ ନେଇ ଏବେ ରାଜନୀତିକ ଛକାପଞ୍ଝା ଜୋରଦାର ହୋଇଛି, ଯାହାର ପ୍ରଭାବ ନବୀନ ନିବାସରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଗତକାଲି ଚୌଦ୍ୱାର ମ୍ୟୁନିସପାଲିଟିର ଅଧ୍ୟକ୍ଷ ଓ କାଉନସିଲର ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଭେଟିଥିଲେ। ଏହାର ଠିକ୍ ପରଦିନ ଅର୍ଥାତ୍ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୌଭିକଙ୍କୁ ଦେଖିବାକୁ ମିଳିଛି। କଟକ-ଚୌଦ୍ୱାର ରାଜନୀତିକୁ ନେଇ ଦେଖାଦେଇଥିବା ଏହି କମ୍ପମାନ ପରିସ୍ଥିତି ଉଭୟ ଦଳ ମଧ୍ୟରେ ଛକାପଞ୍ଝାକୁ ଆହୁରି ବଢ଼ାଇ ଦେଇଛି।1
- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।1
- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।1
- ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁନ୍ଦର ପୋଖରୀ ଗ୍ରାମରେ ଆୟୋଜିତ ଏକ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋରେଇ ଥାନା ଅଧିକାରୀ ଯୋଗ ଦେଇଛନ୍ତି।1
- ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟି ଘଟଣାରେ ମୋହନ ସରକାରଙ୍କ ଶକ୍ତ ଛାଟ ବାଜିଛି। ଗ୍ରାଉଣ୍ଡରେ ଅପରାଧିଙ୍କୁ ଧରିବା ପାଇଁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏଫ.ଆଇ.ଆର ରୁଜ୍ଜୁ କରିବା ପାଇଁ ଏସ.ସି.ଇ.ଆର.ଟି ନିର୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି।1
- ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମରେ ଆଜି ଅପରାହ୍ନରେ ନଡ଼ିଆ ବମ ବାଣ ଫୁଟି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗ୍ରାମର ରାମ ମଳିକଙ୍କ ପୁଅ ବିପିନ ନିଜ ଘରେ ଥିବା ଏକ ନଡ଼ିଆ ବମ ବାଣକୁ ହାତରେ ଧରି ଚିପି ଦେଇଥିଲେ, ଯାହାଫଳରେ ଏହା ଫୁଟିଯାଇଥିଲା। ଏହି ଦୁର୍ଘଟଣାରେ ବିପିନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।3