Shuru
Apke Nagar Ki App…
ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । #ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । ଗାଁ ମଶାଣିରେ ହେଲା ଶେଷ କୃତ୍ୟ। ହଜାର ହଜାର ଜନତା ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
Bargarh TV
ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । #ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । ଗାଁ ମଶାଣିରେ ହେଲା ଶେଷ କୃତ୍ୟ। ହଜାର ହଜାର ଜନତା ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
More news from Sambalpur and nearby areas
- 🚨 ब्रेकिंग न्यूज़ | ACF सौम्य रंजन मौत मामले में बड़ा घटनाक्रम बहुचर्चित ACF सौम्य रंजन मौत मामले में एक अहम कानूनी घटनाक्रम सामने आया है। मामले में तत्कालीन DFO संग्राम बेहरा की जमानत याचिका पहले SDJM और उसके बाद जिला एवं सत्र न्यायालय द्वारा खारिज किए जाने के बाद उन्हें न्यायिक हिरासत में जेल भेज दिया गया। इस घटनाक्रम के बाद मामले में न्याय की उम्मीद एक बार फिर मजबूत हुई है। अब सभी की नजर आगे की न्यायिक प्रक्रिया पर टिकी है। 📹 DFO संग्राम बेहरा के जेल जाने का वीडियो सोशल मीडिया पर तेजी से वायरल हो रहा है। P24NEWS EXPRESS की अपील—मामला न्यायालय में विचाराधीन है। अंतिम निर्णय अदालत द्वारा साक्ष्यों के आधार पर लिया जाएगा। #BreakingNews #P24NewsExpress #ACFSoumyaRanjan #SangramBehera #Justice #OdishaNews 🚨 ब्रेकिंग न्यूज़ | ACF सौम्य रंजन मौत मामले में बड़ा घटनाक्रम बहुचर्चित ACF सौम्य रंजन मौत मामले में एक अहम कानूनी घटनाक्रम सामने आया है। मामले में तत्कालीन DFO संग्राम बेहरा की जमानत याचिका पहले SDJM और उसके बाद जिला एवं सत्र न्यायालय द्वारा खारिज किए जाने के बाद उन्हें न्यायिक हिरासत में जेल भेज दिया गया। इस घटनाक्रम के बाद मामले में न्याय की उम्मीद एक बार फिर मजबूत हुई है। अब सभी की नजर आगे की न्यायिक प्रक्रिया पर टिकी है। 📹 DFO संग्राम बेहरा के जेल जाने का वीडियो सोशल मीडिया पर तेजी से वायरल हो रहा है। P24NEWS EXPRESS की अपील—मामला न्यायालय में विचाराधीन है। अंतिम निर्णय अदालत द्वारा साक्ष्यों के आधार पर लिया जाएगा। #BreakingNews #P24NewsExpress #ACFSoumyaRanjan #SangramBehera #Justice #OdishaNews1
- ବେଲପାହାଡ଼ ପୌରପାଳିକାର ଅନାସ୍ଥା ପ୍ରସ୍ତାବ ମାମଲାରେ ନୂଆ ମୋଡ଼। ପୌରପାଳିକା ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କୁ ବର୍ତ୍ତମାନ ପାଇଁ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବେଲପାହାଡ଼ ପୌରପାଳିକାର ଅନାସ୍ଥା ପ୍ରସ୍ତାବ ମାମଲାରେ ନୂଆ ମୋଡ଼। ପୌରପାଳିକା ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କୁ ବର୍ତ୍ତମାନ ପାଇଁ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଇତିମଧ୍ୟରେ, ମାମଲାଟି ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠରୁ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠକୁ ସ୍ଥାନାନ୍ତରିତ ହୋଇଛି। ନିମାଇଁ ଚରଣ ପଣ୍ଡାଙ୍କ ସମର୍ଥନରେ ତିନି ଜଣ କାଉନସିଲରଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟ୍ ପିଟିସନ୍ ମୂଳ ମାମଲା ସହିତ ଯୋଡାଯାଇଛି। ଇତିମଧ୍ୟରେ, ପୂର୍ବରୁ ଜାରି ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକୁ ମଧ୍ୟ ବଜାୟ ରଖାଯାଇଛି। ଫଳରେ, ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରହିବ। ଏବେ ସମସ୍ତଙ୍କ ନଜର ମାମଲାର ପରବର୍ତ୍ତୀ ଶୁଣାଣି ଉପରେ।1
- CM Mohan Charan Majhi Felicitates Indian Idol Winner Jyotirmayee Nayak, Announces ₹5 Lakh Reward ଇଣ୍ଡିଆନ୍ ଆଇଡଲ୍ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ ଅସାଧାରଣ ସଫଳତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। #IndianIdol #JyotirmayeeNayak #MohanCharanMajhi #Odisha #OdishaNews #EntertainmentNews #BreakingNews1
- *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹* *🌹୨୯-୭-୨୦୨୬((ବୁଧବାର))🌹* 🪷🪷🪷🪷🪷🪷🪷🪷🪷 *ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।* 🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)* *କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।* *ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।* 🪷🪷🪷🪷🪷🪷🪷🪷🪷 *ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।* 🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।* 🪷🪷🪷🪷🪷🪷🪷🪷🪷 🪷🪷🪷🪷🪷🪷🪷🪷🪷 *ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।* *ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।* *ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।* *କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।* *ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।* *କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।* *ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।* *ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।* *ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।* *ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।* *କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।* *ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*1
- ଜଳବନ୍ଦୀ ଅବସ୍ଥାରେ ସବ ପୋଷ୍ଟ ଅଫିସ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସ ଭିତରେ ଜମି ରହିଛି ଗୋଟିଏ ଫୁଟର ବର୍ଷା ପାଣି1
- Allu Arjun Earns Praise for Respectful Gesture While Accepting Lord Jagannath Idol AAFA ବାର୍ଷିକ ସମ୍ମିଳନୀରେ ଅଲ୍ଲୁ ଅର୍ଜୁନଙ୍କୁ ଭଗବାନ ଜଗନ୍ନାଥଙ୍କ ଏକ ସୁନ୍ଦର ମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ପୂର୍ବରୁ ସେ ଜୋତା ଖୋଲି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ତାଙ୍କର ନମ୍ରତା ଓ ସଂସ୍କାରକୁ ପ୍ରଶଂସା କରୁଛନ୍ତି। #AlluArjun #LordJagannath #AAFA #Respect #Tollywood #IndiaNews #EntertainmentNews1
- ରାସ୍ତା ପାର ହେଉଥିବା ବେଳେ ଜଣେ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।1