Shuru
Apke Nagar Ki App…
ତାତିଲେ ଯୁବକ, ପୁରୀରେ ଲାଗିଥିବା ବଙ୍ଗାଳୀ ପୋଷ୍ଟରକୁ ଚିରି ଓଡ଼ିଆ ପୋଷ୍ଟର ଲଗେଇଲେ କିଛି ଯୁବକ ।
Tapasdas 6372788705
ତାତିଲେ ଯୁବକ, ପୁରୀରେ ଲାଗିଥିବା ବଙ୍ଗାଳୀ ପୋଷ୍ଟରକୁ ଚିରି ଓଡ଼ିଆ ପୋଷ୍ଟର ଲଗେଇଲେ କିଛି ଯୁବକ ।
More news from ଓଡ଼ିଶା and nearby areas
- Post by Sendhavai1
- ତାତିଲେ ଯୁବକ, ପୁରୀରେ ଲାଗିଥିବା ବଙ୍ଗାଳୀ ପୋଷ୍ଟରକୁ ଚିରି ଓଡ଼ିଆ ପୋଷ୍ଟର ଲଗେଇଲେ କିଛି ଯୁବକ ।1
- ଅତ୍ୟାଧୁନିକ ରେଟ ବଢିବ କାଜୁବାଦାମ ରେଟ ସୂଚନା ମିଳୁଛିକି ଗତ ବର୍ଷ ଭଳି ସବୁଠାରୁ ସଂସ୍ଥା ହୋଇଥିଲା କିନ୍ତୁ ଏ ବର୍ଷ କାଜୁ ଅଭାବ ପାଇଁ ୨୫0ରୁ ଆରମ୍ଭ1
- ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ। ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ।1
- ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।1
- Post by Chandan naik4
- Post by Odisha Update News1
- Post by Sendhavai1