logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ସମ୍ବର୍ଦ୍ଧନା ତାଳଚେର: ତାଳଚେରର ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ବନ୍ଧିତ କରାଯାଇଛି । ତାଳଚେରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ତାଲ୍ ପକ୍ଷରୁ ଦୁଇ ଦିନ ଧରି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବର ଉଦ୍‌ଯାପନୀ ସମାରୋହରେ ଅନୁଷ୍ଠାନର ସଭାପତି ପ୍ରଫେସର ସରୋଜ ପ୍ରଧାନ ଅଧ୍ଯକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ସାଂସଦ ମହେଶ ସାହୁ, ଅନ୍ୟତମ ଅତିଥି ଭାବରେ ପ୍ରଫେସର ଉପେନ୍ଦ୍ର ପରିଡ଼ା, ଇଂ.ରମେଶ ବେହେରା, ମୁଖ୍ୟ ବକ୍ତା ଡ.ପ୍ରଶାନ୍ତ ରଥ ଓ ଅନୁଷ୍ଠାନର ସଂପାଦକ ପ୍ରଶାନ୍ତ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ତଥା ଜଣେ ଉଚ୍ଚକୋଟୀର ସୁସଂଗଠକ ଭାବରେ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ମୁଖ୍ୟ ଅତିଥି ମହେଶ ସାହୁ ମାନପ‌ତ୍ର, ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଶିତ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଡ. ରଥ ଅଦ୍ୟାବଧୂ ୩୦ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ବେଳେ ତାଙ୍କର ବହୁ ଲେଖା ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପ‌ତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି । ଶ୍ରୀ ରଥଙ୍କ ଏଭଳି ସଫଳତା ପାଇଁ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

1 day ago
user_BIMBADHAR MOHAPATRA
BIMBADHAR MOHAPATRA
Journalist, Matrubhasa Talcher Sadar, Anugul•
1 day ago
4e903e09-114e-45f0-95fe-f86d1def54e2

ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ସମ୍ବର୍ଦ୍ଧନା ତାଳଚେର: ତାଳଚେରର ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ବନ୍ଧିତ କରାଯାଇଛି । ତାଳଚେରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ତାଲ୍ ପକ୍ଷରୁ ଦୁଇ ଦିନ ଧରି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବର ଉଦ୍‌ଯାପନୀ ସମାରୋହରେ ଅନୁଷ୍ଠାନର ସଭାପତି ପ୍ରଫେସର ସରୋଜ ପ୍ରଧାନ ଅଧ୍ଯକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ସାଂସଦ ମହେଶ ସାହୁ, ଅନ୍ୟତମ ଅତିଥି ଭାବରେ ପ୍ରଫେସର ଉପେନ୍ଦ୍ର ପରିଡ଼ା, ଇଂ.ରମେଶ ବେହେରା, ମୁଖ୍ୟ ବକ୍ତା ଡ.ପ୍ରଶାନ୍ତ ରଥ ଓ ଅନୁଷ୍ଠାନର ସଂପାଦକ ପ୍ରଶାନ୍ତ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ତଥା ଜଣେ ଉଚ୍ଚକୋଟୀର ସୁସଂଗଠକ ଭାବରେ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ମୁଖ୍ୟ ଅତିଥି ମହେଶ ସାହୁ ମାନପ‌ତ୍ର, ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଶିତ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଡ. ରଥ ଅଦ୍ୟାବଧୂ ୩୦ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ବେଳେ ତାଙ୍କର ବହୁ ଲେଖା ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପ‌ତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି । ଶ୍ରୀ ରଥଙ୍କ ଏଭଳି ସଫଳତା ପାଇଁ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

  • user_User1126
    User1126
    Dhanupali, Sambalpur
    🙏
    2 hrs ago
More news from Odisha and nearby areas
  • ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    1
    ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    user_Gobinda
    Gobinda
    Actor Anugul, Odisha•
    5 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    13 hrs ago
  • କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର
    1
    କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    15 hrs ago
  • ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    1
    ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    1
    ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    12 hrs ago
  • ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...
    1
    ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...
    user_Mahima TV Live
    Mahima TV Live
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    1
    କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    3 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.