ଆକ୍ସନ ମୋଡରେ ଜୁନିଅର ଲଘୁ ଖଣିଜ ଅଧିକାରୀ ଚୋରା ବାଲି ଚାଲାଣ ବେଳେ ଚଢ଼ାଉ। ଆକ୍ସନ ମୋଡରେ ଜୁନିଅର ଲଘୁ ଖଣିଜ ।ରାତି ଅଧିଆ ଖଣି ବିଭାଗ ରେଡ୍। ଦୁଇଟି ହାଇଓ୍ବା ଜବତ ଚୋରା ବାଲି ଚାଲାଣ ବେଳେ ଦୁଇଟି ହାଇଓ୍ବା କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡ଼ବଡାପାଳ ବାଲି ମାଫିଆ ମାନେ ପଶ୍ଚିମବଙ୍ଗ କୁ ଚୋରା ଚାଲାଣ କରୁଥିବା ଖବର ପାଇଁ ଲଘୁ ଖଣିଜ ଅଧିକାରୀ ଚଢ଼ାଉ କରିଥିଲେ । ସୁବର୍ଣ୍ଣରେଖା ନଦୀର ଛୋଟ ଖାନପୁର ଚଡବଢାପାଳ ନିକଟରେ ଦିର୍ଘ ଦିନରୁ ବେଆଇନ ଭାବରେ ଦିନ ରାତି ବେଧଡକ ଭାବରେ ଜେସିବି, ଡମ୍ପର ହାଇଓ୍ବା ଲଗାଇ ବାଲି ଲୁଟି ଚାଲିଥିଲେ ମାଫିଆ, ରାତିରେ ଖବର ଖଣି ଅଧିକାରୀ ଚଢ଼ାଉ କରିଥିଲେ ।ମାତ୍ର ଦୁଇ ଟି ଜେସିବି ଏବଂ ଛଟି ହାଇଓ୍ବା ଚମ୍ପଟ ମାରିଥିବା ବେଳେ ଦୁଇଟି ହାଇଓ୍ବା ଜବଦ କରି ବାଲିଆପାଳ ଥାନା ରେ ଜିମା ଦେଇ ଥିଲେ ଖଣି ବିଭାଗ, କାହିଁକି ଦୁଇ ଟି ଜେସିବି ଏବଂ ଛଟି ହାଇଓ୍ବା ଚମ୍ପଟ ବିଫଳ ହେଲେ କାହିଁକି ଖଣି ଅଧିକାରୀ।
ଆକ୍ସନ ମୋଡରେ ଜୁନିଅର ଲଘୁ ଖଣିଜ ଅଧିକାରୀ ଚୋରା ବାଲି ଚାଲାଣ ବେଳେ ଚଢ଼ାଉ। ଆକ୍ସନ ମୋଡରେ ଜୁନିଅର ଲଘୁ ଖଣିଜ ।ରାତି ଅଧିଆ ଖଣି ବିଭାଗ ରେଡ୍। ଦୁଇଟି ହାଇଓ୍ବା ଜବତ ଚୋରା ବାଲି ଚାଲାଣ ବେଳେ ଦୁଇଟି ହାଇଓ୍ବା କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡ଼ବଡାପାଳ ବାଲି ମାଫିଆ ମାନେ ପଶ୍ଚିମବଙ୍ଗ କୁ ଚୋରା ଚାଲାଣ କରୁଥିବା ଖବର ପାଇଁ ଲଘୁ ଖଣିଜ ଅଧିକାରୀ ଚଢ଼ାଉ କରିଥିଲେ । ସୁବର୍ଣ୍ଣରେଖା ନଦୀର ଛୋଟ ଖାନପୁର ଚଡବଢାପାଳ ନିକଟରେ ଦିର୍ଘ ଦିନରୁ ବେଆଇନ ଭାବରେ ଦିନ ରାତି ବେଧଡକ ଭାବରେ ଜେସିବି, ଡମ୍ପର ହାଇଓ୍ବା ଲଗାଇ ବାଲି ଲୁଟି ଚାଲିଥିଲେ ମାଫିଆ, ରାତିରେ ଖବର ଖଣି ଅଧିକାରୀ ଚଢ଼ାଉ କରିଥିଲେ ।ମାତ୍ର ଦୁଇ ଟି ଜେସିବି ଏବଂ ଛଟି ହାଇଓ୍ବା ଚମ୍ପଟ ମାରିଥିବା ବେଳେ ଦୁଇଟି ହାଇଓ୍ବା ଜବଦ କରି ବାଲିଆପାଳ ଥାନା ରେ ଜିମା ଦେଇ ଥିଲେ ଖଣି ବିଭାଗ, କାହିଁକି ଦୁଇ ଟି ଜେସିବି ଏବଂ ଛଟି ହାଇଓ୍ବା ଚମ୍ପଟ ବିଫଳ ହେଲେ କାହିଁକି ଖଣି ଅଧିକାରୀ।
- ଆକ୍ସନ ମୋଡରେ ଜୁନିଅର ଲଘୁ ଖଣିଜ ଅଧିକାରୀ ଚୋରା ବାଲି ଚାଲାଣ ବେଳେ ଚଢ଼ାଉ। ଆକ୍ସନ ମୋଡରେ ଜୁନିଅର ଲଘୁ ଖଣିଜ ।ରାତି ଅଧିଆ ଖଣି ବିଭାଗ ରେଡ୍। ଦୁଇଟି ହାଇଓ୍ବା ଜବତ ଚୋରା ବାଲି ଚାଲାଣ ବେଳେ ଦୁଇଟି ହାଇଓ୍ବା କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡ଼ବଡାପାଳ ବାଲି ମାଫିଆ ମାନେ ପଶ୍ଚିମବଙ୍ଗ କୁ ଚୋରା ଚାଲାଣ କରୁଥିବା ଖବର ପାଇଁ ଲଘୁ ଖଣିଜ ଅଧିକାରୀ ଚଢ଼ାଉ କରିଥିଲେ । ସୁବର୍ଣ୍ଣରେଖା ନଦୀର ଛୋଟ ଖାନପୁର ଚଡବଢାପାଳ ନିକଟରେ ଦିର୍ଘ ଦିନରୁ ବେଆଇନ ଭାବରେ ଦିନ ରାତି ବେଧଡକ ଭାବରେ ଜେସିବି, ଡମ୍ପର ହାଇଓ୍ବା ଲଗାଇ ବାଲି ଲୁଟି ଚାଲିଥିଲେ ମାଫିଆ, ରାତିରେ ଖବର ଖଣି ଅଧିକାରୀ ଚଢ଼ାଉ କରିଥିଲେ ।ମାତ୍ର ଦୁଇ ଟି ଜେସିବି ଏବଂ ଛଟି ହାଇଓ୍ବା ଚମ୍ପଟ ମାରିଥିବା ବେଳେ ଦୁଇଟି ହାଇଓ୍ବା ଜବଦ କରି ବାଲିଆପାଳ ଥାନା ରେ ଜିମା ଦେଇ ଥିଲେ ଖଣି ବିଭାଗ, କାହିଁକି ଦୁଇ ଟି ଜେସିବି ଏବଂ ଛଟି ହାଇଓ୍ବା ଚମ୍ପଟ ବିଫଳ ହେଲେ କାହିଁକି ଖଣି ଅଧିକାରୀ।1
- ବାଲେଶ୍ବରରେ ବିଜେପିର ମହିଳା ଆକ୍ରୋଶ, ସମାବେଶରେ ଫୁଟିଲା ନିଆଁ ବାଲେଶ୍ବର ଜିଲ୍ଲାରେ ବିଜେପି ପକ୍ଷରୁ ଏକ ବିରାଟ ମହିଳା ଆକ୍ରୋଶ ମହା ସମାବେଶ ଆୟୋଜିତ ହୋଇଛି। ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସରକାରୀ ବ୍ୟବସ୍ଥା ବିରୋଧରେ ଏହି ପ୍ରତିବାଦ ।1
- ବାଲେଶ୍ୱରର ବସ୍ତା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ପାୱାର କର୍ମଚାରୀମାନେ ଧାରଣା ଦେଇଛନ୍ତି। ଚାକିରୀରୁ ଛଟେଇ ପାଇଁ ନୋଟିସ ମିଳିବା ପରେ ସେମାନେ ଏହାକୁ ଟାଟା ପାୱାରର ପେଟକୁ ଲାତ ମାରିବା ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି।1
- ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ (ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ) ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ (ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ) ମୋରଡ - ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ସରକାରୀ ସୁବିଧାରୁ ବଞ୍ଚିତ ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ଅଧୀନ କୁସୁମକୁଟି ଗ୍ରାମବାସୀ । ମୌଳିକ ସୁବିଧାରୁ ବଞ୍ଚିତ ରହି ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉକ୍ତ ଆଦିବାସୀ ଗାଁ । ତେବେ ଗାମର ୧୪ ନମ୍ବର ୱାର୍ଡ ରେ ଅଛି ଏକ ମାତ୍ର ନଳକୂପ କିନ୍ତୁ ପାଣି ବାହାରୁନଥିବା ରୁ ବାଧ୍ୟ ହୋଇ ଗାଁ ରେ ଏକ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ତେବେ ଉକ୍ତ କୂଳ ପାଣି ଅତିରିକ୍ତ ଗୁଳିଆ ପାଣି ହୋଇଥିବା ସତ୍ତ୍ୱେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଗ୍ରାମ କୁ ବସୁଧା ପାଣି ପାଇପ ର ବ୍ୟବସ୍ଥା ଅଛି କିନ୍ତୁ ଦୀର୍ଘ ମାସ ଉକ୍ତ ୱାର୍ଡ କୁ ପାଣି ଆସିପାରୁନାହିଁ । ରକ୍ଷଣା ବେକ୍ଷଣ ଅଭାବରୁ ଚାରି ପଟେ ପାଇପ ଲାଇନ ଫାଟି ଯାଉଛି । ଗ୍ରାମବାସୀ ମାନେ ଅଭିଯୋଗ କଲେ ସୁଦ୍ଧା କେହି କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବ୍ୟବହାର କରୁଥିବା କୂଳ ପାଣି ଗୁଳିଆ ସହିତ ଅପରିଷ୍କାର ପାଣି କୁ ବାଧ୍ୟ ହୋଇ ବ୍ୟବହାର କରିଥିବା ବେଳେ ମଝିରେ ମଝିରେ ଅନେକ ଲୋକ ବିଭିନ୍ନ ରୋଗ ରେ ପଢୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ କୁସୁମକୁଟି ଗ୍ରାମବାସୀ ଙ୍କ ଦୁଃଖ ବୁଝିବାକୁ କେହି ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି । କିନ୍ତୁ ପ୍ରବଳ ଖରା ଯୋଗୁଁ ଉକ୍ତ କୂଳ ର ପାଣି ତଳକୁ ଖସି ଯିବାରୁ ସେଠାରୁ ମଧ୍ୟ ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି ଗାଁ ରେ ଥିବା ଜଣେ ପ୍ରସ୍ତୁତି ମହିଳା ଖୋଲା କୂଳ ର ଅପରିଷ୍କାର ପାଣି କୁ ଦୂର ରୁ ବୋହିନେଇ ବ୍ୟବହାର କରୁଥିବା ର କଷ୍ଟ ବଖାଣିଛନ୍ତି । ବିଶୁଦ୍ଧ ପାଣି ପାଇ ଗ୍ରାମବାସୀ ଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଠାରେ ବିଶୁଦ୍ଧ ପାନୀୟ ଜଳ ନ ଥିବା ରୁ ଡାଇରିଆ , ଜଣ୍ଡିସ ବ୍ୟାପିବା କଥା କୁ ଏଡାଇ ଦିଆଯାଇନପାରେ । ଏତିକି ରେ ସରିନାହିଁ ଗାଁ ର ସମସ୍ୟା । ଗ୍ରାମ ର ବୁଦ୍ଧେଶ୍ୱର ହାଁସଦା, ରତନୀ ମୁର୍ମୁ ,ବୁଧୁ ହେମ୍ରମ ଭଳି ଅନେକ ହିତାଧିକାରୀ ମାନେ ସରକାରୀ ଘର ଖଣ୍ଡେ ହେଉ କି ଭତ୍ତା ପାଇଁ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ପଲିଥିନ ତଳେ ଜୀବନ କାଟୁଛନ୍ତି । ଅପରପକ୍ଷରେ ଉକ୍ତ ଗ୍ରାମ ର ୧୪ ନମ୍ବର ୱାର୍ଡ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ଆସିପାରୁନାହିଁ । ଗାଁ କୁ ରାସ୍ତା ନିର୍ମାଣ ପାଇ ମଧ୍ଯ ଦାବି ହୋଇଛି । ବର୍ତ୍ତମାନ ସ୍ଥିତି ଜରୁରୀ କାଳୀନ ଭିତ୍ତି ରେ ପାଣି ଟେଙ୍କର ର ବ୍ୟବସ୍ଥା ସହିତ ନୂତନ ନଳକୂପ ର ବ୍ୟବସ୍ଥା କରିବା ପାଇ ଦାବି ହୋଇଛି । ଏହି ସବୁ ସମସ୍ୟା ର ସମାଧାନ ପାଇଁ ରତନୀ ମୁର୍ମୁ, ବୁଧୁ ହେମ୍ରମ, ବୁଦ୍ଧେଶ୍ୱର ହାଁସଦା, ପାହା ମାରାଣ୍ଡି, ଜଗନ୍ନାଥ ମୁର୍ମୁ, ଫୁଲମଣି ସୋରେନ ପ୍ରମୁଖ ଦାବି କରିଛନ୍ତି । ତେବେ ଏନେଇ ମୋରଡା ବିଡିଓ ଅଣାକାର ନାୟକ ଓ ପାନୀୟ ଜଳ ଯନ୍ତ୍ରୀ ସସ୍ମିତା ପତି ଙ୍କ ମତ ନେବାରୁ କହିଛନ୍ତି ଗାଁ ରେ ଥିବା ନଳକୂପ କୁ ମରାମତି କରିବା ସହିତ ବିଶୁଦ୍ଧ ପାନୀୟ ଜଳ ପାଇ ବ୍ୟବସ୍ଥା କରିବୁ । ତେବେ ଦୀର୍ଘ ମାସ ଧରି ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇ ଆସୁଥିଲେ ମଧ୍ୟ ଉକ୍ତ ଗ୍ରାମ ଉପରେ କାହାର ନଜର ପଡୁନାହିଁ । ତେବେ ଗଣମାଧ୍ୟମ ପହଞ୍ଚିଲା ପରେ କଣ ସୁଧାର ଆସୁଛି ଦେଖିବାକୁ ବାକି ରହିଛି ।1
- ବାଲେଶ୍ୱରର ଓଉପଦା ଅଞ୍ଚଳରେ ଏକ ବ୍ୟାଟେରୀ ଗାଡ଼ି ଏକ ଅଭୂତପୂର୍ବ କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଛି। ଏହି ଅଭିନବ ପ୍ରୟୋଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ଏହାକୁ ପ୍ରଶଂସା କରୁଛନ୍ତି।1
- ବାଲେଶ୍ୱର ଜିଲ୍ଲାରୁ ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମାଚାର ଉପଲବ୍ଧ । ଦିନର ପ୍ରମୁଖ ଘଟଣା ଓ ନୂତନ ଅପଡେଟ୍ସର ସମ୍ପୂର୍ଣ୍ଣ ବିବରଣୀ ପାଆନ୍ତୁ ।1
- ବାରିପଦା ଠାରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ1
- *ବିଜେଡି ମହିଳାଙ୍କ ଗର୍ଜନ, କୋଟପାଡ଼ରେ ବିଜେପି ଉପରେ ବର୍ଷଣ* ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍1