logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବସ ଷ୍ଟାଣ୍ଡ ନା ତରଭୁଜ ବେପାରୀ ଙ୍କ ଆଡ୍ଡା ସ୍ଥଳ... ଭୁବନ ବିଡ଼ିଓ କଣ ଏଥି ପାଇଁ ବିଜେଡି ସରକାର ଅମଳରେ ନିର୍ମାଣ କରାଇଥିଲେ .. ଧନ୍ୟ ମଠକରଗୋଲା ପ୍ରଶାସନ .. ଜଳଛତ୍ର କାହିଁ ବସ ଷ୍ଟାଣ୍ଡ ନା ତରଭୁଜ ବେପାରୀ ଙ୍କ ଆଡ୍ଡା ସ୍ଥଳ... ଭୁବନ ବିଡ଼ିଓ କଣ ଏଥି ପାଇଁ ବିଜେଡି ସରକାର ଅମଳରେ ନିର୍ମାଣ କରାଇଥିଲେ .. ଧନ୍ୟ ମଠକରଗୋଲା ପ୍ରଶାସନ .. ଜଳଛତ୍ର କାହିଁ ଖୋଲିବା.. ତରଭୁଜ ତ ବିକ୍ରି ପାଇଁ ଷ୍ଟଲ ତ ଖୋଲା ଯାଇଛି... ନା କଣ କହୁଛନ୍ତି.. ଖାଲି ପଡ଼ିଥିବା କୋଠା କୁ ବେପାରୀ ଙ୍କୁ ଦିଆଯିବା ଉଚିତ କି.??

7 hrs ago
user_Tapasdas 6372788705
Tapasdas 6372788705
Photographer Gandia, Dhenkanal•
7 hrs ago
51a70783-acfb-4e3e-bfe1-d18bcf7c741e

ବସ ଷ୍ଟାଣ୍ଡ ନା ତରଭୁଜ ବେପାରୀ ଙ୍କ ଆଡ୍ଡା ସ୍ଥଳ... ଭୁବନ ବିଡ଼ିଓ କଣ ଏଥି ପାଇଁ ବିଜେଡି ସରକାର ଅମଳରେ ନିର୍ମାଣ କରାଇଥିଲେ .. ଧନ୍ୟ ମଠକରଗୋଲା ପ୍ରଶାସନ .. ଜଳଛତ୍ର କାହିଁ ବସ ଷ୍ଟାଣ୍ଡ ନା ତରଭୁଜ ବେପାରୀ ଙ୍କ ଆଡ୍ଡା ସ୍ଥଳ... ଭୁବନ ବିଡ଼ିଓ କଣ ଏଥି ପାଇଁ ବିଜେଡି ସରକାର ଅମଳରେ ନିର୍ମାଣ କରାଇଥିଲେ .. ଧନ୍ୟ ମଠକରଗୋଲା ପ୍ରଶାସନ .. ଜଳଛତ୍ର କାହିଁ ଖୋଲିବା.. ତରଭୁଜ ତ ବିକ୍ରି ପାଇଁ ଷ୍ଟଲ ତ ଖୋଲା ଯାଇଛି... ନା କଣ କହୁଛନ୍ତି.. ଖାଲି ପଡ଼ିଥିବା କୋଠା କୁ ବେପାରୀ ଙ୍କୁ ଦିଆଯିବା ଉଚିତ କି.??

More news from Dhenkanal and nearby areas
  • ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
    1
    ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ  ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    12 hrs ago
  • ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
    1
    ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    5 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    32 min ago
  • ପୋଲିସକୁ ପୋଲିସ ଦେଲା ନିର୍ଯାତନା। ଚାକିରୀରୁ ଇସ୍ତଫା ଦେଲେ ମହିଳା ହାବିଲଦାର। ଅନୁଗୁଳରେ ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ। କେବଳ ଅଭିଯୋଗ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ପତ୍ର ଦେଇଛନ୍ତି ଜଣେ ମହିଳା ହାବିଲଦାର। ଶୁଣନ୍ତୁ ସେ କ'ଣ ଅଭିଯୋଗ ଆଣିଛନ୍ତି...
    1
    ପୋଲିସକୁ ପୋଲିସ ଦେଲା ନିର୍ଯାତନା। ଚାକିରୀରୁ ଇସ୍ତଫା ଦେଲେ ମହିଳା ହାବିଲଦାର। ଅନୁଗୁଳରେ ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ। କେବଳ ଅଭିଯୋଗ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ପତ୍ର ଦେଇଛନ୍ତି ଜଣେ ମହିଳା ହାବିଲଦାର। ଶୁଣନ୍ତୁ ସେ କ'ଣ ଅଭିଯୋଗ ଆଣିଛନ୍ତି...
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • Post by Narendra Kumar Das
    1
    Post by Narendra Kumar Das
    user_Narendra Kumar Das
    Narendra Kumar Das
    ଆଠଗଡ଼, କଟକ, ଓଡ଼ିଶା•
    4 hrs ago
  • ଢେଙ୍କାନାଳ ମଧ୍ୟପ୍ରାଚ୍ୟ ଅଂଚଳରେ ଯୁଦ୍ଧ ଚାଲିଥିବା ଯୋଗୁଁ ରନ୍ଧନ ଗ୍ୟାସ ଅଭାବ ଏବଂ ସାର ସଙ୍କଟ ଉତ୍କଟ ହେବାରେ ଲାଗିଛି । ଗରୀବ ଠାରୁ ମଧ୍ୟବିତ ପରିବାର ଘରେ, ଜଳଖୁଆ ଦୋକାନରେ, ହଷ୍ଟେଲ କ୍ୟାଟିନ୍‌ରେ ଚୁଲା ଜଳି ପାରୁନାହିଁ । ଗାଁ ଗଣ୍ଡାରେ ଲୋକେ ଶୁଖୁଲା ପତ୍ର, ତାଳ ବରଡା ଜାଳି ରୋଷେଇ କରୁଛନ୍ତି । ଜଳଖୁଆ ଦୋକାନୀ ବେପାର ବନ୍ଦ କରି ଦେଇଛନ୍ତି । ହଷ୍ଟେଲରେ ପିଲାମାନେ ଗୋଟାଏ ବକ୍ତ ରନ୍ଧାଖାଦ୍ୟ ପାଉଛନ୍ତି । ଏହାକୁ ଲକ୍ଷ୍ୟକରି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା କଂଗ୍ରେସ ଭାରପ୍ରାପ୍ତ ସଭାପତି ବିନୟ କୁମାର ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
    1
    ଢେଙ୍କାନାଳ ମଧ୍ୟପ୍ରାଚ୍ୟ ଅଂଚଳରେ ଯୁଦ୍ଧ ଚାଲିଥିବା ଯୋଗୁଁ ରନ୍ଧନ ଗ୍ୟାସ ଅଭାବ ଏବଂ ସାର ସଙ୍କଟ ଉତ୍କଟ ହେବାରେ ଲାଗିଛି । ଗରୀବ ଠାରୁ ମଧ୍ୟବିତ ପରିବାର ଘରେ, ଜଳଖୁଆ ଦୋକାନରେ, ହଷ୍ଟେଲ କ୍ୟାଟିନ୍‌ରେ ଚୁଲା ଜଳି ପାରୁନାହିଁ । ଗାଁ ଗଣ୍ଡାରେ ଲୋକେ ଶୁଖୁଲା ପତ୍ର, ତାଳ ବରଡା ଜାଳି ରୋଷେଇ କରୁଛନ୍ତି । ଜଳଖୁଆ ଦୋକାନୀ ବେପାର ବନ୍ଦ କରି ଦେଇଛନ୍ତି । ହଷ୍ଟେଲରେ ପିଲାମାନେ ଗୋଟାଏ ବକ୍ତ ରନ୍ଧାଖାଦ୍ୟ ପାଉଛନ୍ତି । ଏହାକୁ ଲକ୍ଷ୍ୟକରି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା କଂଗ୍ରେସ ଭାରପ୍ରାପ୍ତ ସଭାପତି ବିନୟ କୁମାର ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.