Shuru
Apke Nagar Ki App…
ଆଜିଠାରୁ ପ୍ରଥମ ଚୈତ୍ର ମଙ୍ଗଳବାର ପୂଜା ଆରମ୍ଭ କରିଛନ୍ତି ମହିଳା ମାନେ ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ହୋଇଥିବାରୁ କଣାସ ବ୍ଲକ ର ପ୍ରତ୍ୟେକ ଗ୍ରାମର ଆଠ ଦଶ ପରିବାର ମହିଳା ମାନେ ଏକାଠି ହୋଇ ସ୍ୱାମୀ, ସନ୍ତାନ,ଓ ପରିବାର ର ମଙ୍ଗଳ କାମନା କରି ବାସ ଗୃହର ମୁଖ୍ୟ ଦ୍ୱାର ନିକଟରେ ମା ମଙ୍ଗଳାଙ୍କ ମୂର୍ତ୍ତି ସ୍ଥାପନ କରି ମଙ୍ଗଳଙ୍କୁ ନୂତନ ବସ୍ତ୍ର ପରିଧାନ କରି ଵା ପରେ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ସଜାଇଥିବା ଦେଖିବାକୁ ମିଳିଥିଲା, ନଡ଼ିଆ, କଦଳୀ, ଅଙ୍ଗୁର, ସେଓ, ଚାଉଳିଆ ବିଭିନ୍ନ ଫଳ ମୂଳ ସହିତ ପଣା ଭୋଗ କରିଥିଲେ, ମଙ୍ଗଳା ଙ୍କ ସମୁଖରେ ପୂଜା କରୁଥିବା ମହିଳା ମାନେ ଏକତ୍ରିତ ହୋଇ ବସନ୍ତି ଓ ଜଣେ ମହିଳା ମଙ୍ଗଳାଙ୍କ ପୁସ୍ତକ ପଢ଼ୁଥିବା ଦେଖିବାକୁ ମିଳିଥିଲା
Sujit Tripathy

More news from ଓଡ଼ିଶା and nearby areas
- Post by SOUMYA RANJAN1
- Post by Manoj kumar baliyarsingh4
- Post by Rajesh Samantaray1
- Post by NEWS MANORANJAN1
- Post by Sibanava Panda1
- ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia1
- କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)2
- Post by SOUMYA RANJAN1