logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ପାଟଲା ଗାଁରେ 4 ଜଣ ଦଣ୍ଡୁଆ ଙ୍କ ଆକସ୍ମିକ ମୃତ୍ୟୁ ନେଇ ଆଜି ସାତମାଇଲ ଠାରେ ରାସ୍ତା ଅବରୋଧ ବେଳେ ବିଧାୟିକା ପହଂଚି ଜଣାଇଲେ ସମବେଦନା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ 4ଦଣ୍ଡୁଆ ଙ୍କ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ଆଜି ସାତମାଇଲ ଠାରେ ଗ୍ରାମବାସୀ ଏବଂ ଦଣ୍ଡୁଆ ମିଶି ରାସ୍ତା ରେ ଟାୟର ଜାଳି ଅବରୋଧ କରିବାବେଳେ ବିଧାୟିକା ସୀମାରାଣୀ ନାୟକ ପହଂଚି ରଖିଲେ ପ୍ରତିକ୍ରିୟା.

1 day ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
1 day ago

ହିନ୍ଦୋଳ ପାଟଲା ଗାଁରେ 4 ଜଣ ଦଣ୍ଡୁଆ ଙ୍କ ଆକସ୍ମିକ ମୃତ୍ୟୁ ନେଇ ଆଜି ସାତମାଇଲ ଠାରେ ରାସ୍ତା ଅବରୋଧ ବେଳେ ବିଧାୟିକା ପହଂଚି ଜଣାଇଲେ ସମବେଦନା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ 4ଦଣ୍ଡୁଆ ଙ୍କ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ଆଜି ସାତମାଇଲ ଠାରେ ଗ୍ରାମବାସୀ ଏବଂ ଦଣ୍ଡୁଆ ମିଶି ରାସ୍ତା ରେ ଟାୟର ଜାଳି ଅବରୋଧ କରିବାବେଳେ ବିଧାୟିକା ସୀମାରାଣୀ ନାୟକ ପହଂଚି ରଖିଲେ ପ୍ରତିକ୍ରିୟା.

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 hr ago
  • ତାଳଚେର ଥର୍ମାଲ ଠାରେ ପୂର୍ବତନ ସାଂସଦ ମହେଶ ସାହୁ ପବିତ୍ର ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ l
    1
    ତାଳଚେର ଥର୍ମାଲ ଠାରେ ପୂର୍ବତନ ସାଂସଦ ମହେଶ ସାହୁ ପବିତ୍ର ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    4 hrs ago
  • ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା। ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।
    1
    ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା।
ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।
    user_NKNEWS ODISHA
    NKNEWS ODISHA
    Local News Reporter ନୂଆଗାଁ, ନୟାଗଡ଼, ଓଡ଼ିଶା•
    2 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor Dhenkanal Sadar, Odisha•
    6 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.