logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ନବଗ୍ରହ ମନ୍ଦିର ବାରିପଦା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଆସନ୍ତା ମାର୍ଚ୍ଚ ମାସ ଏକ ତାରିଖ ଦିନ ବାରିପଦା ମଧୁବନ ଭୈରବ ମନ୍ଦିର ପ୍ରଙ୍ଗଣରେ ପ୍ରତିଷ୍ଠ। ହେବ ଏହି ନବଗ୍ରହ ମନ୍ଦିର । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଙ୍କ ପୌରାହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଫେବୃୟାରୀ ୨୫ ତାରିଖରୁ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏକ ତାରିଖରେ ପ୍ରତିଷ୍ଠା ହେବ ଏହି ନବଗ୍‌ରହ ମନ୍ଦିର ବୋଲି ନିଷ୍ପତି ହୋଇଛି । ବୈଠକରେ ବାରିପଦା ସହରର ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ପ୍ରତିଷ୍ଠା ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago

ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ନବଗ୍ରହ ମନ୍ଦିର ବାରିପଦା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଆସନ୍ତା ମାର୍ଚ୍ଚ ମାସ ଏକ ତାରିଖ ଦିନ ବାରିପଦା ମଧୁବନ ଭୈରବ ମନ୍ଦିର ପ୍ରଙ୍ଗଣରେ ପ୍ରତିଷ୍ଠ। ହେବ ଏହି ନବଗ୍ରହ ମନ୍ଦିର । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଙ୍କ ପୌରାହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଫେବୃୟାରୀ ୨୫ ତାରିଖରୁ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏକ ତାରିଖରେ ପ୍ରତିଷ୍ଠା ହେବ ଏହି ନବଗ୍‌ରହ ମନ୍ଦିର ବୋଲି ନିଷ୍ପତି ହୋଇଛି । ବୈଠକରେ ବାରିପଦା ସହରର ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ପ୍ରତିଷ୍ଠା ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।

More news from ଓଡ଼ିଶା and nearby areas
  • ବାରିପଦା -ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥିକୁ ମୟୁରଭଞ୍ଜ ବିଜେପି ପାଳନ କଲା ସହିଦ ସ୍ମୃତି ଭାବନାରେ
    1
    ବାରିପଦା -ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥିକୁ ମୟୁରଭଞ୍ଜ ବିଜେପି ପାଳନ କଲା ସହିଦ ସ୍ମୃତି ଭାବନାରେ
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ମୋ ସାନ ଭାଇ ଟା ସବୁ ବିଗାଡି ଦେଇଚି ମାଟି କରିଦେଲା ବିଜେଡ଼ି କୁ ସଫା କରିଦେଲା ଭାଇ ଟା ବୁଢ଼ା ଟାକୁ କେରେକେରା କରିଦେଲା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣଗ୍ରାହୀ କହିଲେ ସବୁ
    1
    ମୋ ସାନ ଭାଇ ଟା ସବୁ ବିଗାଡି ଦେଇଚି ମାଟି କରିଦେଲା ବିଜେଡ଼ି କୁ ସଫା କରିଦେଲା ଭାଇ ଟା ବୁଢ଼ା ଟାକୁ କେରେକେରା କରିଦେଲା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣଗ୍ରାହୀ କହିଲେ ସବୁ
    user_Prime time press
    Prime time press
    ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • 👉 ଗାଙ୍ଗୁଲି କହିଛନ୍ତି – କ୍ରୀଡା ଓ ରାଜନୀତି ଭିନ୍ନ। ଭାରତ-ପାକିସ୍ତାନ ମ୍ୟାଚ୍ ସଦା ରୋମାଞ୍ଚକର। ଭାରତ ଦଳ ଶକ୍ତିଶାଳୀ, ପାକିସ୍ତାନ ପାଇଁ ଜିତିବା ସହଜ ହେବ ନାହିଁ। 📌 କିନ୍ତୁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ମୁକାବିଲା! #SouravGanguly #T20WorldCup #IndiaVsPakistan #Cricket #TeamIndia #PakistanCricket #CricketLovers #OdiaSports #T20Match #CricketNews
    1
    👉 ଗାଙ୍ଗୁଲି କହିଛନ୍ତି – କ୍ରୀଡା ଓ ରାଜନୀତି ଭିନ୍ନ। ଭାରତ-ପାକିସ୍ତାନ ମ୍ୟାଚ୍ ସଦା ରୋମାଞ୍ଚକର। ଭାରତ ଦଳ ଶକ୍ତିଶାଳୀ, ପାକିସ୍ତାନ ପାଇଁ ଜିତିବା ସହଜ ହେବ ନାହିଁ।
📌 କିନ୍ତୁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ମୁକାବିଲା!
#SouravGanguly #T20WorldCup #IndiaVsPakistan #Cricket #TeamIndia #PakistanCricket #CricketLovers #OdiaSports #T20Match #CricketNews
    user_Mayurbhanj Live
    Mayurbhanj Live
    Engineer ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଖଣି ବିଭାଗ, ୩ଘଣ୍ଟା ଧରି ଖଣି ଅଧିକାରୀଙ୍କୁ ଅଟକ ରଖିଲେ ମାଟି ମାଫିଆ। ବଜ୍ରପାତ ଉପରେ ପ୍ରତିବନ୍ଧକ ସାଜିବା ପାଇଁ ସରକାର ତାଳଗଛ ଲଗାଇବା ପାଇଁ କହୁଥିବା ବେଳେ ମାଫିଆ ମାନେ ତାକୁ କାଟି ପକାଉଛନ୍ତି। ରେଳବାଇ କାମ ବାହାନାରେ ସରକାରୀ ଜାଗାରେ ଲାଗିଥିବା ତାଳଗଛ କାଟି ଦେଇ ମାଲେମାଲ ହେଉଛନ୍ତି ମାଫିଆ। ଘରୋଇ ଜମି ସହିତ ଜଙ୍ଗଲ ଜମି ଓ ସରକାରୀ ଜାଗାରୁ କୋଟି କୋଟି ଟଙ୍କାର ମାଟି ଲୁଟ କରି ଆଖପାଖ କରୁଛନ୍ତି ଚୋରା ଚାଲାଣ। ଏହା ସହିତ ଦିନରାତି ମାଟି ଚାଲାଣରେ ଲିଗିଥିବା ଡମ୍ପର ଏବଂ ହାଇୱ୍ବା ଗାଡି ଗୋଡିକରେ କୈାଣସି କାଗଜପତ୍ର ନଥିବାରୁ ବେଆଇନ ଭାବରେ ଦୃତ ଗତିରେ ଯାତାୟତ କରୁଥିବା ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟିବା ସହ ଧୂଳି ଧୂଆଁରେ ଲୋକେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ବାରମ୍ବାର କହିବା ପରେ ଚାଳକ ଏବଂ ମାଫିଆ ମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି। ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ତଥା ବାହାର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ବାରିଦା, ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଏବଂ ଜଳକା ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପାଖା ପାଖି ୭୦ ଏକର ସରକାରୀ ଜମି, ଜଙ୍ଗଲ ଜମି ଏବଂ ଘରୋଇ ଜମି ଆଦିରୁ ମାଟି ଲୁଟ କରି ମାଫିଆ ମାନେ ରାଜସ୍ୱ ବିଭାଗ, ପୁଲିସ ପ୍ରଶାସନ, ଖଣି ବିଭାଗ ଆଖିରେ ଧୂଳି ଦେଇ ବେଆଇନ ଭାବରେ ଡମ୍ପର, ହାଇୱ୍ବା, ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବେ ମାଟି ପରିବହନ କରିବା ସହ ଚାଲାଣ କରୁଛନ୍ତି। ଏହି ଅଞ୍ଚଳରେ ମାଟି ଉତ୍ତୋଳନ କରି ଚାଲାଣ ହେଉଥିବା ସମୟରେ ଆମେ ଘଟଣା ସ୍ଥଳରେ ପହଞ୍ଚିବାରୁ ଜେସିବି ଏବଂ ଟ୍ରାକ୍ଟର ସେଠାରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ସେଠାରେ ପହଞ୍ଚିବା ବେଳକୁ ଯାହା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମାଫିଆ ମାନେ ଏହି ମାଟି ଉତ୍ତୋଳନ ବେଳେ ବିଲ ମଧ୍ୟ ଦେଇ ଯାଇଥିବା ବିଶାଳକାୟ ତାଳ ଗଛକୁ ଗଣ୍ଡିରୁ ଅଲଗା କରିବା ସହ କିଛି ସ୍ଥାନରେ ତାଳଗଛଟି ମାଟି ଉପରେ ଦଣ୍ଡାୟମାନ ହେବା ପାଇଁ ଯେତକ ସ୍ଥାନ ଦରକାର ତାକୁ ଛାଡ଼ି ଅର୍ଥାତ୍ ମୂଳକୁ ଛାଡ଼ି ସମ୍ପୂର୍ଣ୍ଣ ରୂପେ ଖୋଳ କରିଦେଇଥିଲେ। ସେହିଭଳି ମାଟି ଉତ୍ତୋଳନ ସ୍ଥାନ ଅନତି ଦୂରରେ ବହୁ ଗାଁ, ଜନବସତି ବସବାସ କରୁଛନ୍ତି। ସେମାନଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଉକ୍ତ ବିଲ ଦେଇ ଖୁଣ୍ଟ ପୋତି ୩୩କେଭି ତାର ସଂଯୋଗ କରାଯାଇଛି। ମାତ୍ର ମାଫିଆ ମାନେ ତାଳଗଛ କ୍ଷେତ୍ରରେ ଯାହା କରିଥିଲେ ବିଦ୍ୟୁତ ଖୁଣ୍ଟ କ୍ଷେତ୍ରରେ ମଧ୍ୟ ସମାନ ଢଙ୍ଗ ଆପଣାଇ କେବଳ ଖୁଣ୍ଟକୁ ଛାଡ଼ି ଦେଇ ମୂଳରୁ ମାଟି ତାଡ଼ି ନେଇଥିଲେ। ଫଳରେ ବର୍ଷା ଓ ପବନ ହେଲେ ଖୁଣ୍ଟ ଓଲଟିବା ଯୋଗୁ ଗ୍ରାମବାସୀ ବିଦ୍ୟୁତ ସରବରାହରୁ ବଞ୍ଚିତ ରହିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ହେବା ପରେ ଅପରାହ୍ଣରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା ସଦଳବଳେ ଘଟଣା ସ୍ଥଳକୁ ଯାଇଥିଲେ। ତେବେ ଦୂରରୁ ଖଣି ଅଧିକାରୀଙ୍କୁ ଦେଖି ମାଫିଆ ମାନେ ଟ୍ରାକ୍ଟର ଗୁଡ଼ିକ ଖସାଇ ନେବାରେ ସକ୍ଷମ ହୋଇଥିବା ବେଳେ ଗୋଟାଏ ଟ୍ରାକ୍ଟରକୁ ବିଭାଗ ଜବତ କରିଥିଲା। ମାତ୍ର ଟ୍ରାକ୍ଟରଟିରେ ମାଟି ନଥିବାରୁ ମାଫିଆ ମାନେ ତାହାକୁ ଖସାଇ ନେବା ପାଇଁ ଜିଦରେ ଅଡ଼ି ବସି ଖଣି ଅଧିକାରୀଙ୍କୁ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ସେହିଭଳି ଘଟଣା ସ୍ଥଳଟି ରାସଗୋବିନ୍ଦପୁର ଥାନା ଅଞ୍ଚଳର ବୋଲି ମାଫିଆ ମାନେ ଦାବି କରିଥିଲେ। ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ, ବସ୍ତା ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ମାତ୍ର ଘଟଣା ସ୍ଥଳଟି ବସ୍ତା ଥାନା ଅଞ୍ଚଳର ବୋଲି ଜଣା ପଡ଼ିବା ପରେ ପୁଲିସ ଟ୍ରାକ୍ଟରଟିକୁ ଜବତ୍ କରି ଥାନାକୁ ଆଣିଛି। ତେବେ ଯେଉଁ ଭଳି ମାଟି ଚାଲାଣ ହେଉଛି ଆଗାମୀ କିଛିବର୍ଷ ମଧ୍ୟରେ ଜଙ୍ଗଲ ଜମି ସବୁ ଜଳାଶୟରେ ପରିଣତ ହୋଇଯିବା ସହିତ ଅସମୟରେ ବଜ୍ରାଘାତ ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକଙ଼କ ଜୀବନ ଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏହି ଚୋରା ଚାଲାଣ ଉପରେ ପଦକ୍ଷେପ ଗ୍ରହଣ କରିବା ଦାବି ହୋଇଛି।
    1
    ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଖଣି ବିଭାଗ, ୩ଘଣ୍ଟା ଧରି ଖଣି ଅଧିକାରୀଙ୍କୁ ଅଟକ ରଖିଲେ ମାଟି ମାଫିଆ।
ବଜ୍ରପାତ ଉପରେ ପ୍ରତିବନ୍ଧକ ସାଜିବା ପାଇଁ ସରକାର ତାଳଗଛ ଲଗାଇବା ପାଇଁ କହୁଥିବା ବେଳେ ମାଫିଆ ମାନେ ତାକୁ କାଟି ପକାଉଛନ୍ତି। ରେଳବାଇ କାମ ବାହାନାରେ ସରକାରୀ ଜାଗାରେ ଲାଗିଥିବା ତାଳଗଛ କାଟି ଦେଇ ମାଲେମାଲ ହେଉଛନ୍ତି ମାଫିଆ। ଘରୋଇ ଜମି ସହିତ ଜଙ୍ଗଲ ଜମି ଓ ସରକାରୀ ଜାଗାରୁ କୋଟି କୋଟି ଟଙ୍କାର ମାଟି ଲୁଟ କରି ଆଖପାଖ କରୁଛନ୍ତି ଚୋରା ଚାଲାଣ। ଏହା ସହିତ ଦିନରାତି ମାଟି ଚାଲାଣରେ ଲିଗିଥିବା ଡମ୍ପର ଏବଂ ହାଇୱ୍ବା ଗାଡି ଗୋଡିକରେ କୈାଣସି କାଗଜପତ୍ର ନଥିବାରୁ ବେଆଇନ ଭାବରେ ଦୃତ ଗତିରେ ଯାତାୟତ କରୁଥିବା ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟିବା ସହ ଧୂଳି ଧୂଆଁରେ ଲୋକେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ବାରମ୍ବାର କହିବା ପରେ ଚାଳକ ଏବଂ ମାଫିଆ ମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି। ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ତଥା ବାହାର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ବାରିଦା, ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଏବଂ ଜଳକା ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପାଖା ପାଖି ୭୦ ଏକର ସରକାରୀ ଜମି, ଜଙ୍ଗଲ ଜମି ଏବଂ ଘରୋଇ ଜମି ଆଦିରୁ ମାଟି ଲୁଟ କରି ମାଫିଆ ମାନେ ରାଜସ୍ୱ ବିଭାଗ, ପୁଲିସ ପ୍ରଶାସନ, ଖଣି ବିଭାଗ ଆଖିରେ ଧୂଳି ଦେଇ ବେଆଇନ ଭାବରେ ଡମ୍ପର, ହାଇୱ୍ବା, ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବେ ମାଟି ପରିବହନ କରିବା ସହ ଚାଲାଣ କରୁଛନ୍ତି। ଏହି ଅଞ୍ଚଳରେ ମାଟି ଉତ୍ତୋଳନ କରି ଚାଲାଣ ହେଉଥିବା ସମୟରେ ଆମେ ଘଟଣା ସ୍ଥଳରେ ପହଞ୍ଚିବାରୁ ଜେସିବି ଏବଂ ଟ୍ରାକ୍ଟର ସେଠାରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ସେଠାରେ ପହଞ୍ଚିବା ବେଳକୁ ଯାହା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମାଫିଆ ମାନେ ଏହି ମାଟି ଉତ୍ତୋଳନ ବେଳେ ବିଲ ମଧ୍ୟ ଦେଇ ଯାଇଥିବା ବିଶାଳକାୟ ତାଳ ଗଛକୁ ଗଣ୍ଡିରୁ ଅଲଗା କରିବା ସହ କିଛି ସ୍ଥାନରେ ତାଳଗଛଟି ମାଟି ଉପରେ ଦଣ୍ଡାୟମାନ ହେବା ପାଇଁ  ଯେତକ ସ୍ଥାନ ଦରକାର ତାକୁ ଛାଡ଼ି ଅର୍ଥାତ୍ ମୂଳକୁ ଛାଡ଼ି ସମ୍ପୂର୍ଣ୍ଣ ରୂପେ ଖୋଳ କରିଦେଇଥିଲେ। ସେହିଭଳି ମାଟି ଉତ୍ତୋଳନ ସ୍ଥାନ ଅନତି ଦୂରରେ ବହୁ ଗାଁ, ଜନବସତି ବସବାସ କରୁଛନ୍ତି। ସେମାନଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଉକ୍ତ ବିଲ ଦେଇ ଖୁଣ୍ଟ ପୋତି ୩୩କେଭି ତାର ସଂଯୋଗ କରାଯାଇଛି। ମାତ୍ର ମାଫିଆ ମାନେ ତାଳଗଛ କ୍ଷେତ୍ରରେ ଯାହା କରିଥିଲେ ବିଦ୍ୟୁତ ଖୁଣ୍ଟ କ୍ଷେତ୍ରରେ ମଧ୍ୟ ସମାନ ଢଙ୍ଗ ଆପଣାଇ କେବଳ ଖୁଣ୍ଟକୁ ଛାଡ଼ି ଦେଇ ମୂଳରୁ ମାଟି ତାଡ଼ି ନେଇଥିଲେ। ଫଳରେ ବର୍ଷା ଓ ପବନ ହେଲେ ଖୁଣ୍ଟ ଓଲଟିବା ଯୋଗୁ ଗ୍ରାମବାସୀ ବିଦ୍ୟୁତ ସରବରାହରୁ ବଞ୍ଚିତ ରହିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ହେବା ପରେ ଅପରାହ୍ଣରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା ସଦଳବଳେ ଘଟଣା ସ୍ଥଳକୁ ଯାଇଥିଲେ। ତେବେ ଦୂରରୁ ଖଣି ଅଧିକାରୀଙ୍କୁ ଦେଖି ମାଫିଆ ମାନେ ଟ୍ରାକ୍ଟର ଗୁଡ଼ିକ ଖସାଇ ନେବାରେ ସକ୍ଷମ ହୋଇଥିବା ବେଳେ ଗୋଟାଏ ଟ୍ରାକ୍ଟରକୁ ବିଭାଗ ଜବତ କରିଥିଲା। ମାତ୍ର ଟ୍ରାକ୍ଟରଟିରେ ମାଟି ନଥିବାରୁ ମାଫିଆ ମାନେ ତାହାକୁ ଖସାଇ ନେବା ପାଇଁ ଜିଦରେ ଅଡ଼ି ବସି ଖଣି ଅଧିକାରୀଙ୍କୁ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ସେହିଭଳି ଘଟଣା ସ୍ଥଳଟି ରାସଗୋବିନ୍ଦପୁର ଥାନା ଅଞ୍ଚଳର ବୋଲି ମାଫିଆ ମାନେ ଦାବି କରିଥିଲେ। ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ, ବସ୍ତା ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ମାତ୍ର ଘଟଣା ସ୍ଥଳଟି ବସ୍ତା ଥାନା ଅଞ୍ଚଳର ବୋଲି ଜଣା ପଡ଼ିବା ପରେ ପୁଲିସ ଟ୍ରାକ୍ଟରଟିକୁ ଜବତ୍ କରି ଥାନାକୁ ଆଣିଛି।  ତେବେ ଯେଉଁ ଭଳି ମାଟି ଚାଲାଣ ହେଉଛି ଆଗାମୀ କିଛିବର୍ଷ ମଧ୍ୟରେ ଜଙ୍ଗଲ ଜମି ସବୁ ଜଳାଶୟରେ ପରିଣତ ହୋଇଯିବା ସହିତ ଅସମୟରେ ବଜ୍ରାଘାତ ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକଙ଼କ ଜୀବନ ଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏହି ଚୋରା ଚାଲାଣ ଉପରେ ପଦକ୍ଷେପ ଗ୍ରହଣ କରିବା ଦାବି ହୋଇଛି।
    user_Sk Ajaruddin
    Sk Ajaruddin
    Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
    52 min ago
  • ଉଦଳା news
    1
    ଉଦଳା news
    user_DEEPAK KUMAR SETHI
    DEEPAK KUMAR SETHI
    Social worker ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ସାରା ଓଡ଼ିଶାରେ ମଙ୍ଗଳବାର ଦିନ ପ୍ରଦେଶ କିଶାନ କଂଗ୍ରେସ କମିଟି ପକ୍ଷରୁ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପୂର୍ବ ଶାଖା ପକ୍ଷରୁ ଜିଲ୍ଲା ସଭାପତି ଦୀପକ ଦାଶ ଙ୍କ ସଭାପତିତ୍ବରେ ବିକ୍ଷଭ ପ୍ରଦର୍ଶନ ସହ ବାରିପଦାର ଶିଶୁ ଉଦ୍ୟାନ ନିକଟରୁ ଏକ ରାଲି ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ସେଠାରେ ବିକ୍ଷଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ କୃଷକ ବିରୋଧୀ ଓ କୃଷି ବିରୋଧୀ କୃଷି ମନ୍ତ୍ରୀ କେବି ସିଂ ଦେଓ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ନେଇ କିଶାନ କଂଗ୍ରେସ କମିଟି ର ଅଧ୍ୟକ୍ଷ ଅଭୟ ସାହୁ ଏନେଇ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି।
    1
    ସାରା ଓଡ଼ିଶାରେ ମଙ୍ଗଳବାର ଦିନ ପ୍ରଦେଶ କିଶାନ କଂଗ୍ରେସ କମିଟି ପକ୍ଷରୁ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପୂର୍ବ ଶାଖା ପକ୍ଷରୁ ଜିଲ୍ଲା ସଭାପତି ଦୀପକ ଦାଶ ଙ୍କ ସଭାପତିତ୍ବରେ ବିକ୍ଷଭ ପ୍ରଦର୍ଶନ ସହ   ବାରିପଦାର ଶିଶୁ ଉଦ୍ୟାନ ନିକଟରୁ ଏକ ରାଲି ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ସେଠାରେ ବିକ୍ଷଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ କୃଷକ ବିରୋଧୀ ଓ କୃଷି ବିରୋଧୀ କୃଷି ମନ୍ତ୍ରୀ କେବି ସିଂ ଦେଓ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ନେଇ କିଶାନ କଂଗ୍ରେସ କମିଟି ର ଅଧ୍ୟକ୍ଷ ଅଭୟ ସାହୁ ଏନେଇ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ
    1
    ବବି ଦାସ ଆଉ ନବୀନ ପଟ୍ଟନାୟକ ଙ୍କୁ ଟେ କୁ ଟେ କୁ ହରଡ ଘାଣା ରେ ସୁଲତା ଦେଓ
    user_Prime time press
    Prime time press
    ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.