Shuru
Apke Nagar Ki App…
ସେମିଲି ଝରଣା ନୟାଗଡ
Ratnakar nag nag
ସେମିଲି ଝରଣା ନୟାଗଡ
More news from Odisha and nearby areas
- ଫୁଳ୍ ଭିଡ଼ିଓ 👉2
- ମା ବୈଷ୍ଣବୀ ଦେବୀ ମନ୍ଦିର, ଯାମୁବଣ, ମଗରବନ୍ଧ, ନୟାଗଡ.1
- #ସଦସ୍ୟତା_ଅଭିଯାନର_କର୍ମଶାଳା_2024_ଅନୁଷ୍ଠିତ_ହୋଇଯାଇଅଛି ଅଦ୍ୟ ତା 31-08-2024 ରିଖ,ପୁରୁଣା ରାଜବାଟୀ ଠାରେ ଭାରତୀୟ ଜନତା ପାର୍ଟି ନୟାଗଡ଼ ତରଫରୁ ସଦସ୍ୟତା ଅଭିଯାନର କର୍ମଶାଳା -2024 ଅନୁଷ୍ଠିତ ହୋଇଯାଇଅଛି |ଉକ୍ତ କର୍ମଶାଳା ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ଶୁଭାରମ୍ଭ କରାଯାଇଅଛି |ଏହି କର୍ମଶାଳାରେ ନୟାଗଡ଼ର ସମସ୍ତ ପଂଚାୟତ ନେତୃବୃନ୍ଦ ମାନେ ଯୋଗଦାନ କରିଥିଲେ | ଏକ ମାସ ମଧ୍ୟରେ ନୟାଗଡରେ ଭାରତୀୟ ଜନତା ପାର୍ଟିରେ 1ଲକ୍ଷ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଅଛି1
- #ବିଜେଡି_କାଉନସିଲରଙ୍କୁ_ଅପମାନ ବିଜେଡି କାଉନସିଲରଙ୍କୁ ମଞ୍ଚରେ ଅପମାନ । ଖୋର୍ଦ୍ଧାରେ ପାଳିତ ହେଉଥିବା ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ ସହିତ ମଞ୍ଚରେ ବିଜେପି ନେତାଙ୍କୁ ବସାଇବାକୁ ଆଦେଶ ଦେବାକୁ ବିରୋଧ । ସମସ୍ତ ବିଜେଡି କାଉନସିଲର ବର୍ଜନ କଲେ ଉତ୍ସବ1
- #ଜରାଜୀର୍ଣ୍ଣ_ପାଇକ_ସଂଗ୍ରହାଳୟ ଭୂତଖାନା ପାଲଟିଛି ଖୋର୍ଦ୍ଧା ସଂସ୍କୃତି ଭବନ ପରିସରରେ ନିର୍ମାଣ ହୋଇଥିବା ପାଇକ ସଂଗ୍ରହାଳୟ, ସ୍ମୃତି ସ୍ତମ୍ଭରେ ଉଠିଗଲାଣି ଗଛଲତା1
- #ସନ୍ଧ୍ୟା_ହେଲେ_ବଢୁଛି_ମଦ୍ୟପଙ୍କ_ଦୌରାତ୍ମ୍ୟ #ଟର୍ଚ୍ଚ_ଆଲୁଅରେ_ଶବଦାହ ଢେଙ୍କାନାଳ ଜୁବୁଲିଟାଉନ ମଶାଣିର ଦୃଶ୍ୟ ,ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଛି ଦେଢ଼ କୋଟି । ହୋଇନି ଆଲୋକିକରଣ,ନା ଅଛି ପାଣିର ବ୍ୟବସ୍ଥା1
- ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟ ଠାରେ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିବା ସହ ପୌରପାଳିକା ର ସମସ୍ତ ଜନସାଧାରଣ ଓ କର୍ମଚାରୀ ମାନକୁ ପଲିଥିନ ମୁକ୍ତ ସ୍ବଚ୍ଛ ଢେଙ୍କାନାଳ ଗଢିବାରେ ସାହାଯ୍ୟ କରିବାପାଇଁ ବାର୍ତ୍ତା ରଖିଥିଲେ। ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ,ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, , ସମସ୍ତ କାଉନସିଲର , ପୈାରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଏହି ସ୍ୱାୟତ୍ତ ଶାସନ ଦିବସକୁ ଆଡ଼ମ୍ବର ସହ ପାଳନ କରିଥିଲେ। ରିପୋର୍ଟ : ଶୁଭମ୍ ପାଣି , ଢେ଼ଙ୍କାନାଳ1
- ସେମିଲି ଝରଣା ନୟାଗଡ1