ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ଧକ୍କା ୧ ମୃତ ୩ ଗୁରୁତର କଟକ ସ୍ଥାନାନ୍ତର କରଞ୍ଜିଆ( ଜିତେନ୍ଦ୍ର ରାଜ ):ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ର ଗୋଡ଼ଭଙ୍ଗା ଘାଟିରେ ସୋମବାର ଦିନ ତୀର୍ଥ ଯାତ୍ରୀ ବସ୍ ସହ କାର ଓ ହାୱା ଧକ୍କା ହେବାରୁ ଦୁର୍ଘଟଣା ରେ ୧ ଜଣକ ମୃତ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ହଂସପାଳ ଅଂଚଳରୁ ଏକ କାର ଠାକୁରମୁଣ୍ଡା ଯାଉଥିବା ବେଳେ ବିପରୀତ ଦିଗ ଠାକୁରମୁଣ୍ଡା ପଟୁ ଭାରତ ଭ୍ରମଣ ରେ ତାମିଲନାଡୁର ଲୋକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭି ମୁଖେ ଯାଉ ଥିଲା ବେଳେ ଗୋଡ଼ ଭଙ୍ଗା ଘାଟି ନିକଟରେ ଦିନ ପ୍ରାୟ ୪ ଟା ସମୟରେ କାର ସହିତ ବସ ର ମୁହମୁହି ଧକ୍କା ହେବାରୁ କାରଟି ଘାଟି ର ପ୍ରାୟ ୫୦ ଫୁଟ ତଳକୁ ଛିଟିକି ପଡ଼ିଥିଲା ଓ ବସ ଟି ଯାଇ କାର ପଛରେ ଆସୁଥିବା ଏକ ହାୱା ପଛ ପଟେ ଧକ୍କା ହୋଈ ଯାଇଥିଲା। ଦୁର୍ଘଟଣା ରେ କାର ରେ ଥିବା ୫ ଜଣକ ମଧ୍ୟ ରୁ ବିଦେଶୀ କୁମାର ଦାସ ୬୦ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମମତା ଦାସ ୫୦ , ପୁଅ ଦୁର୍ଗା ମାଧବ ଦାସ ଡ଼୍ରାଇଭର ହଲାନ ଖାଁ ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ମମତା ଦାସ ,ପୁଅ ଦୁର୍ଗା ମାଧବ ଦାସ ୩୫ ଙ୍କ ଅଵସ୍ଥା ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।ଘଟଣାସ୍ଥଳ ରେ ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ଧକ୍କା ୧ ମୃତ ୩ ଗୁରୁତର କଟକ ସ୍ଥାନାନ୍ତର କରଞ୍ଜିଆ( ଜିତେନ୍ଦ୍ର ରାଜ ):ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ର ଗୋଡ଼ଭଙ୍ଗା ଘାଟିରେ ସୋମବାର ଦିନ ତୀର୍ଥ ଯାତ୍ରୀ ବସ୍ ସହ କାର ଓ ହାୱା ଧକ୍କା ହେବାରୁ ଦୁର୍ଘଟଣା ରେ ୧ ଜଣକ ମୃତ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ହଂସପାଳ ଅଂଚଳରୁ ଏକ କାର ଠାକୁରମୁଣ୍ଡା ଯାଉଥିବା ବେଳେ ବିପରୀତ ଦିଗ ଠାକୁରମୁଣ୍ଡା ପଟୁ ଭାରତ ଭ୍ରମଣ ରେ ତାମିଲନାଡୁର ଲୋକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭି ମୁଖେ ଯାଉ ଥିଲା ବେଳେ ଗୋଡ଼ ଭଙ୍ଗା ଘାଟି ନିକଟରେ ଦିନ ପ୍ରାୟ ୪ ଟା ସମୟରେ କାର ସହିତ ବସ ର ମୁହମୁହି ଧକ୍କା ହେବାରୁ କାରଟି ଘାଟି ର
ପ୍ରାୟ ୫୦ ଫୁଟ ତଳକୁ ଛିଟିକି ପଡ଼ିଥିଲା ଓ ବସ ଟି ଯାଇ କାର ପଛରେ ଆସୁଥିବା ଏକ ହାୱା ପଛ ପଟେ ଧକ୍କା ହୋଈ ଯାଇଥିଲା। ଦୁର୍ଘଟଣା ରେ କାର ରେ ଥିବା ୫ ଜଣକ ମଧ୍ୟ ରୁ ବିଦେଶୀ କୁମାର ଦାସ ୬୦ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମମତା ଦାସ ୫୦ , ପୁଅ ଦୁର୍ଗା ମାଧବ ଦାସ ଡ଼୍ରାଇଭର ହଲାନ ଖାଁ ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ମମତା ଦାସ ,ପୁଅ ଦୁର୍ଗା ମାଧବ ଦାସ ୩୫ ଙ୍କ ଅଵସ୍ଥା ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।ଘଟଣାସ୍ଥଳ ରେ ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି
- चंपुआ में इलेक्ट्रिक का समस्या काफी दिनों से चल रहा है आम पब्लिक बहुत परेशान है इलेक्ट्रिक ऑफिस वाले हर महीने बिल लेने तो पहुंच जाते हैं मगर थोड़ी सी हवा चले या थोड़ी सी बारिश हो जाए तो फिर लाइन इस कदर काट देते हैं के घर में सोना दुश्वार मुश्किल हो जाता है क्योंकि यहां पर बहुत सारे गरीब परिवार से लोग बिलॉन्ग करते हैं जिनके घर में इनवर्टर भी नहीं है छोटे-छोटे बच्चे हैं और जिनके घर में इनवर्टर भी है तो उसे न फन चल सकता है ना ऐसी चल सकता है तो मैं चंपुआ के पब्लिक से रिक्वेस्ट करता हूं की सब मिलकर इस समस्या का समाधान करें1
- Post by ମିଲନ କୁମାର ନାଏକ1
- * ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସମାରୋହରେ ସ୍କୁଲର ଚେୟାରମ୍ୟାନ୍, ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି। *ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*1
- Post by Rajib Behera1
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- Post by Rajib Behera1