Shuru
Apke Nagar Ki App…
ଗ୍ରାମ ଛତ୍ରବର ବ୍ଲକ ପାପଡାହାଣ୍ଡି ଭୁବନ ଗୁରୁ ଙ୍କ ନାଟ (ତା-୧୨-୧୨-୨୦୨୪) ରିଖ ଗୁରୁବାର ମୁକ୍ତିଲାଭ କରିବ7855843797
Lobha Meher
ଗ୍ରାମ ଛତ୍ରବର ବ୍ଲକ ପାପଡାହାଣ୍ଡି ଭୁବନ ଗୁରୁ ଙ୍କ ନାଟ (ତା-୧୨-୧୨-୨୦୨୪) ରିଖ ଗୁରୁବାର ମୁକ୍ତିଲାଭ କରିବ7855843797
More news from Bhuban and nearby areas
- ♎ବାଲିବୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭୁବନ ସମିତି,ଢେଙ୍କାନାଳ1
- ଯାଜପୁର:ସୁକିନ୍ଦା ଖଣି ଅଞ୍ଚଳରେ ଇମ୍ଫା ପକ୍ଷରୁ ମହାଗିରି କଲୋନୀ ପରିସରରେ ପ୍ରତିଷ୍ଠାଦିବସ ପାଳନ1
- ସୁକିନ୍ଦା ମେଡିକାଲ ଛକ ପାଖରୁ ଅଚିହ୍ନା ମହିଳା ଉଦ୍ଧାର1
- ନବୀନ ଗୁରୁ ଓ ଦୈତାରୀ ଗୁରୁ ର ଜବରଦସ୍ତ ବାଦ୍ୟ !! Sambalpuri kirtan Andaldar1
- *ବାଇଟ୍ -୧- ଝିଲି ମାଝି(ଆକ୍ରମଣ ର ଶିକାର ହୋଇଥିବା ଝିଅ)* ଏକୁଟିଆ ଥିବାବେଳେ ଘରେପଶି ଝିଅକୁ ଆକ୍ରମଣ, ଦୃବୃତ୍ତଙ୍କୁ ଆଣି ସସମ୍ମାନେ ଖଲାସ କରିଦେଲା ପୋଲିସ । ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମ ମଙ୍ଗଳା ସାହି ବାସିନ୍ଦା ଗିରିଧାରୀ ମାଝିଁ ଏବଂ ମମତା ମାଝୀଙ୍କ ଝିଅ ଶିଲି ମାଝି ଘରେ ଏକୁଟିଆ ଥିବା ସମୟରେ ଗ୍ରାମର ଚନ୍ଦନ ମଲ୍ଲିକ ଘରେ ପଶି ଆକ୍ରମଣ ସହିତ ଦୁର୍ବ୍ୟବହାର କରିଥିଲେ । ଆକ୍ରମଣରେ ସିଲୀଙ୍କର ହାତ ଆଙ୍ଗୁଠି ଏବଂ ପିଠିରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ବାପା ମାଁ ଏବଂ ସାହିପଡିଶା ଝିଅକୁ ଅଚେତ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଏନେଇ ଭୁବନ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।ମାତ୍ର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଦୁର୍ବୃତ୍ତ ଚନ୍ଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ମନେ କରୁନାହିଁ ଭୁବନ ପୋଲିସ।ସୂଚନାରୁ ଏହା ମଧ୍ୟ ଜଣା ପଡ଼ିଛି,ଚନ୍ଦନ କୁ ଭୁବନ ପୋଲିସ ଥାନାକୁ ଆଣି ମଧ୍ୟ ସସ୍ନମାନେ ଖଲାସ କରିଦେଇଛି । ପକେଟ୍ ଭଲ ଗରମ କରିଥିବା ଜଣାପଡ଼ୁଛି ପୋଲିସ ।ନହେଲେ ଜଣେ ମହିଳାଙ୍କ ଉପରେ ଆକ୍ରମଣ ସହିତ ର୍ଦୁବ୍ୟବହାର ଦଣ୍ଡ କଣ ପୋଲିସ ଷ୍ଟେସନ ରୁ ଖସାଇ ଦେବା । ଏନେଇ ଭୁବନ ପୋଲିସ ଉପରେ ବର୍ଷିଛନ୍ତି ଆକ୍ରମଣ ର ଶିକାର ହୋଇଥିବା ସିଲୀ ଏବଂ ମମତା ।କହିଛନ୍ତି ଭୁବନ ପୋଲିସ ଯଦି ନ୍ୟାୟ ଦେବାକୁ କୁଣ୍ଠାବୋଧ କରିବ ତେବେ ଉପରେ ତ କେହି ଜଣେ ସଚ୍ଚୋଟ ଅଫିସର ଥିବେ ।ଆମେ ତାଙ୍କୁ ଗୁହାରି କରିବୁ ।ତେବେ ଜଣେ ମହିଳାଙ୍କୁ ପୋଲିସ ନ୍ୟାୟ ଦେଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । *ବାଇଟ୍ -୨-ମମତା ମାଝି (ମାଁ)*1
- .mention your love__😘💕😘💕😘💕#viratkohli viratkohli #viral reels foryou #viralreels viralreels exploremore1
- କିଏ କିଏ ଦେଖିଛ କମେଣ୍ଟ କର ? Location 📍: Near kapileswar Tample,Kamakhyanagar Follow kamakhyanagar_times for more updates1
- ଜାତୀୟ ସ୍ତରୀୟ ଓପନ୍ କୁସ୍ତି ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର କୁସ୍ତି ପ୍ରତିଯୋଗୀଙ୍କ କଲେ କୃତିତ୍ୱ ହାସଲ...1