Shuru
Apke Nagar Ki App…
ନରସିଂହପୁର ସତସଙ୍ଗ ବିହାର ବାର୍ଷିକ ଉତ୍ସବ 2024 ର କିଛି ଦୃଶ୍ୟ#narsinghpur ସତସଙ୍ଗ ବିହାର
Rahul m
ନରସିଂହପୁର ସତସଙ୍ଗ ବିହାର ବାର୍ଷିକ ଉତ୍ସବ 2024 ର କିଛି ଦୃଶ୍ୟ#narsinghpur ସତସଙ୍ଗ ବିହାର
More news from Narasinghpur and nearby areas
- କଟକ ବଡ଼ମ୍ବା -ନରସିଂହପୁର, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଅଧୂବେଶନ ଅନୁଷ୍ଠିତ #badambanews #narasinghpurnews #cuttacknews #news #NewsUpdate #Dhanushexpress YouTube link -https://youtu.be/LB4Txjd_qSg?si=Fc6OiFR1dBbYDDan1
- ଠକେଇ ଅଭିଯୋଗ ଜଣେ କୋର୍ଟଚାଲାଣ #CMO_Odisha #Odisha_Police #angul_dm #sp_angul #dgpodisha ଠକେଇ ଅଭିଯୋଗରେ ଅନୁଗୋଳ ଟାଉନ୍ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାଳା କୁରୁମିଠା ଗ୍ରାମର ଶିବାନନ୍ଦ ବାରିକ।1
- ଢେଙ୍କାନାଳ : ହିନ୍ଦୋଳ ଏନ.ଏ.ସି ମାତାରିଣୀ ମୋବାଇଲ ଓ ଜେରକ୍ସ ଦୋକାନ ରୁ ବହୂ ସାମଗ୍ରୀ ଚୋରି1
- ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ଏହି ବାଟ ଦେଇ ଯାଉଥିବା ବେଳେ ଛୁଆ ହାତୀ କେନାଲ ଭିତରକୁ ଖସି ପଡ଼ିଥିଲା। ପରେ ମା' ହାତୀ ତାକୁ ଉଦ୍ଧାର କରିବାକୁ ଯାଇ, ସେ ମଧ୍ୟ କେନାଲ ଭିତରକୁ ପଳାଇଥିଲା । ପରେ ଦୁଇ ଜଣ କେନାଲରେ ଭିତରେ ଫସି ଯାଇଥିଲେ। ସେପଟେ ଦୀର୍ଘ ସମୟର କସରତ ପରେ ଉଦ୍ଧାର କଲା ବନବିଭାଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ା ଠାରେ ସାପୁଆ ମୁଖ୍ୟ କେନାଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।1
- #ବଡମ୍ବା_ୱାର୍ଡ଼ସଭ୍ୟ_ତାଲିମ_କାର୍ଯ୍ୟକ୍ରମରେ_ଅବ୍ୟବସ୍ଥା_କକ୍ଷତ୍ୟାଗ_କଲେ_ୱାର୍ଡ଼_ସଭ୍ୟସଭ୍ୟା ବଡମ୍ବା ୱାର୍ଡ଼ସଭ୍ୟ ତାଲିମ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା,କକ୍ଷତ୍ୟାଗ କଲେ ୱାର୍ଡ଼ ସଭ୍ୟସଭ୍ୟା | a1odisha1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଲହଡା ବନାଞ୍ଚଳ ସାପୁଆ କେନାଲ ଦେଇ ହାତୀପଲ ଯାଉଥିବା ବେଳେ, ମା ଓ ଛୁଆ ହାତୀ କେନାଲ ଭିତରେ ଖସି ପଡ଼ିଥିଲେ !ବହୁ ଚେଷ୍ଟା କରିଥିଲେ ବି ମା ଓ ଛୁଆ ହାତୀ କେନାଲ ଭିତରୁ ବାହାରି ପାରି ନ ଥିଲେ। ଖବର ପାଇ ବନବିଭାଗ ପହଂଚି କେନାଲକୁ ଜେସିବି ସାହାଯ୍ୟରେ ଖୋଳି ମାଆ ଓ ଛୁଆ ହାତୀକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ1
- ଫୁଳ୍ ଭିଡ଼ିଓ 👉2
- ଚାଲିଛି ମେଲୋଡି#ବାଗଧରିଆ,ନରସିଂହପୁର ମଞ୍ଚରେ(ତୃତୀୟ ରଜନୀରେ)ଆଜିର ନାଟକ ଓଡ଼ିଶାର_ମୁଖ୍ୟମନ୍ତ୍ରୀ_ରାଣୀ_ପଣ୍ଡାଅପେରନା1