Shuru
Apke Nagar Ki App…
ଓଡିଶା ଡ୍ରାଇଭର ମହାସଂଘ ଅନୁଗୁଳ ବ୍ଲକପକ୍ଷରୁ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
Sudhir Sir Ji
ଓଡିଶା ଡ୍ରାଇଭର ମହାସଂଘ ଅନୁଗୁଳ ବ୍ଲକପକ୍ଷରୁ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
More news from Anugul and nearby areas
- ସ୍ୱପ୍ନର ମହଲ ସ୍ଵପ୍ନ ମହଲ ଆଜି ଦ୍ୱିତୀୟ ରଜନୀରେ ଖମାର, ଅନୁଗୁଳ ରଙ୍ଗୀନ୍ ରଙ୍ଗ ମଞ୍ଚରେ. ବାଜିମାତ କରିବ ତାର ବହୁ ଚର୍ଚ୍ଚିତ ନାଟକ1
- ଅନୁଗୁଳ ପୌରପାଳିକା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ...1
- ଆରମ୍ଭ ହୋଇଛି ପାର୍ବଣ ଋତୁ । ଚଳଚଞ୍ଚଳ ହେଲାଣି ମୂର୍ତ୍ତିଶାଳ । ନଡା ,ବାଉଁଶ ,ମାଟି ,ସୁତୁଲି ,ରଙ୍ଗ ଆଦି ଉପକରଣ ଏକାଠି କରି ଚାଲିଛି ମୂର୍ତ୍ତିଗଢ଼ା । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ଏବେ ମାଟି ମୂର୍ତ୍ତି ତିଆରିରେ ନିମଗ୍ନ ଶିଳ୍ପୀ । ବେଶୀ ଉତ୍ସାହ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳର ମୁନା ମହାରଣାଙ୍କ ମୃତ୍ତିକା ଶିଳ୍ପରେ ।1
- ଠକେଇ ଅଭିଯୋଗ ଜଣେ କୋର୍ଟଚାଲାଣ #CMO_Odisha #Odisha_Police #angul_dm #sp_angul #dgpodisha ଠକେଇ ଅଭିଯୋଗରେ ଅନୁଗୋଳ ଟାଉନ୍ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାଳା କୁରୁମିଠା ଗ୍ରାମର ଶିବାନନ୍ଦ ବାରିକ।1
- ଢେଙ୍କାନାଳ : ହିନ୍ଦୋଳ ଏନ.ଏ.ସି ମାତାରିଣୀ ମୋବାଇଲ ଓ ଜେରକ୍ସ ଦୋକାନ ରୁ ବହୂ ସାମଗ୍ରୀ ଚୋରି1
- #ସନ୍ଧ୍ୟା_ହେଲେ_ବଢୁଛି_ମଦ୍ୟପଙ୍କ_ଦୌରାତ୍ମ୍ୟ #ଟର୍ଚ୍ଚ_ଆଲୁଅରେ_ଶବଦାହ ଢେଙ୍କାନାଳ ଜୁବୁଲିଟାଉନ ମଶାଣିର ଦୃଶ୍ୟ ,ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଛି ଦେଢ଼ କୋଟି । ହୋଇନି ଆଲୋକିକରଣ,ନା ଅଛି ପାଣିର ବ୍ୟବସ୍ଥା1
- ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟ ଠାରେ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିବା ସହ ପୌରପାଳିକା ର ସମସ୍ତ ଜନସାଧାରଣ ଓ କର୍ମଚାରୀ ମାନକୁ ପଲିଥିନ ମୁକ୍ତ ସ୍ବଚ୍ଛ ଢେଙ୍କାନାଳ ଗଢିବାରେ ସାହାଯ୍ୟ କରିବାପାଇଁ ବାର୍ତ୍ତା ରଖିଥିଲେ। ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ,ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, , ସମସ୍ତ କାଉନସିଲର , ପୈାରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଏହି ସ୍ୱାୟତ୍ତ ଶାସନ ଦିବସକୁ ଆଡ଼ମ୍ବର ସହ ପାଳନ କରିଥିଲେ। ରିପୋର୍ଟ : ଶୁଭମ୍ ପାଣି , ଢେ଼ଙ୍କାନାଳ1
- ଓଡିଶା ଡ୍ରାଇଭର ମହାସଂଘ ଅନୁଗୁଳ ବ୍ଲକପକ୍ଷରୁ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର1