Shuru
Apke Nagar Ki App…
ଘଟଗାଁ / ମା ତାରିଣୀ ପ୍ରେସ କ୍ଳବ ଆନୁକୂଲ୍ୟରେ ସ୍ଵଛତା କାର୍ଯ୍ୟକ୍ରମ, ଗଣତନ୍ତ୍ର ଦିବସ ଅବସରରେ ଘଟଗାଁ ବସ ଷ୍ଟାଣ୍ଡ ଓ ବଜାର କୁ ସଫେଇ କଲେ ପ୍ରେସ କ୍ଳବ କର୍ମକର୍ତା ଓ କୋର କମିଟି ସଦସ୍ୟ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଘଟଗାଁ ଏସ ଡି ପି ଓ ବିଜୟକୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଘଟଗାଁ ଆଇ ଆଇ ସି ଶୁଭ୍ରାନ୍ତ କୁମାର ଜେନା, ଓ ମୁକୁନ୍ଦପୁର ପାଟଣା ସରପଞ୍ଚ ଅର୍ଣ୍ଣପୂର୍ଣା ଦେହୁରୀ ! ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭଆରମ୍ଭ କଲେ
Ghatgaon mirror
ଘଟଗାଁ / ମା ତାରିଣୀ ପ୍ରେସ କ୍ଳବ ଆନୁକୂଲ୍ୟରେ ସ୍ଵଛତା କାର୍ଯ୍ୟକ୍ରମ, ଗଣତନ୍ତ୍ର ଦିବସ ଅବସରରେ ଘଟଗାଁ ବସ ଷ୍ଟାଣ୍ଡ ଓ ବଜାର କୁ ସଫେଇ କଲେ ପ୍ରେସ କ୍ଳବ କର୍ମକର୍ତା ଓ କୋର କମିଟି ସଦସ୍ୟ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଘଟଗାଁ ଏସ ଡି ପି ଓ ବିଜୟକୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଘଟଗାଁ ଆଇ ଆଇ ସି ଶୁଭ୍ରାନ୍ତ କୁମାର ଜେନା, ଓ ମୁକୁନ୍ଦପୁର ପାଟଣା ସରପଞ୍ଚ ଅର୍ଣ୍ଣପୂର୍ଣା ଦେହୁରୀ ! ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭଆରମ୍ଭ କଲେ
More news from ଓଡ଼ିଶା and nearby areas
- ଘଟଗାଁ / ମା ତାରିଣୀ ପ୍ରେସ କ୍ଳବ ଆନୁକୂଲ୍ୟରେ ସ୍ଵଛତା କାର୍ଯ୍ୟକ୍ରମ, ଗଣତନ୍ତ୍ର ଦିବସ ଅବସରରେ ଘଟଗାଁ ବସ ଷ୍ଟାଣ୍ଡ ଓ ବଜାର କୁ ସଫେଇ କଲେ ପ୍ରେସ କ୍ଳବ କର୍ମକର୍ତା ଓ କୋର କମିଟି ସଦସ୍ୟ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଘଟଗାଁ ଏସ ଡି ପି ଓ ବିଜୟକୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଘଟଗାଁ ଆଇ ଆଇ ସି ଶୁଭ୍ରାନ୍ତ କୁମାର ଜେନା, ଓ ମୁକୁନ୍ଦପୁର ପାଟଣା ସରପଞ୍ଚ ଅର୍ଣ୍ଣପୂର୍ଣା ଦେହୁରୀ ! ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭଆରମ୍ଭ କଲେ2
- ନଗଡା ରେ ଗଣତନ୍ତ୍ର ଦିବସ ପାଳନ କଲେ ; ଭୁବନେଶ୍ୱର ରୁ ଆସିଥିବା କିଛି NGO ସଂସ୍ଥା #sukinda #nagada #NGO #Bhubaneswar #Kaliapani #helpfororganisation1
- ହାଟଡିହୀ : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।କ୍ଷତିପୂରଣ ପ୍ରଦାନ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତିନା ଯୋଗ୍ୟ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ, ହାଟଡିହୀ ବିଡ଼ିଓ ରଞ୍ଜନ ପରିଡା, ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।2
- ବାଲ୍ୟବିବାହ ରୋକିବାକୁ ଆଜି କରଞ୍ଜିଆ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଏକ ଶୋଭାଯାତ୍ରା କରଞ୍ଜିଆ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି।1
- Mamma Special Birthday Cake by @shivinaren_cakeartist https://www.instagram.com/reel/DSEf5uukU2V/?igsh=MTJob203bWt4OGYybg==1
- ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦୀବସ ରାଜ୍ୟ ସରକାର ଆଇନମନ୍ତ୍ରୀ, ପୣଥିରାଜ ହରିଚନ୍ଦନ ପତକା ଉତ୍ତୋଳନ କରି ନଜ ଅଭିଭାଷଣ ରଖିଥିଲେ2
- Post by Sudhakaro Sarlabhab1
- କରଞ୍ଜିଆ କଲେଜ ପଡିଆ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ;ଜାତୀୟ ପତାକା ଉତ୍ତୋଳନ କଲେ ଉପଜିଲ୍ଲାପାଳ1