ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟରିଆଲ “ICM ଇଷ୍ଟିଚ୍ୟୁଟ ଅଫ କମର୍ଶ” ଚଳିତ ବର୍ଷର +୨ ବାଣିଜ୍ୟ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କୁ ଗୌରବ ଆଣିଛନ୍ତି। ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ସ୍ଵାଗତିକା ସେଠୀ ୫୭୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ବେଳେ ସ୍ମୃତିରେଖା ସାହୁ ୫୬୯, ନିତ୍ୟାସୁନ୍ଦର ପଡିହାରୀ ୫୬୩, ଜ୍ଞାନରଞ୍ଜନ ଗାହଣ ୫୬୦, ସମୀର କୁମାର ଗେରୁ ୫୫୨, ଭାନୁ ପ୍ରତାପ ବରାଳ ୫୫୨, ଝରଣା ପାଢ଼ୀ ୫୪୮, ସରୋଜ କାନ୍ତ ପ୍ରଧାନ ୫୩୬, ସୌରଭ କୁମାର ସାହୁ ୫୩୧ ଏବଂ ଆଲୋକ ସ୍ୱାଇଁ ୫୨୭ ନମ୍ବର ରଖି ବାଣିଜ୍ୟ ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ICM ଇଷ୍ଟିଚ୍ୟୁଟ ଅଫ କମର୍ଶର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ହିଁ ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ ବୋଲି ଅନୁଷ୍ଠାନର ଏକାଡେମୀ ମୁଖ୍ୟ ଚିନ୍ମୟ ଜଗଦେବ ମତ ପ୍ରକାଶ କରିଛନ୍ତି। ସଂସ୍ଥାରେ ଅଧ୍ୟୟନ ପାଇଁ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।

- ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ମଦ୍ୟପାନ କରିବା ପରେ ମଣିଷ ନିଜର ସବୁକିଛି ଭୁଲିଯାଏ ଏବଂ ଶେଷରେ ପଶୁ ପାଲଟିଯାଏ। କଳିଯୁଗର ମଦୁଆମାନଙ୍କ ପାଇଁ ଏହା ଏକ ବାସ୍ତବତା।1
- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଟ୍ରାଇମେଟ୍ରୋ ଗାରମେଣ୍ଟସ ଓ ଆନାଡ୍ରୋନ ସିଷ୍ଟମ ନାମକ ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି। ଏଥିସହ ରାଜ୍ୟ ସରକାର ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀମାନଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଉପରେ ଗୁରୁତ୍ବ ଦେବା ସହିତ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଇଭି ବସ ଓ ଅତ୍ୟାଧୁନିକ ହଷ୍ଟେଲ ଘୋଷଣା କରିଛନ୍ତି।1
- ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।1
- ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।4
- ଏକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଥିଲେ। ଏଥିରେ ଜିଲ୍ଲା ସଭାପତି ଏବଂ ପାରାଦ୍ୱୀପ କଂଗ୍ରେସର ନେତା ନିରଞ୍ଜନ ନାୟକଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।3
- ଫ୍ୟାନ ଏବଂ ଏସି ଅପେକ୍ଷା ଆମ ପୃଥିବୀକୁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ସମସ୍ତେ ବୃକ୍ଷରୋପଣ କରନ୍ତୁ।1
- ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟରିଆଲ “ICM ଇଷ୍ଟିଚ୍ୟୁଟ ଅଫ କମର୍ଶ” ଚଳିତ ବର୍ଷର +୨ ବାଣିଜ୍ୟ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କୁ ଗୌରବ ଆଣିଛନ୍ତି। ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ସ୍ଵାଗତିକା ସେଠୀ ୫୭୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ବେଳେ ସ୍ମୃତିରେଖା ସାହୁ ୫୬୯, ନିତ୍ୟାସୁନ୍ଦର ପଡିହାରୀ ୫୬୩, ଜ୍ଞାନରଞ୍ଜନ ଗାହଣ ୫୬୦, ସମୀର କୁମାର ଗେରୁ ୫୫୨, ଭାନୁ ପ୍ରତାପ ବରାଳ ୫୫୨, ଝରଣା ପାଢ଼ୀ ୫୪୮, ସରୋଜ କାନ୍ତ ପ୍ରଧାନ ୫୩୬, ସୌରଭ କୁମାର ସାହୁ ୫୩୧ ଏବଂ ଆଲୋକ ସ୍ୱାଇଁ ୫୨୭ ନମ୍ବର ରଖି ବାଣିଜ୍ୟ ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ICM ଇଷ୍ଟିଚ୍ୟୁଟ ଅଫ କମର୍ଶର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ହିଁ ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ ବୋଲି ଅନୁଷ୍ଠାନର ଏକାଡେମୀ ମୁଖ୍ୟ ଚିନ୍ମୟ ଜଗଦେବ ମତ ପ୍ରକାଶ କରିଛନ୍ତି। ସଂସ୍ଥାରେ ଅଧ୍ୟୟନ ପାଇଁ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।1