ମୂଳକୁ ଛାଡ଼ି ଖୋଳ କରିଦେଲେ ମାଟି ମାଫିଆ, ଖଣି ଓ ଜଙ୍ଗଲ ବିଭାଗକୁ ଚ୍ୟାଲେଞ୍ଜ। ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଖଣି ବିଭାଗ, ୩ଘଣ୍ଟା ଧରି ଖଣି ଅଧିକାରୀଙ୍କୁ ଅଟକ ରଖିଲେ ମାଟି ମାଫିଆ। ବଜ୍ରପାତ ଉପରେ ପ୍ରତିବନ୍ଧକ ସାଜିବା ପାଇଁ ସରକାର ତାଳଗଛ ଲଗାଇବା ପାଇଁ କହୁଥିବା ବେଳେ ମାଫିଆ ମାନେ ତାକୁ କାଟି ପକାଉଛନ୍ତି। ରେଳବାଇ କାମ ବାହାନାରେ ସରକାରୀ ଜାଗାରେ ଲାଗିଥିବା ତାଳଗଛ କାଟି ଦେଇ ମାଲେମାଲ ହେଉଛନ୍ତି ମାଫିଆ। ଘରୋଇ ଜମି ସହିତ ଜଙ୍ଗଲ ଜମି ଓ ସରକାରୀ ଜାଗାରୁ କୋଟି କୋଟି ଟଙ୍କାର ମାଟି ଲୁଟ କରି ଆଖପାଖ କରୁଛନ୍ତି ଚୋରା ଚାଲାଣ। ଏହା ସହିତ ଦିନରାତି ମାଟି ଚାଲାଣରେ ଲିଗିଥିବା ଡମ୍ପର ଏବଂ ହାଇୱ୍ବା ଗାଡି ଗୋଡିକରେ କୈାଣସି କାଗଜପତ୍ର ନଥିବାରୁ ବେଆଇନ ଭାବରେ ଦୃତ ଗତିରେ ଯାତାୟତ କରୁଥିବା ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟିବା ସହ ଧୂଳି ଧୂଆଁରେ ଲୋକେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ବାରମ୍ବାର କହିବା ପରେ ଚାଳକ ଏବଂ ମାଫିଆ ମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି। ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ତଥା ବାହାର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ବାରିଦା, ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଏବଂ ଜଳକା ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପାଖା ପାଖି ୭୦ ଏକର ସରକାରୀ ଜମି, ଜଙ୍ଗଲ ଜମି ଏବଂ ଘରୋଇ ଜମି ଆଦିରୁ ମାଟି ଲୁଟ କରି ମାଫିଆ ମାନେ ରାଜସ୍ୱ ବିଭାଗ, ପୁଲିସ ପ୍ରଶାସନ, ଖଣି ବିଭାଗ ଆଖିରେ ଧୂଳି ଦେଇ ବେଆଇନ ଭାବରେ ଡମ୍ପର, ହାଇୱ୍ବା, ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବେ ମାଟି ପରିବହନ କରିବା ସହ ଚାଲାଣ କରୁଛନ୍ତି। ଏହି ଅଞ୍ଚଳରେ ମାଟି ଉତ୍ତୋଳନ କରି ଚାଲାଣ ହେଉଥିବା ସମୟରେ ଆମେ ଘଟଣା ସ୍ଥଳରେ ପହଞ୍ଚିବାରୁ ଜେସିବି ଏବଂ ଟ୍ରାକ୍ଟର ସେଠାରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ସେଠାରେ ପହଞ୍ଚିବା ବେଳକୁ ଯାହା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମାଫିଆ ମାନେ ଏହି ମାଟି ଉତ୍ତୋଳନ ବେଳେ ବିଲ ମଧ୍ୟ ଦେଇ ଯାଇଥିବା ବିଶାଳକାୟ ତାଳ ଗଛକୁ ଗଣ୍ଡିରୁ ଅଲଗା କରିବା ସହ କିଛି ସ୍ଥାନରେ ତାଳଗଛଟି ମାଟି ଉପରେ ଦଣ୍ଡାୟମାନ ହେବା ପାଇଁ ଯେତକ ସ୍ଥାନ ଦରକାର ତାକୁ ଛାଡ଼ି ଅର୍ଥାତ୍ ମୂଳକୁ ଛାଡ଼ି ସମ୍ପୂର୍ଣ୍ଣ ରୂପେ ଖୋଳ କରିଦେଇଥିଲେ। ସେହିଭଳି ମାଟି ଉତ୍ତୋଳନ ସ୍ଥାନ ଅନତି ଦୂରରେ ବହୁ ଗାଁ, ଜନବସତି ବସବାସ କରୁଛନ୍ତି। ସେମାନଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଉକ୍ତ ବିଲ ଦେଇ ଖୁଣ୍ଟ ପୋତି ୩୩କେଭି ତାର ସଂଯୋଗ କରାଯାଇଛି। ମାତ୍ର ମାଫିଆ ମାନେ ତାଳଗଛ କ୍ଷେତ୍ରରେ ଯାହା କରିଥିଲେ ବିଦ୍ୟୁତ ଖୁଣ୍ଟ କ୍ଷେତ୍ରରେ ମଧ୍ୟ ସମାନ ଢଙ୍ଗ ଆପଣାଇ କେବଳ ଖୁଣ୍ଟକୁ ଛାଡ଼ି ଦେଇ ମୂଳରୁ ମାଟି ତାଡ଼ି ନେଇଥିଲେ। ଫଳରେ ବର୍ଷା ଓ ପବନ ହେଲେ ଖୁଣ୍ଟ ଓଲଟିବା ଯୋଗୁ ଗ୍ରାମବାସୀ ବିଦ୍ୟୁତ ସରବରାହରୁ ବଞ୍ଚିତ ରହିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ହେବା ପରେ ଅପରାହ୍ଣରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା ସଦଳବଳେ ଘଟଣା ସ୍ଥଳକୁ ଯାଇଥିଲେ। ତେବେ ଦୂରରୁ ଖଣି ଅଧିକାରୀଙ୍କୁ ଦେଖି ମାଫିଆ ମାନେ ଟ୍ରାକ୍ଟର ଗୁଡ଼ିକ ଖସାଇ ନେବାରେ ସକ୍ଷମ ହୋଇଥିବା ବେଳେ ଗୋଟାଏ ଟ୍ରାକ୍ଟରକୁ ବିଭାଗ ଜବତ କରିଥିଲା। ମାତ୍ର ଟ୍ରାକ୍ଟରଟିରେ ମାଟି ନଥିବାରୁ ମାଫିଆ ମାନେ ତାହାକୁ ଖସାଇ ନେବା ପାଇଁ ଜିଦରେ ଅଡ଼ି ବସି ଖଣି ଅଧିକାରୀଙ୍କୁ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ସେହିଭଳି ଘଟଣା ସ୍ଥଳଟି ରାସଗୋବିନ୍ଦପୁର ଥାନା ଅଞ୍ଚଳର ବୋଲି ମାଫିଆ ମାନେ ଦାବି କରିଥିଲେ। ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ, ବସ୍ତା ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ମାତ୍ର ଘଟଣା ସ୍ଥଳଟି ବସ୍ତା ଥାନା ଅଞ୍ଚଳର ବୋଲି ଜଣା ପଡ଼ିବା ପରେ ପୁଲିସ ଟ୍ରାକ୍ଟରଟିକୁ ଜବତ୍ କରି ଥାନାକୁ ଆଣିଛି। ତେବେ ଯେଉଁ ଭଳି ମାଟି ଚାଲାଣ ହେଉଛି ଆଗାମୀ କିଛିବର୍ଷ ମଧ୍ୟରେ ଜଙ୍ଗଲ ଜମି ସବୁ ଜଳାଶୟରେ ପରିଣତ ହୋଇଯିବା ସହିତ ଅସମୟରେ ବଜ୍ରାଘାତ ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକଙ଼କ ଜୀବନ ଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏହି ଚୋରା ଚାଲାଣ ଉପରେ ପଦକ୍ଷେପ ଗ୍ରହଣ କରିବା ଦାବି ହୋଇଛି।

- ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଖଣି ବିଭାଗ, ୩ଘଣ୍ଟା ଧରି ଖଣି ଅଧିକାରୀଙ୍କୁ ଅଟକ ରଖିଲେ ମାଟି ମାଫିଆ। ବଜ୍ରପାତ ଉପରେ ପ୍ରତିବନ୍ଧକ ସାଜିବା ପାଇଁ ସରକାର ତାଳଗଛ ଲଗାଇବା ପାଇଁ କହୁଥିବା ବେଳେ ମାଫିଆ ମାନେ ତାକୁ କାଟି ପକାଉଛନ୍ତି। ରେଳବାଇ କାମ ବାହାନାରେ ସରକାରୀ ଜାଗାରେ ଲାଗିଥିବା ତାଳଗଛ କାଟି ଦେଇ ମାଲେମାଲ ହେଉଛନ୍ତି ମାଫିଆ। ଘରୋଇ ଜମି ସହିତ ଜଙ୍ଗଲ ଜମି ଓ ସରକାରୀ ଜାଗାରୁ କୋଟି କୋଟି ଟଙ୍କାର ମାଟି ଲୁଟ କରି ଆଖପାଖ କରୁଛନ୍ତି ଚୋରା ଚାଲାଣ। ଏହା ସହିତ ଦିନରାତି ମାଟି ଚାଲାଣରେ ଲିଗିଥିବା ଡମ୍ପର ଏବଂ ହାଇୱ୍ବା ଗାଡି ଗୋଡିକରେ କୈାଣସି କାଗଜପତ୍ର ନଥିବାରୁ ବେଆଇନ ଭାବରେ ଦୃତ ଗତିରେ ଯାତାୟତ କରୁଥିବା ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟିବା ସହ ଧୂଳି ଧୂଆଁରେ ଲୋକେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ବାରମ୍ବାର କହିବା ପରେ ଚାଳକ ଏବଂ ମାଫିଆ ମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି। ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ତଥା ବାହାର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ବାରିଦା, ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଏବଂ ଜଳକା ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପାଖା ପାଖି ୭୦ ଏକର ସରକାରୀ ଜମି, ଜଙ୍ଗଲ ଜମି ଏବଂ ଘରୋଇ ଜମି ଆଦିରୁ ମାଟି ଲୁଟ କରି ମାଫିଆ ମାନେ ରାଜସ୍ୱ ବିଭାଗ, ପୁଲିସ ପ୍ରଶାସନ, ଖଣି ବିଭାଗ ଆଖିରେ ଧୂଳି ଦେଇ ବେଆଇନ ଭାବରେ ଡମ୍ପର, ହାଇୱ୍ବା, ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବେ ମାଟି ପରିବହନ କରିବା ସହ ଚାଲାଣ କରୁଛନ୍ତି। ଏହି ଅଞ୍ଚଳରେ ମାଟି ଉତ୍ତୋଳନ କରି ଚାଲାଣ ହେଉଥିବା ସମୟରେ ଆମେ ଘଟଣା ସ୍ଥଳରେ ପହଞ୍ଚିବାରୁ ଜେସିବି ଏବଂ ଟ୍ରାକ୍ଟର ସେଠାରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ସେଠାରେ ପହଞ୍ଚିବା ବେଳକୁ ଯାହା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମାଫିଆ ମାନେ ଏହି ମାଟି ଉତ୍ତୋଳନ ବେଳେ ବିଲ ମଧ୍ୟ ଦେଇ ଯାଇଥିବା ବିଶାଳକାୟ ତାଳ ଗଛକୁ ଗଣ୍ଡିରୁ ଅଲଗା କରିବା ସହ କିଛି ସ୍ଥାନରେ ତାଳଗଛଟି ମାଟି ଉପରେ ଦଣ୍ଡାୟମାନ ହେବା ପାଇଁ ଯେତକ ସ୍ଥାନ ଦରକାର ତାକୁ ଛାଡ଼ି ଅର୍ଥାତ୍ ମୂଳକୁ ଛାଡ଼ି ସମ୍ପୂର୍ଣ୍ଣ ରୂପେ ଖୋଳ କରିଦେଇଥିଲେ। ସେହିଭଳି ମାଟି ଉତ୍ତୋଳନ ସ୍ଥାନ ଅନତି ଦୂରରେ ବହୁ ଗାଁ, ଜନବସତି ବସବାସ କରୁଛନ୍ତି। ସେମାନଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଉକ୍ତ ବିଲ ଦେଇ ଖୁଣ୍ଟ ପୋତି ୩୩କେଭି ତାର ସଂଯୋଗ କରାଯାଇଛି। ମାତ୍ର ମାଫିଆ ମାନେ ତାଳଗଛ କ୍ଷେତ୍ରରେ ଯାହା କରିଥିଲେ ବିଦ୍ୟୁତ ଖୁଣ୍ଟ କ୍ଷେତ୍ରରେ ମଧ୍ୟ ସମାନ ଢଙ୍ଗ ଆପଣାଇ କେବଳ ଖୁଣ୍ଟକୁ ଛାଡ଼ି ଦେଇ ମୂଳରୁ ମାଟି ତାଡ଼ି ନେଇଥିଲେ। ଫଳରେ ବର୍ଷା ଓ ପବନ ହେଲେ ଖୁଣ୍ଟ ଓଲଟିବା ଯୋଗୁ ଗ୍ରାମବାସୀ ବିଦ୍ୟୁତ ସରବରାହରୁ ବଞ୍ଚିତ ରହିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ହେବା ପରେ ଅପରାହ୍ଣରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା ସଦଳବଳେ ଘଟଣା ସ୍ଥଳକୁ ଯାଇଥିଲେ। ତେବେ ଦୂରରୁ ଖଣି ଅଧିକାରୀଙ୍କୁ ଦେଖି ମାଫିଆ ମାନେ ଟ୍ରାକ୍ଟର ଗୁଡ଼ିକ ଖସାଇ ନେବାରେ ସକ୍ଷମ ହୋଇଥିବା ବେଳେ ଗୋଟାଏ ଟ୍ରାକ୍ଟରକୁ ବିଭାଗ ଜବତ କରିଥିଲା। ମାତ୍ର ଟ୍ରାକ୍ଟରଟିରେ ମାଟି ନଥିବାରୁ ମାଫିଆ ମାନେ ତାହାକୁ ଖସାଇ ନେବା ପାଇଁ ଜିଦରେ ଅଡ଼ି ବସି ଖଣି ଅଧିକାରୀଙ୍କୁ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ସେହିଭଳି ଘଟଣା ସ୍ଥଳଟି ରାସଗୋବିନ୍ଦପୁର ଥାନା ଅଞ୍ଚଳର ବୋଲି ମାଫିଆ ମାନେ ଦାବି କରିଥିଲେ। ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ, ବସ୍ତା ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ମାତ୍ର ଘଟଣା ସ୍ଥଳଟି ବସ୍ତା ଥାନା ଅଞ୍ଚଳର ବୋଲି ଜଣା ପଡ଼ିବା ପରେ ପୁଲିସ ଟ୍ରାକ୍ଟରଟିକୁ ଜବତ୍ କରି ଥାନାକୁ ଆଣିଛି। ତେବେ ଯେଉଁ ଭଳି ମାଟି ଚାଲାଣ ହେଉଛି ଆଗାମୀ କିଛିବର୍ଷ ମଧ୍ୟରେ ଜଙ୍ଗଲ ଜମି ସବୁ ଜଳାଶୟରେ ପରିଣତ ହୋଇଯିବା ସହିତ ଅସମୟରେ ବଜ୍ରାଘାତ ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକଙ଼କ ଜୀବନ ଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏହି ଚୋରା ଚାଲାଣ ଉପରେ ପଦକ୍ଷେପ ଗ୍ରହଣ କରିବା ଦାବି ହୋଇଛି।1
- ଦିର୍ଘଦିନର ରାଜନୈତିକ ଛକା ପଞ୍ଜା ପରେ ପ୍ରଶାସନିକ ହସ୍ତକ୍ଷେପ ପରେ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ର ଭଙ୍ଗାଗଲା ତାଲା। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ନିର୍ବାଚିତ ସରପଞ୍ଚ ମହେଶ୍ୱର ଜେନା ଙ୍କ ବିରୋଧରେ ପ୍ରତିପକ୍ଷ ନିର୍ବାଚନୀ ମାମଲା କରି ସରପଞ୍ଚ ଙ୍କ ପଦକୁ ଅସିଦ୍ଧ ଘୋଷଣା ପାଇଁ ଦାବି କରିଥିଲେ। ତେବେ ମାମଲା ଟି ନିମ୍ନ ଅଦାଲତ ରୁ ହାଇକୋର୍ଟ ପର୍ଯ୍ୟନ୍ତ ଶୁଣାଣି ହୋଇଥିବା ବେଳେ, ହାଇକୋର୍ଟ ପ୍ରତିପକ୍ଷ ଙ୍କ ଦାବି ଯଥାର୍ଥ ଥିବା ସହ ମହେଶ୍ୱର ଜେନା ଅଯୋଗ୍ୟ ଥିବାରୁ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିବା ସହ ନାଏବ୍ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ସରପଞ୍ଚ ମହେଶ୍ୱର ଜେନା ଙ୍କୁ ନାଏବ୍ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମହେଶ୍ୱର ଜେନା ଦାୟିତ୍ଵ ହସ୍ତାନ୍ତର ନକରିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ନିଜ କବଜାରେ ରଖିଥିଲେ।ଫଳରେ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ତେବେ ଲୋକଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ତାଲା କଟା ଯାଇ କାର୍ଯ୍ୟାଳୟ ଖୋଲା ଯାଇଥିଲା।1
- ବାବା ତାଡକେସ୍ଵର ଯଜ୍ଞ ମହୋତ୍ସବ ର ସିଲଭର୍ ଜୁବଲି ଉଦଘାଟିତ।1
- ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।1
- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ କଂଗ୍ରେସ ନେତା ସନ୍ତୋଷ ଜେନା1
- ଚାଷୀ ମାରଣ ନୀତିକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏଥି ସହିତ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ। କାର୍ଯ୍ୟକ୍ରମରେ କିଶାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁଙ୍କ ସମେତ ଜିଲ୍ଲା କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଥିଲେ।1
- ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମନୀଷା ସେନାପତିଙ୍କ 32ତମ ଜନ୍ମ ବାର୍ଷିକୀ କେମିତି ହେଲା?1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଜାମଶୂଳୀ ର ସୁବର୍ଣ୍ଣ ଜୟନ୍ତୀ ୪ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ହେଉଛି ଅନ୍ତିମ ଦିବସ। ଆଜି ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ହସାଇ ମନୋରଞ୍ଜନ କରୁଥିବା ଓଡ଼ିଶାର ହାସ୍ୟ ଅଭିନେତା ପ୍ରଜ୍ଞା (ପ୍ରଜ୍ଞାନ ରଞ୍ଜନ ଖଟୁଆ) ଙ୍କ ଇସାରାରେ ଝଲସିଲେ ଦର୍ଶକ।1