Shuru
Apke Nagar Ki App…
୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ #mayurbhanj ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉ କି ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବା ନେଇ ଏହି ବୈଠକରେ ସୂଚନା ପ୍ରଦାନ କରା ଯାଇଛି।
DLH KHABAR

More news from ଓଡ଼ିଶା and nearby areas
- Post by Khabar1
- Post by Mayurbhanj Live1
- Post by Rajib Behera1
- ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ। ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।1
- ଉଦଳା news1
- ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।1
- ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ1
- Post by Khabar1
- ମେଘାସନୀ ମହୋତ୍ସବ ୨୦୨୬ | ବାରିପଦାର ସଂସ୍କୃତିକ ଗର୍ବ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ଲୋକସଂସ୍କୃତିର ଅପୂର୍ବ ସମାରୋହ 🌿🎶 #ମେଘାସନୀମହୋତ୍ସବ #MeghasaniMohatsaba #ବାରିପଦା #ମୟୂରଭଞ୍ଜ #ଆଦିବାସୀସଂସ୍କୃତି #ଲୋକସଂସ୍କୃତି #ଓଡ଼ିଶାସଂସ୍କୃତି #TribalFestival #Baripada #Mayurbhanj #OdiaFestival #OdiaCulture1