ଗଁଦିଆ ପ୍ରେସ କ୍ଲବ ଗଠନ ପରେ ପ୍ରଥମ ବାର୍ଷିକ ଉତ୍ସବ ୨୦୦୮ ମସିହାରେ କପିଳାସ ପାନ୍ଥଶାଳା କଡ଼ରେ ଟେଣ୍ଡ ମାରି ଗରିମାପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଏହି ଐତିହାସିକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପରିଷଦ ସଭାପତି ଶ୍ରୀ ପ୍ରଶାନ୍ତ ଜଗଦେବ, ଗଁଦିଆ ବିଧାୟକ ଶ୍ରୀ ସରୋଜ ସାମଲ, ଯାଜପୁର ଜିଲ୍ଲାପରିଷଦ ସଭାପତି ଶ୍ରୀ ଗୌତମ ରାୟ, ଢେଙ୍କାନାଳ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରେବତୀ ବେହେରା ଓ ପିପାର ନିର୍ଦ୍ଦେଶକ ଶ୍ରୀ ଶଙ୍କର୍ଷଣ ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚାୟତିରାଜ ଅନୁଷ୍ଠାନର ବିକାଶରେ ଗଣମାଧ୍ୟମର ଭୂମିକା ଉପରେ ଏକ ସୁସ୍ଥ ଓ ସାରଗର୍ଭିତ ଆଲୋଚନା ଚକ୍ର ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଗଁଦିଆ ପ୍ରେସ କ୍ଲବର ପ୍ରତିଷ୍ଠାତା ସଭାପତି ଭାବେ ମୁଁ ଏହି ଗୌରବମୟ ବାର୍ଷିକ ଉତ୍ସବର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିବା ସ୍ମୃତି ଆଜିଯାଏ ଗର୍ବ ଓ ଆତ୍ମସନ୍ତୋଷ ଦେଇଥାଏ। ୨୦୦୬ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଆଜି ତାହାର ବିଂଶତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଗଁଦିଆ ପ୍ରେସ କ୍ଲବ ସହ ଜଡିତ ସମସ୍ତ ସାମ୍ବାଦିକ, ସହଯୋଗୀ ଓ ଶୁଭଚିନ୍ତକଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ଶୁଭେଚ୍ଛା। #GandiaPressClub #20YearsOfJournalism #ଗୌରବମୟ_ଇତିହାସ #ସାମ୍ବାଦିକତା #ଗଁଦିଆ
ଗଁଦିଆ ପ୍ରେସ କ୍ଲବ ଗଠନ ପରେ ପ୍ରଥମ ବାର୍ଷିକ ଉତ୍ସବ ୨୦୦୮ ମସିହାରେ କପିଳାସ ପାନ୍ଥଶାଳା କଡ଼ରେ ଟେଣ୍ଡ ମାରି ଗରିମାପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଏହି ଐତିହାସିକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପରିଷଦ ସଭାପତି ଶ୍ରୀ ପ୍ରଶାନ୍ତ ଜଗଦେବ, ଗଁଦିଆ ବିଧାୟକ ଶ୍ରୀ ସରୋଜ ସାମଲ, ଯାଜପୁର ଜିଲ୍ଲାପରିଷଦ ସଭାପତି ଶ୍ରୀ ଗୌତମ ରାୟ, ଢେଙ୍କାନାଳ ଜିଲ୍ଲାପରିଷଦ
ସଭାପତି ଶ୍ରୀମତୀ ରେବତୀ ବେହେରା ଓ ପିପାର ନିର୍ଦ୍ଦେଶକ ଶ୍ରୀ ଶଙ୍କର୍ଷଣ ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚାୟତିରାଜ ଅନୁଷ୍ଠାନର ବିକାଶରେ ଗଣମାଧ୍ୟମର ଭୂମିକା ଉପରେ ଏକ ସୁସ୍ଥ ଓ ସାରଗର୍ଭିତ ଆଲୋଚନା ଚକ୍ର ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଗଁଦିଆ ପ୍ରେସ କ୍ଲବର ପ୍ରତିଷ୍ଠାତା ସଭାପତି ଭାବେ ମୁଁ ଏହି ଗୌରବମୟ ବାର୍ଷିକ
ଉତ୍ସବର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିବା ସ୍ମୃତି ଆଜିଯାଏ ଗର୍ବ ଓ ଆତ୍ମସନ୍ତୋଷ ଦେଇଥାଏ। ୨୦୦୬ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଆଜି ତାହାର ବିଂଶତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଗଁଦିଆ ପ୍ରେସ କ୍ଲବ ସହ ଜଡିତ ସମସ୍ତ ସାମ୍ବାଦିକ, ସହଯୋଗୀ ଓ ଶୁଭଚିନ୍ତକଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ଶୁଭେଚ୍ଛା। #GandiaPressClub #20YearsOfJournalism #ଗୌରବମୟ_ଇତିହାସ #ସାମ୍ବାଦିକତା #ଗଁଦିଆ
- Post by User5115 Susanta Kumar Pattnaik2
- ବାଧକାମହେଉଛିଦେଖତୁ1
- Post by Rajendra Dash1
- ଆମେରିକା ର ବିଭାଜନ ନୀତି କରି ଛୋଟ ଛୋଟ ଦେଶ ଉପରେ ଅଧିକାର1
- ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଖେଳକୁଦ ସମାରୋହରେ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ବକ୍ତବ୍ୟ1
- ହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି (MGNREGA) ଯୋଜନାର ନାମ ବଦଳେଇବା ଓ ଟାଟା ପାଓ୍ବାର ମନମାନି ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ।ସମ୍ମିଳନି1
- Post by User5115 Susanta Kumar Pattnaik1
- ରାଜନଗର ବ୍ଲକରେ ୮ ଦିନର ତାଲାର କ୍ଷତି ଭରଣା କରିବ କିଏ ? ,ଏନେଇ ପ୍ରତିକ୍ରିୟା ରଖିଲେ ବନମାଳୀ ମହାରଣା...।1
- କେନ୍ଦ୍ରାପଡା ଜିଲ୍ଲା ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ, ଯୋଗଦେଇ ପତିକ୍ରିୟା ରଖିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର1