Shuru
Apke Nagar Ki App…
ରାସ୍ତା ପାର ହେଉଥିବା ବେଳେ ଜଣେ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
SonepurSambad
ରାସ୍ତା ପାର ହେଉଥିବା ବେଳେ ଜଣେ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଜିଲ୍ଲାପାଳ ଜିଲ୍ଲାର ଅନେକ ସ୍ଥାନ ବୁଲି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ବର୍ଷଯୋଗୁ ଘରୁ ବାହାରିବା ଅସମ୍ଭବ ହୋଇଯାଉଛି l ସମସ୍ତ ଛଅଟି ବ୍ଲକ ରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି l ବିଶେଷକରୀ ଜିଲ୍ଲାର ବିନିକା ତରଭା, ଡୁଙ୍ଗୁରିପାଲି, ବିରମହାରାଜପୁର ସୋନପୁର ରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି l ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ବର୍ଷଯୋଗୁ ଘରୁ ପ୍ରାୟ ବାହାରିବା ଅସମ୍ଭବ ହୋଇଯାଉଛି l ଜିଲ୍ଲା ସମସ୍ତ ଛଅଟି ବ୍ଲକ ରେ ପ୍ରବଳ ବର୍ଷହେଉଥିବା ଦେଖିବାକୁ ମିଳିଛି l ବିଶେଷକରୀ ଜିଲ୍ଲାର ବିନିକା, ତରଭା, ବିରମହାରାଜପୁର ସୋନପୁର ରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି l ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରୁହାଣ୍ଡି ଜୋର ଉପରେ ତିନିଫୁଟର ପାଣି ପ୍ରବାହିତ l ଯେଉଁଥିପାଇଁ ଯାତାୟାତ ବାଧାପ୍ରାପ୍ତ l ଜଣେ ବାଇକ ଚାଲକ ବିପଦ ଅବସ୍ଥାରେ ପାଣିରେ ସ୍ରୋତରେ ଯାଉଥିବା ଏକ ବାଇକ ଚାଲକ ଭାସି ଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ତରଭା ରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି l ତରଭା ଏନ ଏ ସି ତଳିଆ ଘର ଭିତରମାନଙ୍କୁ ପାଣି ପଶି l ତରଭା -କଣ୍ଟାମାଲ ରାସ୍ତାର ବଡ଼ବନ୍ଧ ନିକଟ ରାସ୍ତାରେ 3 ଫୁଟ ପାଣି ପ୍ରବାହିତ ହେଉଛି ତରଭା ରୁ କଣ୍ଟାମାଲ ରାସ୍ତା ବନ୍ଦ ହୋଇ ପଡିଛି l ତରଭା ଅଂଚଳରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି l ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ତିନି ଫୁଟ ବର୍ଷା ଜଳ ଯୋଗୁଁ l ସିଆଳି ଜୁଲୁଣ୍ଡା ଯାତାୟତ ଠପ୍ l ସେପଟେ ବିନିକା ବିଜ୍ଞାପିତ ଅଞ୍ଚଳ କଇରାପାଳି 10 ନମ୍ବର ୱାର୍ଡରେ ଜଳ ବନ୍ଦୀ ସ୍ଥିତି ଦେଖାଦେଇଛି l ଲଗାଣ ବର୍ଷା ଜଳରେ ଉବୁଟୁବୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l ଅନେକ ଘରେ ପାଣି ପଶିଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଲିକୁ ସୁରକ୍ଷିତ ଭାବେ ନେଉଥିବା ଦେଖିବାକୁ ମିଳିଛି ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ଯ ଦିଆଯାଇଛି l କେବଳ ସେତିକି ନୁହେଁ ବିନିକା ବ୍ଲକ ଘଣ୍ଟପାଲି ଗାଁ ନିକଟରେ ମହାନଦୀରୁ ମାଡ଼ି ଆସିଲା ବନ୍ୟା ପାଣି l ବନ୍ୟା ପାଣିରେ ଫସି ଯାଇଥିବା 7ଜଣକୁ ଉଦ୍ଧାର କରିଛି ବିନିକା ଅଗ୍ନୀଶମ ବାହୀନି l ଘଣ୍ଟପାଲି ନିକଟରେ ଜଣେ ବ୍ୟକ୍ତି ପାମ ଅଏଲ ଚାଷ କରିଛନ୍ତି l ସେଠାରେ ଦୁଇଟି ପରିବାର ରହି ଶ୍ରମିକ ଭାବରେ କାମ କରୁଥିଲେ l ପ୍ରବଳ ବର୍ଷା ହୋଇଥିବାରୁ ନିକଟରେ ନଦୀପାଣି ଓ ବର୍ଷା ପାଣି ଘେରି ଯାଇଥିଲା l ଗ୍ରାମବାସୀଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଗ୍ରାମବାସି 112କୁ କଲ କହିଥିଲେ l ବିନିକା ଅଗ୍ନୀଶମ ବାହୀନି ପହଞ୍ଚି ସାତ ଜଣକୁ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ଅପରପକ୍ଷରେ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳର ବୁଲି ପରିସ୍ଥିତି ଉପରେ ନଜର ରଖିବା ସହିତ ଲୋକଙ୍କ ଜୀବନ ସୁରକ୍ଷିତ ପାଇଁ ପ୍ରଶାସନ ପକ୍ଷରୁ ସଜାକଥିବା କହିଛନ୍ତି l ବର୍ଷା ବିତ୍ପାତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ଅସମୟରେ କେବଳ ଯେ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯିବ ତା ନୂହେଁ ଲୋକଙ୍କୁ ସାହାଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତ୍ୟବ୍ୟ l1
- କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି । ଗଣେଶ ପଟେଲ, ପ୍ରକାଶ ସାହୁ, ଆର୍ତ୍ତତ୍ରାଣ ସାହୁ, ଶ୍ରୀବନ୍ତ ଦେବତା, ଆର୍ ଆଇ ଅଫିସ୍ ପିଅନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଛି । ଏହାବ୍ୟତତ ମହାବୀର ବେହେରା,ଭଜମନ ପଧlନ ପ୍ରମୁଖଙ୍କ ମାଟିଘର ଭୁଷୁଡି ପଡିଛି । ଦୀର୍ଘ ଏକ ମାସ ଧରି ବାରମ୍ବାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବନ୍ୟା ପାଣି ଚାଷ ଜମିରେ ପ୍ରଭାବିତ ହେବାରୁ ପାୱାର ଟିଲର ଓ ଧାନରୁ ନଷ୍ଟ ହୋଇଛି । ପ୍ରକୃତ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସରକାରଙ୍କୁ ସାଧାରଣରେ ଦାବୀ ହେଉଛି ।1
- ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।3
- ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା - ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।1
- ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ1
- କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...1
- ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । #ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । ଗାଁ ମଶାଣିରେ ହେଲା ଶେଷ କୃତ୍ୟ। ହଜାର ହଜାର ଜନତା ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।1