Shuru
Apke Nagar Ki App…
ମେଘାସନି ମହୋତ୍ସବ l#shorts #viral ମେଘାସନୀ ମହୋତ୍ସବ ୨୦୨୬ | ବାରିପଦାର ସଂସ୍କୃତିକ ଗର୍ବ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ଲୋକସଂସ୍କୃତିର ଅପୂର୍ବ ସମାରୋହ 🌿🎶 #ମେଘାସନୀମହୋତ୍ସବ #MeghasaniMohatsaba #ବାରିପଦା #ମୟୂରଭଞ୍ଜ #ଆଦିବାସୀସଂସ୍କୃତି #ଲୋକସଂସ୍କୃତି #ଓଡ଼ିଶାସଂସ୍କୃତି #TribalFestival #Baripada #Mayurbhanj #OdiaFestival #OdiaCulture
Mayurbhanj Live

More news from ଓଡ଼ିଶା and nearby areas
- Post by Mayurbhanj Live1
- ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/261
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- Post by Khabar1
- ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉ କି ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବା ନେଇ ଏହି ବୈଠକରେ ସୂଚନା ପ୍ରଦାନ କରା ଯାଇଛି।1
- Post by Rajib Behera1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଜାମଶୂଳୀ ର ସୁବର୍ଣ୍ଣ ଜୟନ୍ତୀ ୪ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ହେଉଛି ଅନ୍ତିମ ଦିବସ। ଆଜି ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ହସାଇ ମନୋରଞ୍ଜନ କରୁଥିବା ଓଡ଼ିଶାର ହାସ୍ୟ ଅଭିନେତା ପ୍ରଜ୍ଞା (ପ୍ରଜ୍ଞାନ ରଞ୍ଜନ ଖଟୁଆ) ଙ୍କ ଇସାରାରେ ଝଲସିଲେ ଦର୍ଶକ।1
- 👉 ଗାଙ୍ଗୁଲି କହିଛନ୍ତି – କ୍ରୀଡା ଓ ରାଜନୀତି ଭିନ୍ନ। ଭାରତ-ପାକିସ୍ତାନ ମ୍ୟାଚ୍ ସଦା ରୋମାଞ୍ଚକର। ଭାରତ ଦଳ ଶକ୍ତିଶାଳୀ, ପାକିସ୍ତାନ ପାଇଁ ଜିତିବା ସହଜ ହେବ ନାହିଁ। 📌 କିନ୍ତୁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ମୁକାବିଲା! #SouravGanguly #T20WorldCup #IndiaVsPakistan #Cricket #TeamIndia #PakistanCricket #CricketLovers #OdiaSports #T20Match #CricketNews1