Shuru
Apke Nagar Ki App…
‘ନାରୀ ଶକ୍ତି ବନ୍ଦନ’ ବିଲ୍କୁ ନେଇ ଭୁବନରେ ମହିଳାମାନଙ୍କ ଆକ୍ରୋଶ ରାଲି | ▪️ବିରୋଧୀ ଦଳଙ୍କ ବିରୋଧ ପ୍ରତି ତୀବ୍ର ପ୍ରତିକ୍ରିୟା ▪️କାଳୀ ବଜାରରେ କୁଶପୁତ୍ତଳିକା ଦାହ ▪️ଲଢ଼େଇ ଜାରୀ ରଖିବାକୁ ସତର୍କବାଣୀ ଭୁବନ, ଢ଼େଙ୍କାନାଳ #Bhuban #Dhenkanal
Nanda Kishor Naik
‘ନାରୀ ଶକ୍ତି ବନ୍ଦନ’ ବିଲ୍କୁ ନେଇ ଭୁବନରେ ମହିଳାମାନଙ୍କ ଆକ୍ରୋଶ ରାଲି | ▪️ବିରୋଧୀ ଦଳଙ୍କ ବିରୋଧ ପ୍ରତି ତୀବ୍ର ପ୍ରତିକ୍ରିୟା ▪️କାଳୀ ବଜାରରେ କୁଶପୁତ୍ତଳିକା ଦାହ ▪️ଲଢ଼େଇ ଜାରୀ ରଖିବାକୁ ସତର୍କବାଣୀ ଭୁବନ, ଢ଼େଙ୍କାନାଳ #Bhuban #Dhenkanal
More news from Odisha and nearby areas
- Post by Dhenkanal News1
- ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru1
- ୫୦୦ ଟଙ୍କିଆ ନୋଟ୍ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ #letestnews #updatenews #apanankakhabara #rbi #odishanews #odisha1
- କଟକ ଯୋବ୍ରା ବ୍ୟାରେଜ ରାସ୍ତା ଫସି ରହିଲା ଅନେକ ଗାଡ଼ି। ଅନେକ ଆମ୍ବୁଲାନ୍ସ ଫସିବା ସହ ଗାଡ଼ି ମଟର ମଧ୍ୟ ଫସି ରହିଲା। ଦୀର୍ଘ ସମୟ ଧରି ଜାମ୍ ରହିଲା କଟକ ଯୋବ୍ରା ବ୍ୟାରେଜ ରାସ୍ତା।1
- Post by ନିଷ୍ଠୁର ଦୁନିଆ Live1
- ଦିନିକିଆ ଜାତୀୟ କର୍ମଶାଳା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ଡ଼.ଅଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ପଙ୍କଜ କୁମାର ପାଢ଼ୀ ଯୋଗଦେଇ ନାକ ମାନ୍ୟତା ଉପରେ ବିଭିନ୍ନ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସମୀର କୁମାର, ଡ଼. ଦିଲ୍ଲୀପ କୁମାର ମଙ୍ଗରାଜ, ଆଇକ୍ୟୁଏସି ସଂଯୋଜକ ଅଶୋକ କୁମାର ଦାସ, କର୍ମଶାଳା ଉପଦେଷ୍ଟା ଡ଼. ରଘୁନାଥ ସାହୁ, ନୀଳାମ୍ବର ରାୟଗୁରୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନାଆମୀ ମହାବିଦ୍ୟାଳୟର ୱେବସାଇଟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା। କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଅଧ୍ୟାପକ ବନମାଳୀ ପଣ୍ଡା, ମହିତୋଷ ସେଠୀ, ପ୍ରଦୀପ ସ୍ୱାଇଁ, ସୋମନାଥ ପଣ୍ଡା, ସସ୍ମିତା ଘୋଷ, ମନୋରମା ଖଣ୍ଡାଇ, ଭାରତୀଲତା ପଣ୍ଡାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।1
- Post by Dhenkanal News1
- ଖୋଲିଲା ବାବା କେଦାରନାଥ ଙ୍କ ଦ୍ଵାର ଉତ୍ତରାଖଣ୍ଡ ରେ ଚାରିଧାମର ଯାତ୍ରା ହୋଇଯାଇଛି #LatestNews #UpdateNews #apanankakhabara #news #OdishaNews #Odisha1
- ଵାଲି ପରିବହନ ରାସ୍ତାରେ ନାଳ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ବିଭିନ୍ନ ବେଆଇନ ବାଲି ସୈରାଚ ରାସ୍ତା ରେ ନାଳ ଚିରା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନଦୀର ଵଳୀପୁର ଠାରେ ଦୈନିକ ଵାଲି ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଵା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ତତ୍ପରତା ପ୍ରକାଶ ପାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ସୋମ୍ୟରଞ୍ଜନ ଦ୍ଵିବେଦୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ନଦୀର ଦୁଇ ଗୋଟି ସ୍ଥାନ ରୁ ବେଆଇନ ବାଲି ଉତ୍ତଳନ ହେଉଥିବା ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ତେଣୁ ଵାଲି ଚୋରି କୁ ରୋକିବା ପାଇଁ ପରିବହନ ରାସ୍ତାରେ ନାଳ ଖନନ ହୋଇଥିଲା। ଏହାଛଡା ଉକ୍ତ ସ୍ଥାନରେ ୧୬୩ ଧାରା ଜାରି ହୋଇଥିଲା। ଅନୁରୂପ ଭାବେ ବୈତରଣୀ ନଦୀର ଝୁଟଣା, ଵନସ୍ତା, ନେରଡା, ଯଶୋଟିକିରି, ବାଲି ପୋଖରୀ, ଜଗନ୍ନାଥ ପ୍ରସାଦ ପ୍ରମୁଖ ସାମ୍ଭାବ୍ୟ ଵାଲି ଚୋରି ସ୍ଥାନରେ ମଧ୍ୟ ସମାନ ନିର୍ଦ୍ଦେଶାନାମା ଜାରି ହୋଇଛି।1