logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଏଜ୍ କରୁଆଝର୍ ସରପଞ୍ଚଙ୍କ ଆହ୍ବାନ କ୍ରମେ କରୁଆଝର୍ ଗ୍ରାମପଞ୍ଚାୟତ ରେ ଖପ୍ରାଖୋଲ ସରପଞ୍ଚ ସଂଘର ବୈଠକ ସୁଶୀଲ କୁମାର ଗୁରୁଙ୍କ ସଭାପତିତ୍ୱ ରେ କରାଯାଇଥିଲା ଏହି ସଭାରେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ଯନାଥମିଶ୍ର, ବାଗମୁଣ୍ଡ ସରପଞ୍ଚ ଦେବାଶିଷସାହୁ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର,ଲାଠେ. ରସରପଞ୍ଚ ଜୟଶ୍ରୀଭୈସାଲ୍,, ସାହାଜପାଣି ସରପଞ୍, ମାଳପଡାସରପଞ୍ଚ,ଦମେଇପାଲି ସରପଞ୍ଚ, ପଡିଆବାହାଲସରପଞ୍ଚ ଦେବରାଜପଧାନ, ଓଡିଆପାଲି, ବେନ୍ଦେର୍, ନାନ୍ଦୁପଲା, ଭାନପୁର, ଟଙ୍କପାଣି ଯେ। ଗଦାନକରିଥିଲେସରପଞ୍ଚସଭୁ ଗ୍ରାମପଞ୍ଚାୟତ ର ଅନେକ ବିଷୟ ନେଇ ଆଲେ।ଚନାହେଲା ଓ ସଂପୣକ୍ତ ଅଫିସର ମାନଙ୍କୁ ଜଣେଇବାଲାଗି ନିଷ୍ପତିହେଲା ଆଏଜ୍ କରୁଆଝର୍ ସରପଞ୍ଚଙ୍କ ଆହ୍ବାନ କ୍ରମେ କରୁଆଝର୍ ଗ୍ରାମପଞ୍ଚାୟତ ରେ ଖପ୍ରାଖୋଲ ସରପଞ୍ଚ ସଂଘର ବୈଠକ ସୁଶୀଲ କୁମାର ଗୁରୁଙ୍କ ସଭାପତିତ୍ୱ ରେ କରାଯାଇଥିଲା ଏହି ସଭାରେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ଯନାଥମିଶ୍ର, ବାଗମୁଣ୍ଡ ସରପଞ୍ଚ ଦେବାଶିଷସାହୁ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର,ଲାଠେ. ରସରପଞ୍ଚ ଜୟଶ୍ରୀଭୈସାଲ୍,, ସାହାଜପାଣି ସରପଞ୍, ମାଳପଡାସରପଞ୍ଚ,ଦମେଇପାଲି ସରପଞ୍ଚ, ପଡିଆବାହାଲସରପଞ୍ଚ ଦେବରାଜପଧାନ, ଓଡିଆପାଲି, ବେନ୍ଦେର୍, ନାନ୍ଦୁପଲା, ଭାନପୁର, ଟଙ୍କପାଣି ଯେ। ଗଦାନକରିଥିଲେସରପଞ୍ଚସଭୁ ଗ୍ରାମପଞ୍ଚାୟତ ର ଅନେକ ବିଷୟ ନେଇ ଆଲେ।ଚନାହେଲା ଓ ସଂପୣକ୍ତ ଅଫିସର ମାନଙ୍କୁ ଜଣେଇବାଲାଗି ନିଷ୍ପତିହେଲା

1 hr ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
1 hr ago
90f4001e-cc0a-4ab4-b746-b67cbde259b0

ଆଏଜ୍ କରୁଆଝର୍ ସରପଞ୍ଚଙ୍କ ଆହ୍ବାନ କ୍ରମେ କରୁଆଝର୍ ଗ୍ରାମପଞ୍ଚାୟତ ରେ ଖପ୍ରାଖୋଲ ସରପଞ୍ଚ ସଂଘର ବୈଠକ ସୁଶୀଲ କୁମାର ଗୁରୁଙ୍କ ସଭାପତିତ୍ୱ ରେ କରାଯାଇଥିଲା ଏହି ସଭାରେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ଯନାଥମିଶ୍ର, ବାଗମୁଣ୍ଡ ସରପଞ୍ଚ ଦେବାଶିଷସାହୁ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର,ଲାଠେ. ରସରପଞ୍ଚ ଜୟଶ୍ରୀଭୈସାଲ୍,, ସାହାଜପାଣି ସରପଞ୍, ମାଳପଡାସରପଞ୍ଚ,ଦମେଇପାଲି ସରପଞ୍ଚ, ପଡିଆବାହାଲସରପଞ୍ଚ ଦେବରାଜପଧାନ, ଓଡିଆପାଲି, ବେନ୍ଦେର୍, ନାନ୍ଦୁପଲା, ଭାନପୁର, ଟଙ୍କପାଣି ଯେ। ଗଦାନକରିଥିଲେସରପଞ୍ଚସଭୁ ଗ୍ରାମପଞ୍ଚାୟତ ର ଅନେକ ବିଷୟ ନେଇ ଆଲେ।ଚନାହେଲା ଓ ସଂପୣକ୍ତ ଅଫିସର ମାନଙ୍କୁ ଜଣେଇବାଲାଗି ନିଷ୍ପତିହେଲା ଆଏଜ୍ କରୁଆଝର୍ ସରପଞ୍ଚଙ୍କ ଆହ୍ବାନ କ୍ରମେ କରୁଆଝର୍ ଗ୍ରାମପଞ୍ଚାୟତ ରେ ଖପ୍ରାଖୋଲ ସରପଞ୍ଚ ସଂଘର ବୈଠକ ସୁଶୀଲ କୁମାର ଗୁରୁଙ୍କ ସଭାପତିତ୍ୱ ରେ କରାଯାଇଥିଲା ଏହି ସଭାରେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ଯନାଥମିଶ୍ର, ବାଗମୁଣ୍ଡ ସରପଞ୍ଚ ଦେବାଶିଷସାହୁ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର,ଲାଠେ. ରସରପଞ୍ଚ ଜୟଶ୍ରୀଭୈସାଲ୍,, ସାହାଜପାଣି ସରପଞ୍, ମାଳପଡାସରପଞ୍ଚ,ଦମେଇପାଲି ସରପଞ୍ଚ, ପଡିଆବାହାଲସରପଞ୍ଚ ଦେବରାଜପଧାନ, ଓଡିଆପାଲି, ବେନ୍ଦେର୍, ନାନ୍ଦୁପଲା, ଭାନପୁର, ଟଙ୍କପାଣି ଯେ। ଗଦାନକରିଥିଲେସରପଞ୍ଚସଭୁ ଗ୍ରାମପଞ୍ଚାୟତ ର ଅନେକ ବିଷୟ ନେଇ ଆଲେ।ଚନାହେଲା ଓ ସଂପୣକ୍ତ ଅଫିସର ମାନଙ୍କୁ ଜଣେଇବାଲାଗି ନିଷ୍ପତିହେଲା

More news from Sonepur and nearby areas
  • ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।
    1
    ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    17 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।
    4
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    18 hrs ago
  • 🌹🌹🌹🌹🌹🌹🇹🇯🇹🇯🌹🌹
    1
    🌹🌹🌹🌹🌹🌹🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    9 hrs ago
  • ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।
    1
    ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    20 hrs ago
  • ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କରିଛନ୍ତି। ସରକାର ପରେ ସରକାର ବଦଳିବା ପରେ ମଧ୍ୟ ତୁମଗାଁ, ପୁଟୁରୁପାଲି ଏବଂ ଲାଉନସରା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା। ଏହି ବହୁ ପ୍ରତୀକ୍ଷିତ ରାସ୍ତା ମିଳିବାରୁ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ।
    1
    ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କରିଛନ୍ତି। ସରକାର ପରେ ସରକାର ବଦଳିବା ପରେ ମଧ୍ୟ ତୁମଗାଁ, ପୁଟୁରୁପାଲି ଏବଂ ଲାଉନସରା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା। ଏହି ବହୁ ପ୍ରତୀକ୍ଷିତ ରାସ୍ତା ମିଳିବାରୁ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    13 hrs ago
  • ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
    1
    ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.