logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱର୍ଗତ ଦିବ୍ୟ କୁମାର ମେହେର ପରିବାର ପକ୍ଷରୁ ସାମୁହିକ ନବାନ୍ନ ଭକ୍ଷଣ ସ୍ୱର୍ଗତ ଦିବ୍ୟ କୁମାର ମେହେର ପରିବାର ପକ୍ଷରୁ ସାମୁହିକ ନବାନ୍ନ ଭକ୍ଷଣ ବରପାଲି: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ସ୍ୱର୍ଗତ ଦିବ୍ୟ କୁମାର ମେହେରଙ୍କ ପରିବାର ପକ୍ଷରୁ ଏବଂ ଶ୍ରୀକୃଷ୍ଣ ବସ୍ତ୍ରାଳୟ, ବରପାଲି ତରଫରୁ ସାମୁହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ପରିବାର ସଦସ୍ୟମାନେ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରିବା ସହ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ। ପାରମ୍ପରିକ ରୀତିନୀତି ଓ ଭାଇଚାରାର ଭାବନା ସହ ଆୟୋଜିତ ଏହି ସାମୁହିକ ନବାନ୍ନ ଭକ୍ଷଣ ପରିବାର ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଆତ୍ମୀୟତାକୁ ଆହୁରି ଦୃଢ଼ କରିଥିଲା।ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପରମ୍ପରା ନୁହେଁ, ଏହା ଭାଇଚାରା, ଏକତା, ସ୍ନେହ ଓ ସମ୍ପର୍କର ଏକ ମହାନ ପର୍ବ। ଏହି ପରମ୍ପରାକୁ ଅବ୍ୟାହତ ରଖି ସାମୁହିକ ନବାନ୍ନ ଭକ୍ଷଣ ମାଧ୍ୟମରେ ସମସ୍ତେ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ l

7 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
7 hrs ago
7e2c6edb-70a6-4531-a788-89d5a026ec4b

ସ୍ୱର୍ଗତ ଦିବ୍ୟ କୁମାର ମେହେର ପରିବାର ପକ୍ଷରୁ ସାମୁହିକ ନବାନ୍ନ ଭକ୍ଷଣ ସ୍ୱର୍ଗତ ଦିବ୍ୟ କୁମାର ମେହେର ପରିବାର ପକ୍ଷରୁ ସାମୁହିକ ନବାନ୍ନ ଭକ୍ଷଣ ବରପାଲି: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ସ୍ୱର୍ଗତ ଦିବ୍ୟ କୁମାର ମେହେରଙ୍କ ପରିବାର ପକ୍ଷରୁ ଏବଂ ଶ୍ରୀକୃଷ୍ଣ ବସ୍ତ୍ରାଳୟ, ବରପାଲି ତରଫରୁ ସାମୁହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ପରିବାର ସଦସ୍ୟମାନେ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରିବା ସହ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ। ପାରମ୍ପରିକ ରୀତିନୀତି ଓ ଭାଇଚାରାର ଭାବନା ସହ ଆୟୋଜିତ ଏହି ସାମୁହିକ ନବାନ୍ନ ଭକ୍ଷଣ ପରିବାର ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଆତ୍ମୀୟତାକୁ ଆହୁରି ଦୃଢ଼ କରିଥିଲା।ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପରମ୍ପରା ନୁହେଁ, ଏହା ଭାଇଚାରା, ଏକତା, ସ୍ନେହ ଓ ସମ୍ପର୍କର ଏକ ମହାନ ପର୍ବ। ଏହି ପରମ୍ପରାକୁ ଅବ୍ୟାହତ ରଖି ସାମୁହିକ ନବାନ୍ନ ଭକ୍ଷଣ ମାଧ୍ୟମରେ ସମସ୍ତେ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ l

More news from ଓଡ଼ିଶା and nearby areas
  • ଏମିତି_ଦୁଃଖ_କାହା_ଜୀବନରେ_ନଆସୁ ସାମ୍ନାକୁ ଆସିଲା ଦୁଖଃଦ ଖବର.... ସାମ୍ନାକୁ ଆସିଲା ଦୁଖଃଦ ଖବର....
    1
    ଏମିତି_ଦୁଃଖ_କାହା_ଜୀବନରେ_ନଆସୁ
ସାମ୍ନାକୁ ଆସିଲା ଦୁଖଃଦ ଖବର....
ସାମ୍ନାକୁ ଆସିଲା ଦୁଖଃଦ ଖବର....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    1 hr ago
  • କୁମ୍ଭାରୀ ଓ ବିଶିପାଲିରେ ହୋଇଥିବା ନୂଆଁଖାଇ ଭେଟ ଘାଟରେ ସମାଜସେବୀ ନରେନ୍ଦ୍ର କୁମାର ହୋତାଙ୍କ ଓଜସ୍ୱନି ଅଭିଭାଷଣ । ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ତଥା ପ୍ରଜାବହୁଲ ଗାଁ କୁମ୍ଭାରୀ ଓ ବିଶିପାଲିରେ ହୋଇଥିବା ନୂଆଁଖାଇ ଭେଟ ଘାଟରେ ସମାଜସେବୀ ନରେନ୍ଦ୍ର କୁମାର ହୋତାଙ୍କ ଓଜସ୍ୱନି ଅଭିଭାଷଣ ।
    1
    କୁମ୍ଭାରୀ ଓ ବିଶିପାଲିରେ ହୋଇଥିବା ନୂଆଁଖାଇ ଭେଟ ଘାଟରେ ସମାଜସେବୀ ନରେନ୍ଦ୍ର କୁମାର ହୋତାଙ୍କ ଓଜସ୍ୱନି ଅଭିଭାଷଣ ।
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ତଥା ପ୍ରଜାବହୁଲ ଗାଁ କୁମ୍ଭାରୀ ଓ ବିଶିପାଲିରେ ହୋଇଥିବା ନୂଆଁଖାଇ ଭେଟ ଘାଟରେ ସମାଜସେବୀ ନରେନ୍ଦ୍ର କୁମାର ହୋତାଙ୍କ ଓଜସ୍ୱନି ଅଭିଭାଷଣ ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress
    1
    🚨 ईरान में विमान में बड़ा हादसा टला, यात्रियों में मची चीख-पुकार

ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। 

शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। 

विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। 

#BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress


🚨 ईरान में विमान में बड़ा हादसा टला, यात्रियों में मची चीख-पुकार
ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। 
शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। 
विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। 
#BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    13 hrs ago
  • ବେଲପାହାଡ଼ ଗୁମାଡେରା ମାର୍କେଟ ବୋଏଜ ଏସୋସିଏସନ ଦ୍ୱାରା ଅନୁଷ୍ଠିତ ଗୁମାଡେରା ମୁଖ୍ୟ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Guamadera_Market Market_Boys_Association Gumadera Belpahad ବେଲପାହାଡ଼ ଗୁମାଡେରା ମାର୍କେଟ ବୋଏଜ ଏସୋସିଏସନ ଦ୍ୱାରା ଅନୁଷ୍ଠିତ ଗୁମାଡେରା ମୁଖ୍ୟ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    1
    ବେଲପାହାଡ଼ ଗୁମାଡେରା ମାର୍କେଟ ବୋଏଜ ଏସୋସିଏସନ ଦ୍ୱାରା ଅନୁଷ୍ଠିତ ଗୁମାଡେରା ମୁଖ୍ୟ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
GaneshChaturthi2026
Guamadera_Market Market_Boys_Association Gumadera 
Belpahad
ବେଲପାହାଡ଼ ଗୁମାଡେରା ମାର୍କେଟ ବୋଏଜ ଏସୋସିଏସନ ଦ୍ୱାରା ଅନୁଷ୍ଠିତ ଗୁମାଡେରା ମୁଖ୍ୟ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    1 hr ago
  • ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ
    1
    ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ନୂଆଁଖାଇ ପାହୁର ଯାତ୍ରା
    1
    ନୂଆଁଖାଇ ପାହୁର ଯାତ୍ରା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 day ago
  • ଦପଲା ଜୁରାମୁଣ୍ଡା ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁରମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେରେ ଗୋବିନ୍ଦ ମହାକୁଡ଼ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇଥିଲେ | କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କୁନି କୁନି କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା |
    4
    ଦପଲା ଜୁରାମୁଣ୍ଡା ଠାରେ  ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ 
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁରମୁଣ୍ଡା ଗ୍ରାମରେ  ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେରେ ଗୋବିନ୍ଦ ମହାକୁଡ଼ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇଥିଲେ | କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କୁନି କୁନି କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା |
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    23 min ago
  • କୁମ୍ଭାରୀରେ ଆଜାଦ କ୍ଲବ୍‌ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ କୁମ୍ଭାରୀରେ ଆଜାଦ କ୍ଲବ୍‌ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ ବରଗଡ଼ : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜାଦ କ୍ଲବ୍ ପକ୍ଷରୁ ୪୧ତମ ନୂଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁଖାଇର ପରମ୍ପରା, ଭାଇଚାରା, ସାମାଜିକ ସମ୍ପର୍କ ଓ ଲୋକକଳାକୁ ଉତ୍ସାହିତ କରାଯାଇଆସୁଛି।କ୍ଲବ୍‌ର ସଭାପତି ସେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ନରେନ୍ଦ୍ର ହୋତା, ନାଟ୍ୟକାର ଅରୁଣ ନାୟକ ଓ ଡ. ସଂଜୀବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଉତ୍ପନ୍ନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ଅତିଥିମାନେ ନୂଆଁଖାଇ କେବଳ ନୂଆ ଧାନ ଖାଇବାର ଏକ ପର୍ବ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ସୁଦୃଢ଼ କରୁଥିବା ଏକ ମହାନ ଲୋକପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆଁଖାଇ ଭେଟ୍‌ଘାଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ନିଜ ମାଟି, ପରମ୍ପରା, ଲୋକସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇପାରିବ ବୋଲି ସେମାନେ କହିଥିଲେ। ସଭା ପୂର୍ବରୁ ନାଟ୍ୟ ମହର୍ଷି ସ୍ୱର୍ଗତ ଭଗବାନ ସାହୁ, ବ୍ରଜେଶ୍ୱରୀ ଦେବୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ଓ ଆୟୋଜକମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ପପୁନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଦାମ ପଧାନ କ୍ଲବ୍‌ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜାଦ କ୍ଲବ୍‌ର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ବିଭିନ୍ନ ବର୍ଗର ଲୋକେ ଉତ୍ସବରେ ଯୋଗଦେଇ ନୂଆଁଖାଇର ଆନନ୍ଦ ବାଣ୍ଟିଥିଲେ।ଦୀର୍ଘ ୪୧ ବର୍ଷ ଧରି କୁମ୍ଭାରୀରେ ଆୟୋଜିତ ହୋଇଆସୁଥିବା ଏହି ନୂଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ନୂଆଁଖାଇର ମହତ୍ତ୍ୱ ଓ ଓଡ଼ିଆ ଲୋକସଂସ୍କୃତିକୁ ଆହୁରି ବ୍ୟାପକ କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।
    1
    କୁମ୍ଭାରୀରେ ଆଜାଦ କ୍ଲବ୍‌ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ
କୁମ୍ଭାରୀରେ ଆଜାଦ କ୍ଲବ୍‌ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ
ବରଗଡ଼  : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜାଦ କ୍ଲବ୍ ପକ୍ଷରୁ ୪୧ତମ ନୂଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁଖାଇର ପରମ୍ପରା, ଭାଇଚାରା, ସାମାଜିକ ସମ୍ପର୍କ ଓ ଲୋକକଳାକୁ ଉତ୍ସାହିତ କରାଯାଇଆସୁଛି।କ୍ଲବ୍‌ର ସଭାପତି ସେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ନରେନ୍ଦ୍ର ହୋତା, ନାଟ୍ୟକାର ଅରୁଣ ନାୟକ ଓ ଡ. ସଂଜୀବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଉତ୍ପନ୍ନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ଅତିଥିମାନେ ନୂଆଁଖାଇ କେବଳ ନୂଆ ଧାନ ଖାଇବାର ଏକ ପର୍ବ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ସୁଦୃଢ଼ କରୁଥିବା ଏକ ମହାନ ଲୋକପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆଁଖାଇ ଭେଟ୍‌ଘାଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ନିଜ ମାଟି, ପରମ୍ପରା, ଲୋକସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇପାରିବ ବୋଲି ସେମାନେ କହିଥିଲେ।
ସଭା ପୂର୍ବରୁ ନାଟ୍ୟ ମହର୍ଷି ସ୍ୱର୍ଗତ ଭଗବାନ ସାହୁ, ବ୍ରଜେଶ୍ୱରୀ ଦେବୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ଓ ଆୟୋଜକମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ପପୁନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଦାମ ପଧାନ କ୍ଲବ୍‌ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜାଦ କ୍ଲବ୍‌ର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ବିଭିନ୍ନ ବର୍ଗର ଲୋକେ ଉତ୍ସବରେ ଯୋଗଦେଇ ନୂଆଁଖାଇର ଆନନ୍ଦ ବାଣ୍ଟିଥିଲେ।ଦୀର୍ଘ ୪୧ ବର୍ଷ ଧରି କୁମ୍ଭାରୀରେ ଆୟୋଜିତ ହୋଇଆସୁଥିବା ଏହି ନୂଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ନୂଆଁଖାଇର ମହତ୍ତ୍ୱ ଓ ଓଡ଼ିଆ ଲୋକସଂସ୍କୃତିକୁ ଆହୁରି ବ୍ୟାପକ କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.