Shuru
Apke Nagar Ki App…
ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି; ଦେଖନ୍ତୁ ରିପୋର୍ଟ ଜୈବ ବିବିଧତାର ଅଦ୍ଭୁତ ସମ୍ଭାବନା ଥିବା ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ଲାଭ କରିପାରିଥିବା ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ହେଲେ ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡିହେବାକୁ ଯାଉଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଂଚାର ହୋଇଛି।
Mayurbhanj Public News

More news from ଓଡ଼ିଶା and nearby areas
- ଚାଷୀ ମାରଣ ନୀତିକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏଥି ସହିତ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ। କାର୍ଯ୍ୟକ୍ରମରେ କିଶାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁଙ୍କ ସମେତ ଜିଲ୍ଲା କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଥିଲେ।1
- ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମନୀଷା ସେନାପତିଙ୍କ 32ତମ ଜନ୍ମ ବାର୍ଷିକୀ କେମିତି ହେଲା?1
- ଜୈବ ବିବିଧତାର ଅଦ୍ଭୁତ ସମ୍ଭାବନା ଥିବା ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ଲାଭ କରିପାରିଥିବା ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ହେଲେ ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡିହେବାକୁ ଯାଉଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଂଚାର ହୋଇଛି।1
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- Post by Khabar1
- Post by Mayurbhanj Live1
- Post by Rajib Behera1
- ଆଜିକାର ଇଣ୍ଟରନେଟ୍ ଯୁଗରେ ଡିଜିଟାଲ୍ ସୁରକ୍ଷା ଏବଂ ସାଇବର୍ ଅପରାଧରୁ ସୁରକ୍ଷା ନିୟମିତ ସଚେତନତାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏମ୍ପିସି ଅଟୋନୋମସ୍ କଲେଜ ଠାରେ ସେଫାର୍ ଇଣ୍ଟରନେଟ୍ ଡେ ଭବ୍ୟତାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ GET 2 NET କମ୍ପ୍ୟୁଟର୍ ଷ୍ଟଡି ସେଣ୍ଟର ଦ୍ୱାରା ଓଡ଼ିଶା କମ୍ପ୍ୟୁଟର୍ ଅପ୍ପଲିକେସନ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (OKCL) ର ସହଯୋଗରେ ଆୟୋଜିତ ହୋଇଥିଲା।1