logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଣାଇଁ,୬/୪ (ଆ.ପ୍ର)(ସେଇଠୁ ଆରମ୍ଭ): ବଣାଇଁ ଉପଖଣ୍ଡର ଲହୁଣିପଡ଼ା ତହସିଲର  ଅନେକ ସ୍ଥାନରେ ବେଆଇନ ଭାବେ ମାଟି ଇଟା ଭଟା କରି ତାକୁ ବ୍ୟବସାୟିଭିତ୍ତିରେ ଚଲାଇ ମାଲେମାଲ ହେଉଥିବା ଜଣାପଡ଼ିଛି । ଏହି ବ୍ୟବସାୟରେ ମୂତ୍ତିକା କ୍ଷୟ, ଜଳ ଓ ବ୍ୟାପକ ବାୟୁ ପ୍ରଦୂଷଣକୁ ଦୁଷ୍ଟିରେ ରଖି ମାଟି ଇଟା ବ୍ୟବସାୟକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଗତ ୨୦୧୩ ମସିହା ଡିସେମ୍ବର ମାସରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି। କିନ୍ତୁ ବର୍ତ୍ତମାନ ଲହୁଣୀପଡ଼ା ଅଞ୍ଚଳରେ ସରକାରୀ ରାଜସ୍ବ ନିରୀକ୍ଷକଙ୍କ ଛତ୍ର ଛାୟାରେ ହଜାର ହଜାର ଇଟା ବେଆଇନ ଭାବେ ଗଢା ଚାଲିଥିବା ଦେଖିବାକୁ ମିଳିଛି। ଏପରି କି ଅନେକ ବେନିୟମ ଭାବେ ଇଟାଭାଟି ସରକାରୀ ଜମି ଉପରେ ଗଢ଼ିଉଠିଥିବା ବେଳେ ସରକାରୀ ବାବୁ, ଆର୍ ଆଇଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ତହସିଲ ଅନ୍ତର୍ଗତ କୁର୍ଡା ଆର ଆଇ (ରାଜସ୍ବ ନିରୀକ୍ଷକଙ୍କ)ସର୍କଲ ଅଧିନରେ ଥିବା  କୁର୍ଡା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ମୌଜା ଖାତା ନଂ ୧୭/ପ୍ଲଟ ନମ୍ବର ୪୬୯  ଗୋଡା ଜମିରେ ଜୈନିକ ବ୍ୟକ୍ତି ୨୫  ହଜାରରୁ ଉର୍ଦ୍ଧ୍ବ ମାଟି ଇଟା ଗଢି ସାରିଥିବା ବେଳେ ସେହି ମୌଜା ର ଖାତା ନଂ ୫୦/ପ୍ଲଟ ନମ୍ବର ୪୩୬  ,୧୬ ଡିସିମିଲ ଆବାଦ ଯୋଗ୍ୟ ଅନାବାଦୀ ସରକାରୀ ଜମିରେ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତି ୧୦ ହଜାର ରୁ ଉର୍ଦ୍ଧ୍ବ ବେଆଇନ ଭାବେ ଇଟା ଗଢ଼ିଥିବା ଦେଖିବାକୁ ମିଳିଛି। ଅନୂରୂପ ଭାବେ ତାଳବାହାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲତା ଗ୍ରାମ ର ଖାତା ନଂ ୨୫/ପ୍ଲଟ ନମ୍ବର ୧୬୯ ରେ ଥିବା ୨.୩୯ ଡିସିମିଲ ଆବାଦ ଯୋଗ୍ୟ ଅନାବାଦୀ ସରକାରୀ ଜମି ରେ ମଧ୍ୟ ବିପୁଳ ପରିମାଣର ମାଟି ଇଟା ଗଢାଯାଇଛି। ବର୍ତ୍ତମାନ ସମସ୍ତ ଲଘୁ ଖଣିଜ ସମ୍ପଦ ମାଟି,ବାଲି,ମୋରମ ପ୍ରଭୁତି ଖଣି ବିଭାଗ ଦାୟିତ୍ୱରେ ରହିଛି। ତେବେ ସରକାରୀ ଜମିରେ ଇଟା ଗଢ଼ିବା ଏକ ଦ୍ୱନ୍ଦ ସୃଷ୍ଟି କରୁଛି। ଜଙ୍ଗଲ ଅଞ୍ଚଳକୁ ଆସି ଖଣି ବିଭାଗ ଏସବୁର ଟେର ପାଇ ପାରୁନାହିଁ । ଅନ୍ୟପଟେ ରାଜସ୍ବ ବିଭାଗ ,ବନ ବିଭାଗର କିଛି କର୍ମଚାରୀ ମାନେ ମୌଖିକ ଭାବେ ବେଆଇନ କାର୍ଯ୍ୟ କରିବାକୁ ଆଦେଶ ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏହି ମାଟି ଇଟା ତିଆରି କରିବା ପାଇଁ ମିଲି ଭଗତରେ ଏସବୁ କାର୍ଯ୍ୟ ଚାଲୁଥିଲେ ମଧ୍ୟ ରାଜସ୍ବ ବିଭାଗ କିପରି କିଛି ଜାଣି ପାରୁନାହୁଁ ତାକୁ ନେଇ ଅନେକ ପ୍ରଶ୍ନ ଦେଖାଦେଇଛି। ଏ ନେଇ ଲହୁଣୀପଡ଼ା ତହସିଲଦାର ଙ୍କ ମତାମତ ନିଆଯାଇଥିବା ବେଳେ ସେ ଅତିଶୀଘ୍ର ଏସବୁ ର ତଦନ୍ତ କରିବା ସହ ରାଜସ୍ବ ନୀରିକ୍ଷକଙ୍କ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରି ଖଣି ବିଭାଗ କୁ ଚିଠି ଲେଖି ସୂଚନା ଦେବେ ବୋଲି କହିଛନ୍ତି।

10 hrs ago
user_ସନ୍ତୋଷ କୁମାର ଅଟୀ
ସନ୍ତୋଷ କୁମାର ଅଟୀ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•

More news from ଓଡ଼ିଶା and nearby areas
  • ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।
    1
    ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
  • #PWDIB #Bamra कलर के नामपर फिर से हो रहा है लाखों का घोटाला #bamranews #CMOOdisha #bdobamra #bamrablock #LatestNews #BreakingNews #todaybamranews #dmsambalpur #panchayatirajministerodisha #pravatiparidabjp #BJPOdisha #nabinpatnaik
    1
    #PWDIB #Bamra कलर के नामपर फिर से हो रहा है लाखों का घोटाला #bamranews #CMOOdisha #bdobamra #bamrablock #LatestNews #BreakingNews #todaybamranews #dmsambalpur #panchayatirajministerodisha #pravatiparidabjp #BJPOdisha #nabinpatnaik
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?
    1
    ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ  କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)
    1
    ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    8 hrs ago
  • ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ ଅନେକ ପ୍ରକାର ବିଷଧର ସରୀସୃପ ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।
    1
    ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି  ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ  ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି  ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ   ଅନେକ ପ୍ରକାର ବିଷଧର ସରୀସୃପ  ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    22 hrs ago
  • ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।
    1
    ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • इस तेज गर्मी को देखते हुए हमारे P24NEWS EXPRESS चैनल की और से आम पानी और ठंडा पानी वितरण #bamranews #P24NEWSEXPRESS #sarbatsewa #socialwork #todaybamranews
    1
    इस तेज गर्मी को देखते हुए हमारे P24NEWS EXPRESS चैनल की और से आम पानी और ठंडा पानी वितरण 
#bamranews #P24NEWSEXPRESS #sarbatsewa #socialwork #todaybamranews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ସରକାର ଙ୍କ ନିର୍ଦ୍ଦେଶ ରେ ଦିନ 11 ଟା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ : ଜିଲ୍ଲାପାଳ ଝାରସୁଗୁଡା
    1
    ସରକାର ଙ୍କ ନିର୍ଦ୍ଦେଶ ରେ ଦିନ 11 ଟା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ : ଜିଲ୍ଲାପାଳ ଝାରସୁଗୁଡା
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    18 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.