logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ

2 hrs ago
user_Prime time press
Prime time press
ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
2 hrs ago

ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ

More news from ଓଡ଼ିଶା and nearby areas
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Engineer ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    22 hrs ago
  • ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ। ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।
    1
    ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ  ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ।  ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ।  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।
    user_Sk Ajaruddin
    Sk Ajaruddin
    Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
    17 hrs ago
  • ଉଦଳା news
    1
    ଉଦଳା news
    user_DEEPAK KUMAR SETHI
    DEEPAK KUMAR SETHI
    Social worker ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍‌ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
    1
    ବାଲେଶ୍ୱର, ତା. ୧୧/୦୨/୨୦୨୬:
ହିମାଂଶୁ ଦାସ୍ ସ୍ମୃତି ଅଲ୍‌ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା।
ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ
    1
    ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ
    user_Prime time press
    Prime time press
    ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ମେଘାସନୀ ମହୋତ୍ସବ ୨୦୨୬ | ବାରିପଦାର ସଂସ୍କୃତିକ ଗର୍ବ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ଲୋକସଂସ୍କୃତିର ଅପୂର୍ବ ସମାରୋହ 🌿🎶 #ମେଘାସନୀମହୋତ୍ସବ #MeghasaniMohatsaba #ବାରିପଦା #ମୟୂରଭଞ୍ଜ #ଆଦିବାସୀସଂସ୍କୃତି #ଲୋକସଂସ୍କୃତି #ଓଡ଼ିଶାସଂସ୍କୃତି #TribalFestival #Baripada #Mayurbhanj #OdiaFestival #OdiaCulture
    1
    ମେଘାସନୀ ମହୋତ୍ସବ ୨୦୨୬ | ବାରିପଦାର ସଂସ୍କୃତିକ ଗର୍ବ
ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ଲୋକସଂସ୍କୃତିର ଅପୂର୍ବ ସମାରୋହ 🌿🎶
#ମେଘାସନୀମହୋତ୍ସବ
#MeghasaniMohatsaba
#ବାରିପଦା
#ମୟୂରଭଞ୍ଜ
#ଆଦିବାସୀସଂସ୍କୃତି
#ଲୋକସଂସ୍କୃତି
#ଓଡ଼ିଶାସଂସ୍କୃତି
#TribalFestival
#Baripada
#Mayurbhanj
#OdiaFestival
#OdiaCulture
    user_Mayurbhanj Live
    Mayurbhanj Live
    Engineer ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.