Shuru
Apke Nagar Ki App…
Sarata Rasa In SakhigopalTemple | ସାକ୍ଷୀଗୋପାଳ ମନ୍ଦିରରେ ଶରତ ରାସ
JayantaRana
Sarata Rasa In SakhigopalTemple | ସାକ୍ଷୀଗୋପାଳ ମନ୍ଦିରରେ ଶରତ ରାସ
More news from Odisha and nearby areas
- ନିଚୁଆପଦା ବିଜ୍ଞାନମେଳା କୁ ଗରୁଛେଳି ଭଳି କମଳ ଶିଶୁର ଜୀବନକୁ ବିପଦରେ ପକାଇ ଡୋଲା ଅଟୋ ରେ ବହୁଛନ୍ତି ପାଞ୍ଚଭାୟା ଗ୍ରାମର ମିଲନଦେବୀ ଶିଶୁ ମନ୍ଦିରର ଶିକ୍ଷକ । ଆଜି 22/11/24 ରିଖ ଶୁକ୍ରବାର ମୋରଡ଼ା ବ୍ଲକ ଅଧିନ ନିଚୁଆପଦା ଠାରେ ଏକ ଦିବସିୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ତେବେ ଉକ୍ତ ବିଜ୍ଞାନମେଳା କୁ ବ୍ଲକ ର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ବୁଲିବାକୁ ଆସିଥିବା ବେଳେ ପାଞ୍ଚଭାୟା ମିଲନଦେବୀ ଶିଶୁ ମନ୍ଦିରର ଶିକ୍ଷକ କେଇଟା ଟଙ୍କା ବଞ୍ଚାଇବାକୁ ଯାଇ ବଳି ପକାଇଛନ୍ତି 40 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କ ଜୀବନ , ମେଳା ବୁଲାଇବାକୁ ପିଲାଙ୍କ ଅଭିଭାବକଙ୍କ ନିକଟରୁ ଆଦାୟ କରିଛନ୍ତି ଚାନ୍ଦା ଆକାରରେ ଜଣଙ୍କ ପ୍ରତି ମୋଟା ଆକାରର ଟଙ୍କା ବୋଲି ସୂଚନା ମିଳିଛି । ହେଲେ ଶିକ୍ଷକ ମାନେ ଶିକ୍ଷା କୁ କେବଳ ବ୍ୟବସାୟ ଭାବି ଗୋରୁ କୁ ଯେଉଁଭାବେ ଅମାନବିୟ ଯନ୍ତ୍ରଣା ଦେଇ ଚୋରା ଚାଲାଣ କରୁଛନ୍ତି ଅସାଧୁ ଗୋରୁ ବେପାରୀ , ତାଙ୍କଠୁ ବଳି ଯାଇଛନ୍ତି ଏହି ବିଦ୍ୟାଳୟ ର କର୍ତ୍ତୃପକ୍ଷ । ଗୋଟିଏ ଡୋଲା ଅଟୋ ରେ ଗେଞ୍ଜିଠେଲି ବିପଦଶଙ୍କୁଳ ରାସ୍ତାରେ ବହୁଛନ୍ତି ପିଲାଙ୍କୁ ,ଏ ନେଇ ପଚାରିବାରୁ ଶିକ୍ଷକ ଜଣକ ଦେଖାଉଛନ୍ତି ନାଲି ଆଖି , ଘଟଣା ଘଟିଛି ଦିନ ପ୍ରାୟ 2 ଟା ସମୟରେ । ଅନ୍ୟପଟେ ବିନା ଅନୁମତିରେ କି ଭଳି ଭିଡ଼ିଓ ଫୋଟ ଉତ୍ତଳନ କରୁଛନ୍ତି ବୋଲି ସାମ୍ବାଦିକଙ୍କୁ ତାଗିଦ କରୁଛନ୍ତି । ଭୁଲିଗଲେ ମାନବିକତା , ଆଜିର ଶିଶୁ କାଲିର ଭବିଷ୍ୟତ ଆଉ ସେ ଭାଶିଷ୍ୟତରେ ନିଆଁ ଲଗାଇବାକୁ ଯାଉଛନ୍ତି ଏହି ଶିକ୍ଷକ ଜଣକ । ଗାଡି ଭଡା ନ କରି ମାଲ ବୋହା ଟେମ୍ପୋରେ ଦେଖନ୍ତୁ କି ଭଳି ଅମାନସିକ ଭାବେ ଠେଲିପେଲି ଭର୍ତି କରୁଛନ୍ତି ଏହି ଶିକ୍ଷକ । ସତେ ଯେମିତି ଛାତ୍ରଛାତ୍ରୀଙ୍କ ଜୀବନର କୌଣସି ମହତ୍ତ୍ୱ ନାହିଁ । ଶିକ୍ଷକଙ୍କ କେବଳ ଟଙ୍କାରେ ମତଲବ । ପୂର୍ବରୁ ଏହି ଭଳି ଗାଡି ଓଲଟି ଯିବାରୁ ଛାତ୍ରଙ୍କ ଜୀବନ ଯାଇଥିବା ନଜିର ରହିଥିବା ବେଳେ କି ଭଳି ନିୟମକୁ ଫୁ କରି ଉଡାଇ ଦେଇ କାହାକୁ ଖାତିର ନ କରି ଶିକ୍ଷକ ଜଣକ ମାଲ ବୋହା ଗାଡ଼ିରେ ପିଲାଙ୍କୁ ବୋହିଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଧରିଛି । ତେବେ ଏ ନେଇ ବିଇଓ ଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ତେବେ ଖବର ପ୍ରସାରଣ ପରେ ମୋରଡ଼ା ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ମୋରଡ଼ା ରୁ ଚିତ୍ତରଞ୍ଜନ ବେହେରାଙ୍କ ରିପୋର୍ଟ1
- 🥰🥀❤️ sambalpuri #sambalpurireels #odia1
- Dil mor churala 🔥💜🤫 ligress_guddy1
- ମଥୁରା ମଙ୍ଗଳ - କାବ୍ୟ ଆଲୋଚନା - ପ୍ରଥମ ଭାଗ | ଆଲୋଚକ: ପ୍ରଫେସର ଶରତ ଚନ୍ଦ୍ର ରଥ1
- ଶ୍ରୀଯୁକ୍ତ ଶରତ ସାହୁ ଙ୍କ ଆହ୍ୱାନ, ଆସନ୍ତୁ ମିଳିମିଶି ସମାଜର କରିବା ପରିବର୍ତ୍ତନ1
- Sarata Rasa In SakhigopalTemple | ସାକ୍ଷୀଗୋପାଳ ମନ୍ଦିରରେ ଶରତ ରାସ1
- Wlc Taramara 0.0km 🥰🦋💖1