logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ। ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।

19 hrs ago
user_Sk Ajaruddin
Sk Ajaruddin
Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
19 hrs ago

ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ। ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।

More news from ଓଡ଼ିଶା and nearby areas
  • ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଜାମଶୂଳୀ ର ସୁବର୍ଣ୍ଣ ଜୟନ୍ତୀ ୪ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ହେଉଛି ଅନ୍ତିମ ଦିବସ। ଆଜି ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ହସାଇ ମନୋରଞ୍ଜନ କରୁଥିବା ଓଡ଼ିଶାର ହାସ୍ୟ ଅଭିନେତା ପ୍ରଜ୍ଞା (ପ୍ରଜ୍ଞାନ ରଞ୍ଜନ ଖଟୁଆ) ଙ୍କ ଇସାରାରେ ଝଲସିଲେ ଦର୍ଶକ।
    1
    ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଜାମଶୂଳୀ ର ସୁବର୍ଣ୍ଣ ଜୟନ୍ତୀ ୪ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ହେଉଛି ଅନ୍ତିମ ଦିବସ। ଆଜି ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ହସାଇ ମନୋରଞ୍ଜନ କରୁଥିବା ଓଡ଼ିଶାର ହାସ୍ୟ ଅଭିନେତା ପ୍ରଜ୍ଞା (ପ୍ରଜ୍ଞାନ ରଞ୍ଜନ ଖଟୁଆ) ଙ୍କ ଇସାରାରେ ଝଲସିଲେ ଦର୍ଶକ।
    user_Sk Ajaruddin
    Sk Ajaruddin
    Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
    19 hrs ago
  • ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍‌ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
    1
    ବାଲେଶ୍ୱର, ତା. ୧୧/୦୨/୨୦୨୬:
ହିମାଂଶୁ ଦାସ୍ ସ୍ମୃତି ଅଲ୍‌ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା।
ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    3 hrs ago
  • VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।
    1
    VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
  • ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ କଂଗ୍ରେସ ନେତା ସନ୍ତୋଷ ଜେନା
    1
    ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ କଂଗ୍ରେସ ନେତା ସନ୍ତୋଷ ଜେନା
    user_ଭୋଗରାଇ ଖବର
    ଭୋଗରାଇ ଖବର
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    9 hrs ago
  • ଆସନ୍ତା ମାର୍ଚ୍ଚ ମାସ ଏକ ତାରିଖ ଦିନ ବାରିପଦା ମଧୁବନ ଭୈରବ ମନ୍ଦିର ପ୍ରଙ୍ଗଣରେ ପ୍ରତିଷ୍ଠ। ହେବ ଏହି ନବଗ୍ରହ ମନ୍ଦିର । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଙ୍କ ପୌରାହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଫେବୃୟାରୀ ୨୫ ତାରିଖରୁ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏକ ତାରିଖରେ ପ୍ରତିଷ୍ଠା ହେବ ଏହି ନବଗ୍‌ରହ ମନ୍ଦିର ବୋଲି ନିଷ୍ପତି ହୋଇଛି । ବୈଠକରେ ବାରିପଦା ସହରର ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ପ୍ରତିଷ୍ଠା ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।
    1
    ଆସନ୍ତା ମାର୍ଚ୍ଚ ମାସ ଏକ ତାରିଖ ଦିନ ବାରିପଦା ମଧୁବନ ଭୈରବ ମନ୍ଦିର ପ୍ରଙ୍ଗଣରେ ପ୍ରତିଷ୍ଠ। ହେବ ଏହି ନବଗ୍ରହ ମନ୍ଦିର । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଙ୍କ ପୌରାହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଫେବୃୟାରୀ ୨୫ ତାରିଖରୁ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏକ ତାରିଖରେ ପ୍ରତିଷ୍ଠା ହେବ ଏହି ନବଗ୍‌ରହ ମନ୍ଦିର ବୋଲି ନିଷ୍ପତି 
ହୋଇଛି । ବୈଠକରେ ବାରିପଦା ସହରର ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ପ୍ରତିଷ୍ଠା ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    4 min ago
  • ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/26
    1
    ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/26
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ
    1
    କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ  ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ
    user_Prime time press
    Prime time press
    ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ। ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।
    1
    ବାଲେଶ୍ବର ଜିଲ୍ଲା ବସ୍ତା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଆଜି କ୍ରୀଡା ଉତ୍ସବର ଉଜ୍ଜାପନି ଦିବସ ପାଳିତ ହୋଇଯାଇଛି। ସର୍ବେ ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଧେ ଉତ୍କଳ ଜନନୀଙ୍କ ପାଠ କରାଯାଇଥିବା ବେଳେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସିଦ୍ଧାର୍ଥ ବରାଳଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ। ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ଦୀପ ପ୍ରଜ୍ଜ୍ୱଳନ ଏବଂ ଫୁଲ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ  ଅତିଥିମାନଙ୍କୁ ଚାରା ଏବଂ ବ୍ୟାଜ୍ ପ୍ରଦାନ କରିବା ସହ ଓଡିଆର ଅଧ୍ୟାପକ ଡକ୍ଟର ସମ୍ବିତ କୁମାର ପଲିତାଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କର ପରିଚୟ ପ୍ରଦାନ, ଇତିହାସର ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କ ଦ୍ୱାରା ବାର୍ଷିକ ଆଥଲେଟିକ୍ ରିପୋର୍ଟ ପ୍ରଦାନ।  ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରାଙ୍କ ସ୍ୱାଗତ ଭାଷଣ।  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଡିଏସଓ ବାଲେଶ୍ୱର, ସମ୍ମାନିତ ଅତିଥି ଶ୍ରୀ ସାଇକୃଷ୍ଣ ଜେନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ORS)। ମୁଖ୍ୟ ବକ୍ତା ସ୍ଵାଧୀନ କୁମାର ପଲିତା, ଡିଭିଜନ୍ ହେଡ୍, IDCO (ବାଲେଶ୍ୱର ଏବଂ ମୟୂରଭଞ୍ଜ)।
    user_Sk Ajaruddin
    Sk Ajaruddin
    Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.