Shuru
Apke Nagar Ki App…
*ଭାରତ ଆସିବେ ଜିନ୍ପିଙ୍ଗ!* *-ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସିବା ସମ୍ଭାବନା* *ଭାରତ ଆସିବେ ଜିନ୍ପିଙ୍ଗ!* *-ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସିବା ସମ୍ଭାବନା* *-ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା* *-ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍ ସହ ଆସିବେ* *-ସେପ୍ଟେମ୍ବର ମାସରେ 300 ଜଣିଆ ଟିମ୍ ସହ ଆସିପାରନ୍ତି* *-ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନେଇ ସରକାରୀ ଭାବେ ଘୋଷଣା ହୋଇନି* *-NSA ଅଜିତ ଡୋଭାଲ ଚୀନ ଗସ୍ତରେ ଥିଲା ବେଳେ ବଢ଼ିଲା ଚର୍ଚ୍ଚା*
Manash Rout
*ଭାରତ ଆସିବେ ଜିନ୍ପିଙ୍ଗ!* *-ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସିବା ସମ୍ଭାବନା* *ଭାରତ ଆସିବେ ଜିନ୍ପିଙ୍ଗ!* *-ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସିବା ସମ୍ଭାବନା* *-ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା* *-ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍ ସହ ଆସିବେ* *-ସେପ୍ଟେମ୍ବର ମାସରେ 300 ଜଣିଆ ଟିମ୍ ସହ ଆସିପାରନ୍ତି* *-ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନେଇ ସରକାରୀ ଭାବେ ଘୋଷଣା ହୋଇନି* *-NSA ଅଜିତ ଡୋଭାଲ ଚୀନ ଗସ୍ତରେ ଥିଲା ବେଳେ ବଢ଼ିଲା ଚର୍ଚ୍ଚା*
More news from Odisha and nearby areas
- ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ #LatestNews #UpdateNews #apanankakhabara #news #OdishaNews #odisha1
- ରାଜ୍ୟ ସରକାରଙ୍କ ସହ ମିଶି ଓଲା ଉବର ରାପିଡେ ଆଣିଲେ ଓନ୍ଲି ଡ୍ରାଇଭର ଙ୍କ ପାଇଁ ନୂଆ ନିୟମ1
- ଢେଙ୍କାନାଳ ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ2
- ଆମେ କଣ ସରକାରୀ ସ୍କୁଲରେ ପାଠ ପଢ଼ୁଛୁ ବୋଲି ମୂର୍ଖ ହେବୁ ! ଆମକୁ ଶିକ୍ଷକ ଦିଅ l1
- 🌺🌺🌺🌺🌺❤️❤️❤️🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏❤️❤️❤️🌺🌺🌺🌺🌺2
- ୫ ତାରିଖ ପବିତ୍ର ଗୁରୁ ଦିବସରେ ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଙ୍କୁ ମିଳିବ ରାଷ୍ଟ୍ରପତି ଙ୍କ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha1
- ପୁରୀରେ ଚାଞ୍ଚଲ୍ୟ,ମାଆକୁ ହତ୍ୟା ପରେ ଘର ଭିତରେ ପୋତିଦେଲା ପୁଅ,ଦୁର୍ଗନ୍ଧରୁ ଖୋଲିଲା ରହସ୍ୟ,ପୋଲିସ ଦ୍ୱାରା ମୃତଦେହ ଉଦ୍ଧାର । ପୁରୀ ସହରର କୁମ୍ଭାରପଡ଼ା ଅଞ୍ଚଳରେ ଜଣେ ପୁଅ ନିଜ ଜନ୍ମକଲା ମାଆକୁ ହତ୍ୟା କରି ରୋଷେଇ ଘର ସ୍ଲାବ୍ ତଳେ ପୋତି ଉପରେ ପ୍ଲାଷ୍ଟର କରିଦେଇଥିବା ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ଭଡ଼ାଘରେ ମାଆକୁ ହତ୍ୟା କରିବା ପରେ ରୋଷେଇ ଘରର ମହମହ ବାସ୍ତୁ ଲୁଚାଇବାକୁ ସ୍ଲାବ୍ ତଳେ ପୋତି ସିମେଣ୍ଟରେ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରାଯାଉଛି।ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ଲାଷ୍ଟର ଭାଙ୍ଗି ମୃତଦେହ ଉଦ୍ଧାର କରିଛି। ଘଟଣା ପରେ ମୃତ ମହିଳାଙ୍କ ପୁଅ ଫେରାର ଅଛି ଏବଂ ପୋଲିସ ତଦନ୍ତ ଜାରି ରଖିଛି।1
- ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll1
- ସଉଦା କିଣିବାକୁ ଯାଉଥିଲେ ll ଡଙ୍ଗାରୁ ଟାଣିନେଲା କୁମ୍ଭୀର ll breaking news ll ସଉଦା କିଣିବାକୁ ଯାଉଥିଲେ ll ଡଙ୍ଗାରୁ ଟାଣିନେଲା କୁମ୍ଭୀର ll1