Shuru
Apke Nagar Ki App…
ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ରମେଶ ଚନ୍ଦ୍ର ଜେନା
ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଜାରକା ବଜାରରେ ଥିବା ଗାୟତ୍ରୀ ଫର୍ମା ଦୋକାନ ମାଲିକ ଶରତ ଦାସଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ନୀଳାଦେଇପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ବାବୁଲ ବେହେରା ଏହି ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି କରିଥିଲା। ଏହି ମାମଲାରେ ଧର୍ମଶାଳା ପୋଲିସ ତଦନ୍ତ କରି ଚୋରି ହୋଇଥିବା ସମସ୍ତ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ବାବୁଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧର୍ମଶାଳା ଥାନାରେ ଆୟୋଜିତ ଏକ ପ୍ରେସ ମିଟ୍ରେ ଏସଡିପିଓ ଶରତ ଚନ୍ଦ୍ର ପାତ୍ର ଏହି ଚୋରି ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।4
- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।1
- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।1
- ଓଡ଼ିଶାରେ ପୁଣିଥରେ ବର୍ଷା ଆଗମନ ହୋଇଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ପାଣିପାଗ ପରିବର୍ତ୍ତନ ଯୋଗୁଁ ରଥଯାତ୍ରା ସମୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।1
- ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁନ୍ଦର ପୋଖରୀ ଗ୍ରାମରେ ଆୟୋଜିତ ଏକ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋରେଇ ଥାନା ଅଧିକାରୀ ଯୋଗ ଦେଇଛନ୍ତି।1
- ଜୟ ମା ମଙ୍ଗଳା। ମା ମଙ୍ଗଳାଙ୍କ ଉପରେ ଆଧାରିତ ଏହି ବିଶେଷ ବନ୍ଦନାରେ ଅତ୍ୟନ୍ତ ଭକ୍ତିପୂତ ଭାବରେ ମା’ଙ୍କ ନିକଟରେ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଯାଇଛି।1
- ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।1