logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।

2 hrs ago
user_Rajashree maharana
Rajashree maharana
Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
2 hrs ago

ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଜାରକା ବଜାରରେ ଥିବା ଗାୟତ୍ରୀ ଫର୍ମା ଦୋକାନ ମାଲିକ ଶରତ ଦାସଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ନୀଳାଦେଇପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ବାବୁଲ ବେହେରା ଏହି ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି କରିଥିଲା। ଏହି ମାମଲାରେ ଧର୍ମଶାଳା ପୋଲିସ ତଦନ୍ତ କରି ଚୋରି ହୋଇଥିବା ସମସ୍ତ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ବାବୁଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧର୍ମଶାଳା ଥାନାରେ ଆୟୋଜିତ ଏକ ପ୍ରେସ ମିଟ୍‌ରେ ଏସଡିପିଓ ଶରତ ଚନ୍ଦ୍ର ପାତ୍ର ଏହି ଚୋରି ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
    4
    ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଜାରକା ବଜାରରେ ଥିବା ଗାୟତ୍ରୀ ଫର୍ମା ଦୋକାନ ମାଲିକ ଶରତ ଦାସଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ନୀଳାଦେଇପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ବାବୁଲ ବେହେରା ଏହି ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି କରିଥିଲା।

ଏହି ମାମଲାରେ ଧର୍ମଶାଳା ପୋଲିସ ତଦନ୍ତ କରି ଚୋରି ହୋଇଥିବା ସମସ୍ତ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ବାବୁଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧର୍ମଶାଳା ଥାନାରେ ଆୟୋଜିତ ଏକ ପ୍ରେସ ମିଟ୍‌ରେ ଏସଡିପିଓ ଶରତ ଚନ୍ଦ୍ର ପାତ୍ର ଏହି ଚୋରି ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
    user_Pramod kumar Rout
    Pramod kumar Rout
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।
    user_ସତ ଖବର
    ସତ ଖବର
    Local News Reporter ଧର୍ମଶାଳା, ଯାଜପୁର, ଓଡ଼ିଶା•
    6 hrs ago
  • ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁନ୍ଦର ପୋଖରୀ ଗ୍ରାମରେ ଆୟୋଜିତ ଏକ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋରେଇ ଥାନା ଅଧିକାରୀ ଯୋଗ ଦେଇଛନ୍ତି।
    1
    ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁନ୍ଦର ପୋଖରୀ ଗ୍ରାମରେ ଆୟୋଜିତ ଏକ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋରେଇ ଥାନା ଅଧିକାରୀ ଯୋଗ ଦେଇଛନ୍ତି।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    7 hrs ago
  • ଓଡ଼ିଶାରେ ପୁଣିଥରେ ବର୍ଷା ଆଗମନ ହୋଇଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ପାଣିପାଗ ପରିବର୍ତ୍ତନ ଯୋଗୁଁ ରଥଯାତ୍ରା ସମୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
    1
    ଓଡ଼ିଶାରେ ପୁଣିଥରେ ବର୍ଷା ଆଗମନ ହୋଇଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ପାଣିପାଗ ପରିବର୍ତ୍ତନ ଯୋଗୁଁ ରଥଯାତ୍ରା ସମୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    21 hrs ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମ ପଞ୍ଚାୟତର ଫାଜଲପୁର ଓ ବାରଦା ମୌଜାରେ ଚାଲିଥିବା କେନାଲ ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଚାଷୀ ଏବଂ ଜମି ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହାବ୍ୟତୀତ ଠିକାଦାରଙ୍କ ମନମାନି ଯୋଗୁଁ ଚାଷ ଜମି ଉପରେ ମାଟି ପକାଯାଇଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି।
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମ ପଞ୍ଚାୟତର ଫାଜଲପୁର ଓ ବାରଦା ମୌଜାରେ ଚାଲିଥିବା କେନାଲ ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଚାଷୀ ଏବଂ ଜମି ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଏହାବ୍ୟତୀତ ଠିକାଦାରଙ୍କ ମନମାନି ଯୋଗୁଁ ଚାଷ ଜମି ଉପରେ ମାଟି ପକାଯାଇଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି।
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    23 hrs ago
  • ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।
    1
    ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.