Shuru
Apke Nagar Ki App…
ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/26
MN.NEWS ODIA
ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/26
More news from ଓଡ଼ିଶା and nearby areas
- ଜୈବ ବିବିଧତାର ଅଦ୍ଭୁତ ସମ୍ଭାବନା ଥିବା ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ଲାଭ କରିପାରିଥିବା ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ହେଲେ ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡିହେବାକୁ ଯାଉଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଂଚାର ହୋଇଛି।1
- ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/261
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- Post by Khabar1
- ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉ କି ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବା ନେଇ ଏହି ବୈଠକରେ ସୂଚନା ପ୍ରଦାନ କରା ଯାଇଛି।1
- Post by Mayurbhanj Live1
- Post by Rajib Behera1
- ଆଜିକାର ଇଣ୍ଟରନେଟ୍ ଯୁଗରେ ଡିଜିଟାଲ୍ ସୁରକ୍ଷା ଏବଂ ସାଇବର୍ ଅପରାଧରୁ ସୁରକ୍ଷା ନିୟମିତ ସଚେତନତାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏମ୍ପିସି ଅଟୋନୋମସ୍ କଲେଜ ଠାରେ ସେଫାର୍ ଇଣ୍ଟରନେଟ୍ ଡେ ଭବ୍ୟତାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ GET 2 NET କମ୍ପ୍ୟୁଟର୍ ଷ୍ଟଡି ସେଣ୍ଟର ଦ୍ୱାରା ଓଡ଼ିଶା କମ୍ପ୍ୟୁଟର୍ ଅପ୍ପଲିକେସନ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (OKCL) ର ସହଯୋଗରେ ଆୟୋଜିତ ହୋଇଥିଲା।1