logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହରିହର ଯୋର ଅବସରପ୍ରାପ୍ତ କର୍ମଚାରୀଙ୍କ ବନ୍ଧୁମିଳନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହରଯୋର୍ ପ୍ରକଳ୍ପ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ସ୍ମୃତିମୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ହରିହରଯୋର୍ ଡ଼ାକବଙ୍ଗଳା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରକଳ୍ପର ଅବସର ପ୍ରାପ୍ତ ସହଯାତ୍ରୀମାନେ ଦୀର୍ଘ ସମୟ ପରେ ଏକାଠି ହୋଇ ପୁରୁଣା ସ୍ମୃତିକୁ ପୁନଃସ୍ମରଣ କରିଥିଲେ। ଏହି ବନ୍ଧୁମିଳନରେ ପାଖାପାଖି ୧୦୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହି ପୁରୁଣା କାର୍ଯ୍ୟଦିନର ଅନୁଭବ, ସଂଘର୍ଷ ଓ ସଫଳତାର ସ୍ମୃତି ଆଦାନ-ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଅଧିକାରୀ ଇଂ. ସୁଧିର ସାହୁ, ମଣ୍ଡଳ ଅଧିକାରୀ ଇଂ. ହିମାଂଶୁ ଶେଖର ମିଶ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ମିଶ୍ରଙ୍କ ସମେତ ସିତାଂଶୁ ଶେଖର ମିଶ୍ର, ଗିରିଜା ଶଙ୍କର ସାହୁ, ଦୁର୍ଗା ମାଧବ ବହିଦାର, ରତ୍ନାକର କର୍ଣ୍ଣ, ମୀନକେତନ ମାଝୀ, ଅରକ୍ଷିତ ଜୁଏଡ, ମନୋରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ବାରିକ, ସୁରୁ ସାହୁ, ଚମରା ମହାକୁର, ଚମ୍ପେଶ୍ୱର ପ୍ରଧାନ, ଅରବିନ୍ଦ କର୍ଣ୍ଣ, ସୁରେଶ ଭୋଇ, କ୍ଷେତ୍ରବାସୀ ସେଠି, ନରେନ୍ଦ୍ର ମହାଳିଙ୍ଗ, ହରି ପଟ୍ଟନାୟକ, ଜମ୍ବେଶ୍ୱର ବିଶ୍ୱାଳ, ଶଙ୍କର୍ଷଣ ପଣ୍ଡା, ରମେଶ ଗୁଦୁରିଆଙ୍କ ସହ ଅନେକ ପୁରୁଣା ସହଯାତ୍ରୀ ଉପସ୍ଥିତ ଥିଲେ। ଗୋଟିଏ ବିଭାଗ, ଗୋଟିଏ କାର୍ଯ୍ୟସ୍ଥଳ ଓ ଗୋଟିଏ ସମୟର ସାକ୍ଷୀ ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ପ୍ରଥମ ଥର ଏଭଳି ସ୍ମୃତିମୟ ସମାବେଶ ସମସ୍ତଙ୍କୁ ବେଶ ଆନନ୍ଦ ଓ ଆତ୍ମୀୟତାର ଅନୁଭୂତି ଦେଇଥିଲା। ଆଗାମୀଦିନରେ ପ୍ରତିବର୍ଷ ଏହି ବନ୍ଧୁମିଳନ ଆୟୋଜନ କରିବା ସହ ଆସନ୍ତା ବର୍ଷ ପରିବାରବର୍ଗଙ୍କୁ ସାମିଲ୍ କରି କାର୍ଯ୍ୟକ୍ରମ କରିବାକୁ ସମସ୍ତେ ଏକମତ ହୋଇଥିଲେ। ଶେଷରେ ବେଶ ହସଖୁସିରେ ସମସ୍ତେ ବିଦାୟ ନେଇଥିଲେ।

11 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
11 hrs ago
f6122c17-e6aa-479a-9049-5cc2c6b2ce61

ହରିହର ଯୋର ଅବସରପ୍ରାପ୍ତ କର୍ମଚାରୀଙ୍କ ବନ୍ଧୁମିଳନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହରଯୋର୍ ପ୍ରକଳ୍ପ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ସ୍ମୃତିମୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ହରିହରଯୋର୍ ଡ଼ାକବଙ୍ଗଳା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରକଳ୍ପର ଅବସର ପ୍ରାପ୍ତ ସହଯାତ୍ରୀମାନେ ଦୀର୍ଘ ସମୟ ପରେ ଏକାଠି ହୋଇ ପୁରୁଣା ସ୍ମୃତିକୁ ପୁନଃସ୍ମରଣ କରିଥିଲେ। ଏହି ବନ୍ଧୁମିଳନରେ ପାଖାପାଖି ୧୦୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହି ପୁରୁଣା କାର୍ଯ୍ୟଦିନର ଅନୁଭବ, ସଂଘର୍ଷ ଓ ସଫଳତାର ସ୍ମୃତି ଆଦାନ-ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଅଧିକାରୀ ଇଂ. ସୁଧିର ସାହୁ, ମଣ୍ଡଳ ଅଧିକାରୀ ଇଂ. ହିମାଂଶୁ ଶେଖର ମିଶ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ମିଶ୍ରଙ୍କ ସମେତ ସିତାଂଶୁ ଶେଖର ମିଶ୍ର, ଗିରିଜା ଶଙ୍କର ସାହୁ, ଦୁର୍ଗା ମାଧବ ବହିଦାର, ରତ୍ନାକର କର୍ଣ୍ଣ, ମୀନକେତନ

a396d815-bda6-4454-bbbb-427c6054f1de

ମାଝୀ, ଅରକ୍ଷିତ ଜୁଏଡ, ମନୋରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ବାରିକ, ସୁରୁ ସାହୁ, ଚମରା ମହାକୁର, ଚମ୍ପେଶ୍ୱର ପ୍ରଧାନ, ଅରବିନ୍ଦ କର୍ଣ୍ଣ, ସୁରେଶ ଭୋଇ, କ୍ଷେତ୍ରବାସୀ ସେଠି, ନରେନ୍ଦ୍ର ମହାଳିଙ୍ଗ, ହରି ପଟ୍ଟନାୟକ, ଜମ୍ବେଶ୍ୱର ବିଶ୍ୱାଳ, ଶଙ୍କର୍ଷଣ ପଣ୍ଡା, ରମେଶ ଗୁଦୁରିଆଙ୍କ ସହ ଅନେକ ପୁରୁଣା ସହଯାତ୍ରୀ ଉପସ୍ଥିତ ଥିଲେ। ଗୋଟିଏ ବିଭାଗ, ଗୋଟିଏ କାର୍ଯ୍ୟସ୍ଥଳ ଓ ଗୋଟିଏ ସମୟର ସାକ୍ଷୀ ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ପ୍ରଥମ ଥର ଏଭଳି ସ୍ମୃତିମୟ ସମାବେଶ ସମସ୍ତଙ୍କୁ ବେଶ ଆନନ୍ଦ ଓ ଆତ୍ମୀୟତାର ଅନୁଭୂତି ଦେଇଥିଲା। ଆଗାମୀଦିନରେ ପ୍ରତିବର୍ଷ ଏହି ବନ୍ଧୁମିଳନ ଆୟୋଜନ କରିବା ସହ ଆସନ୍ତା ବର୍ଷ ପରିବାରବର୍ଗଙ୍କୁ ସାମିଲ୍ କରି କାର୍ଯ୍ୟକ୍ରମ କରିବାକୁ ସମସ୍ତେ ଏକମତ ହୋଇଥିଲେ। ଶେଷରେ ବେଶ ହସଖୁସିରେ ସମସ୍ତେ ବିଦାୟ ନେଇଥିଲେ।

More news from Sonepur and nearby areas
  • ଅର୍ଣ୍ଣପୂର୍ଣ୍ଣ ରେସିଡେନ୍ସି ପରିସରରେ ନୂତନ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
    1
    ଅର୍ଣ୍ଣପୂର୍ଣ୍ଣ ରେସିଡେନ୍ସି ପରିସରରେ ନୂତନ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    9 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ ମାଆ ଓ ମମତା କକ୍ଷକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ପରେ ଜିଲ୍ଲାପାଳ ଡ଼ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ  ମାଆ ଓ ମମତା କକ୍ଷକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ପରେ ଜିଲ୍ଲାପାଳ ଡ଼ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    19 hrs ago
  • ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
    1
    ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    22 hrs ago
  • Post by Pramit kanhar
    1
    Post by Pramit kanhar
    user_Pramit kanhar
    Pramit kanhar
    Gochhapada, Kandhamal•
    15 min ago
  • Post by Odisha public news
    1
    Post by Odisha public news
    user_Odisha public news
    Odisha public news
    Waiter/Waitress ତରଭା, ସୋନପୁର, ଓଡ଼ିଶା•
    5 hrs ago
  • विकसित भारत युवा नेता संवाद में प्रधानमंत्री नरेंद्र मोदी ने कहा, 50 लाख से अधिक युवाओं के पंजीकरण और 30 लाख से अधिक युवाओं का विकसित भारत चैलेंज में भाग लेना वास्तव में अभूतपूर्व है। @narendramodi @mansukhmandviya @YASMinistry @MYBharatHQ #YoungLeadersDialogue2026
    1
    विकसित भारत युवा नेता संवाद में प्रधानमंत्री नरेंद्र मोदी ने कहा, 50 लाख से अधिक युवाओं के पंजीकरण और 30 लाख से अधिक युवाओं का विकसित भारत चैलेंज में भाग लेना वास्तव में अभूतपूर्व है।
@narendramodi
@mansukhmandviya
@YASMinistry
@MYBharatHQ 
#YoungLeadersDialogue2026
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    7 hrs ago
  • #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ
    1
    #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.