logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋରଡା : ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଗୁରୁତର ! କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୧୨୦ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରୀ ମାନଙ୍କୁ ସକାଳେ ବିସ୍କୁଟ ଖାଇବାକୁ ଦିଆଯାଇଥିବା ବେଳେ ପୂର୍ବାହ୍ନ ୯ଟାରେ ଭାତ,ତରକାରୀ ଖାଇବାକୁ ଦିଆଯାଇଥିଲା। ଖାଇ ସାରିବାର କିଛି ସମୟରେ ହଷ୍ଟେଲର ପନ୍ଦର ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଓ଼ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଛି ବୋଲି କହିଛନ୍ତି ଡାକ୍ତର ଚନ୍ଦ୍ରମୋହନ ସିଂ।

10 hrs ago
user_Chittaranjan Behera
Chittaranjan Behera
Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
10 hrs ago

ମୋରଡା : ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଗୁରୁତର ! କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୧୨୦ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରୀ ମାନଙ୍କୁ ସକାଳେ ବିସ୍କୁଟ ଖାଇବାକୁ ଦିଆଯାଇଥିବା ବେଳେ ପୂର୍ବାହ୍ନ ୯ଟାରେ ଭାତ,ତରକାରୀ ଖାଇବାକୁ ଦିଆଯାଇଥିଲା। ଖାଇ ସାରିବାର କିଛି ସମୟରେ ହଷ୍ଟେଲର ପନ୍ଦର ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଓ଼ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଛି ବୋଲି କହିଛନ୍ତି ଡାକ୍ତର ଚନ୍ଦ୍ରମୋହନ ସିଂ।

More news from ଓଡ଼ିଶା and nearby areas
  • ବିଦ୍ୟାଳୟ ଫାଟକରେ ପଡ଼ିଲା ତାଲା। ଫାଟକ ଆଗରେ ଦୁଇ ଘଣ୍ଟା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ।
    1
    ବିଦ୍ୟାଳୟ ଫାଟକରେ ପଡ଼ିଲା ତାଲା। ଫାଟକ ଆଗରେ ଦୁଇ ଘଣ୍ଟା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    21 hrs ago
  • ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment
    1
    ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 min ago
  • ଚାଲାଣ ହେଉଥିବା ୧୫୦ ଗୋମାତା ଉଦ୍ଧାର। ବାରିପଦା - ଗୋମାତା ତସ୍କରଙ୍କୁ ଲାଗିଲା ଶକ୍ତ ଝଟକା , ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିବା ୧୫୦ ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲା ପୋଲିସ ଓ ହିନ୍ଦୁ ସଂଗଠନ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସଦର ଥାନା ଅଧିନ ଝିଲିମିଲି ଗ୍ରାମ ନିକଟସ୍ଥ ଏକ ପଡ଼ିଆରେ ବିଭିନ୍ନ ସ୍ଥାନରୁ ପିକଅପ ଭେନ ରେ ଗୋରୁ ଅଣାଯାଇ ସେଠାରୁ ଟ୍ରକ ଯୋଗେ ପଶ୍ଚିମବଙ୍ଗ କୁ ଚାଲାଣ ହେବାର ଥିଲା।କିନ୍ତୁ ଠିକଣା ସମୟରେ ବାରିପଦା ସଦର ଥାନା ପୋଲିସ , ଶୁଳିଆପଦା ପୋଲିସ ଓ ହିନ୍ଦୁ ସଂଗଠନ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।ଅନ୍ଧାରର ସୁଯୋଗ ନେଇ ଭେନ ଗୁଡି଼କ ଖସି ଯିବାରେ ସକ୍ଷମ ହୋଇଥିଲେ।ଘଟଣା ସ୍ଥଳରେ ହିନ୍ଦୁ ସଂଗଠନ ର ସଦସ୍ୟ ପ୍ରଶାନ୍ତ କୁମାର ଆଚାଯ୍ୟ ଙ୍କ ନେତୃତ୍ୱରେ ଅନେକ ଗୋରକ୍ଷକ ଗୋମତାଙ୍କ ନିମନ୍ତେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ।ବାରିପଦା ସଦର ଥାନା ଅଧିକାରୀ ସୁସ୍ମିତା ମହନ୍ତଙ୍କ କହିବା ଅନୁଯାୟୀ ଗୋରୁ  ତସ୍କରି ଙ୍କୁ ସୁରକ୍ଷା ଦେଉଥିବା ସନ୍ଦେହରେ ଏକ ସ୍କରପିଓ ଗାଡି ଓ ତିନି ଜଣଙ୍କୁ ଅଟକ ରଖାଯାଇଛି ଓ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଚାକୁଳିଆ ସ୍ଥିତ ଧ୍ୟାନ ଫାଉଣ୍ଡେସନ ନାମକ ଏକ ଗୋଶାଳା କୁ ସ୍ଥାନାନ୍ତର କରାଯିବ।
    1
    ଚାଲାଣ ହେଉଥିବା ୧୫୦ ଗୋମାତା ଉଦ୍ଧାର।
ବାରିପଦା - ଗୋମାତା ତସ୍କରଙ୍କୁ ଲାଗିଲା ଶକ୍ତ ଝଟକା , ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିବା ୧୫୦ ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲା ପୋଲିସ ଓ ହିନ୍ଦୁ ସଂଗଠନ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସଦର ଥାନା ଅଧିନ ଝିଲିମିଲି ଗ୍ରାମ ନିକଟସ୍ଥ ଏକ ପଡ଼ିଆରେ ବିଭିନ୍ନ ସ୍ଥାନରୁ ପିକଅପ ଭେନ ରେ ଗୋରୁ ଅଣାଯାଇ ସେଠାରୁ ଟ୍ରକ ଯୋଗେ ପଶ୍ଚିମବଙ୍ଗ କୁ ଚାଲାଣ ହେବାର ଥିଲା।କିନ୍ତୁ ଠିକଣା ସମୟରେ ବାରିପଦା ସଦର ଥାନା ପୋଲିସ , ଶୁଳିଆପଦା ପୋଲିସ ଓ ହିନ୍ଦୁ ସଂଗଠନ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।ଅନ୍ଧାରର ସୁଯୋଗ ନେଇ ଭେନ ଗୁଡି଼କ ଖସି ଯିବାରେ ସକ୍ଷମ ହୋଇଥିଲେ।ଘଟଣା ସ୍ଥଳରେ ହିନ୍ଦୁ ସଂଗଠନ ର ସଦସ୍ୟ ପ୍ରଶାନ୍ତ କୁମାର ଆଚାଯ୍ୟ ଙ୍କ ନେତୃତ୍ୱରେ ଅନେକ ଗୋରକ୍ଷକ ଗୋମତାଙ୍କ ନିମନ୍ତେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ।ବାରିପଦା ସଦର ଥାନା ଅଧିକାରୀ ସୁସ୍ମିତା ମହନ୍ତଙ୍କ କହିବା ଅନୁଯାୟୀ ଗୋରୁ 
ତସ୍କରି ଙ୍କୁ ସୁରକ୍ଷା ଦେଉଥିବା ସନ୍ଦେହରେ ଏକ ସ୍କରପିଓ ଗାଡି ଓ ତିନି ଜଣଙ୍କୁ ଅଟକ ରଖାଯାଇଛି ଓ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଚାକୁଳିଆ ସ୍ଥିତ ଧ୍ୟାନ ଫାଉଣ୍ଡେସନ ନାମକ ଏକ ଗୋଶାଳା କୁ ସ୍ଥାନାନ୍ତର କରାଯିବ।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    20 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • Post by Partha Prasanna Mishra
    1
    Post by Partha Prasanna Mishra
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    6 hrs ago
  • ବାର୍ଷିକ ସମ୍ମିଳନୀ ଅବସର ସମ୍ବର୍ଦ୍ଧନା ଓ ସାଧାରଣ ନିର୍ବାଚନ 2026
    1
    ବାର୍ଷିକ ସମ୍ମିଳନୀ ଅବସର ସମ୍ବର୍ଦ୍ଧନା ଓ ସାଧାରଣ ନିର୍ବାଚନ 2026
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 day ago
  • ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର ନୀଳଗିରି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୋ ମାଫିଆଙ୍କ ଗାଡିକୁ ପିଛା କରୁଥିବା ବେଳେ ଦୁଇ ଯୁବକ ଫେସବୁକ ଲାଇଭ କରୁଥିଲେ। ଏହି ସମୟରେ ପଛରୁ ଏସ୍କର୍ଟ କରୁଥିବା ଅନ୍ୟ ଗାଡି ଜୋରଦାର ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା। 👉 ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ 👉 ଅନ୍ୟଜଣ ଗୁରୁତର ଅବସ୍ଥାରେ Cuttack କୁ ସ୍ଥାନାନ୍ତର କରାଯାଇଛନ୍ତି 📍 ଏହି ଘଟଣା Nilgiri ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି। ⚠️ ସତର୍କତା: ଚାଳନା କରୁଥିବା ବେଳେ ଫେସବୁକ ଲାଇଭ କିମ୍ବା ମୋବାଇଲ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। ଏପରି ଅସାବଧାନତା ଜୀବନକୁ ବିପଦରେ ପକାଇପାରେ। 🙏 ମୃତକଙ୍କ ଆତ୍ମାର ଶାନ୍ତି କାମନା କରୁଛୁ ଓ ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା। ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର
    1
    ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର
ନୀଳଗିରି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୋ ମାଫିଆଙ୍କ ଗାଡିକୁ ପିଛା କରୁଥିବା ବେଳେ ଦୁଇ ଯୁବକ ଫେସବୁକ ଲାଇଭ କରୁଥିଲେ। ଏହି ସମୟରେ ପଛରୁ ଏସ୍କର୍ଟ କରୁଥିବା ଅନ୍ୟ ଗାଡି ଜୋରଦାର ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା।
👉 ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ
👉 ଅନ୍ୟଜଣ ଗୁରୁତର ଅବସ୍ଥାରେ Cuttack କୁ ସ୍ଥାନାନ୍ତର କରାଯାଇଛନ୍ତି
📍 ଏହି ଘଟଣା Nilgiri ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି।
⚠️ ସତର୍କତା:
ଚାଳନା କରୁଥିବା ବେଳେ ଫେସବୁକ ଲାଇଭ କିମ୍ବା ମୋବାଇଲ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। ଏପରି ଅସାବଧାନତା ଜୀବନକୁ ବିପଦରେ ପକାଇପାରେ।
🙏 ମୃତକଙ୍କ ଆତ୍ମାର ଶାନ୍ତି କାମନା କରୁଛୁ ଓ ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା।
ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ଭଦ୍ରକ ଚାନ୍ଦବାଲିରେ ଲଜ୍ୟା l ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ବୃଦ୍ଧ ଗିରଫ l ୧୫ ର ବର୍ଷ ର ଝିଅ ୭ ମାସର ଗର୍ଭବତୀ
    1
    ଭଦ୍ରକ ଚାନ୍ଦବାଲିରେ ଲଜ୍ୟା l ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ବୃଦ୍ଧ ଗିରଫ l ୧୫ ର ବର୍ଷ ର ଝିଅ ୭ ମାସର ଗର୍ଭବତୀ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.