logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଳବନ୍ଦୀ ଅବସ୍ଥାରେ ସବ ପୋଷ୍ଟ ଅଫିସ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସ ଭିତରେ ଜମି ରହିଛି ଗୋଟିଏ ଫୁଟର ବର୍ଷା ପାଣି

9 hrs ago
user_SonepurSambad
SonepurSambad
Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
9 hrs ago

ଜଳବନ୍ଦୀ ଅବସ୍ଥାରେ ସବ ପୋଷ୍ଟ ଅଫିସ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସ ଭିତରେ ଜମି ରହିଛି ଗୋଟିଏ ଫୁଟର ବର୍ଷା ପାଣି

More news from ଓଡ଼ିଶା and nearby areas
  • ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍ ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି #ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍ ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି ଶୋକରେ ସ୍ତବ୍ଧ। ଛୁଆ ନୁ ବୁଢା ସଭେ ଆଖିରେ ଲୁହ ନେଇ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସ୍ମରଣ କରୁଛନ୍ତି। "ଏନ୍ତା ନେତାଟେ ଆଉ ନାଇଁ ପାଉ..." — ଏହି କଥା ଆଜି ସାଧାରଣ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ତାଙ୍କ ସରଳ ବ୍ୟକ୍ତିତ୍ୱ, ଲୋକଙ୍କ ପ୍ରତି ଭଲପାଇବା ଓ ସେବାଭାବକୁ ମନେ ପକାଇ ଅନେକେ କାନ୍ଦି କାନ୍ଦି ନିଜ ଭାବନା ପ୍ରକାଶ କରୁଛନ୍ତି। ସୁଶାନ୍ତ ସିଂଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତି, ତାଙ୍କ କାର୍ଯ୍ୟ ଏବଂ ଲୋକଙ୍କ ସହ ଥିବା ଆତ୍ମୀୟ ସମ୍ପର୍କ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
    1
    ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍

ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି
#ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍
ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି ଶୋକରେ ସ୍ତବ୍ଧ। ଛୁଆ ନୁ ବୁଢା ସଭେ ଆଖିରେ ଲୁହ ନେଇ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସ୍ମରଣ କରୁଛନ୍ତି।
"ଏନ୍ତା ନେତାଟେ ଆଉ ନାଇଁ ପାଉ..." — ଏହି କଥା ଆଜି ସାଧାରଣ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ତାଙ୍କ ସରଳ ବ୍ୟକ୍ତିତ୍ୱ, ଲୋକଙ୍କ ପ୍ରତି ଭଲପାଇବା ଓ ସେବାଭାବକୁ ମନେ ପକାଇ ଅନେକେ କାନ୍ଦି କାନ୍ଦି ନିଜ ଭାବନା ପ୍ରକାଶ କରୁଛନ୍ତି।
ସୁଶାନ୍ତ ସିଂଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତି, ତାଙ୍କ କାର୍ଯ୍ୟ ଏବଂ ଲୋକଙ୍କ ସହ ଥିବା ଆତ୍ମୀୟ ସମ୍ପର୍କ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ।
ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    18 hrs ago
  • ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି - ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ - ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।
    1
    ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି
- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ
- ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar ଙ୍କୁ ବହୁତ ବହୁତ ଧନ୍ୟବାଦ।
    1
    ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar  ଙ୍କୁ ବହୁତ ବହୁତ ଧନ୍ୟବାଦ।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    14 hrs ago
  • ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l : ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି। ଗୋ ସମ୍ମାନ ଆହ୍ୱାନ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।
    1
    ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l
: ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି।
ଗୋ ସମ୍ମାନ ଆହ୍ୱାନ ଅଭିଯାନ
ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି।
ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି।
ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି ପୋଲ ଉପରେ ତିନି ଫୁଟ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି l ଯେଉଁଥି ପାଇଁ ଜୁଲୁଣ୍ଡା ଗ୍ରାମ ରୁ ଶିଆଳି ଛକକୁ ଯାତାୟତ ଠପ ହୋଇଯାଇଛି l ଯେଉଁ ମାନଙ୍କ ଜରୁରୀ କାମ ରହିଛି ସେହିମାନେ 15 କିଲୋମିଟର ବୁଲିକି ଯିବାଆସିବା କରୁଛନ୍ତି l ଏହି ଛୋଟ ପୋଲ ଉପରେ ତିନି ଗୋଟି ପଞ୍ଚାୟତ ଲୋକେ ଯିବା ଆସିବା ନିର୍ଭର କରୁଥିବା ବେଳେ ଲଗାଣ ବର୍ଷା ଆଣିଦେଇଛି ଦୁଃଖ l ସାଧାରଣତଃ ସାମାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଲେ ଅନେକ ବାଟ ଅତିକ୍ରମ କରିବାକୁ ହେବ l ତୁରନ୍ତ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି l ଜିଲ୍ଲାରେ ଏବେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଚାଷଜମି ଗୁଡିକ ଜଳମଗ୍ନ ହୋଇଯାଇଥିବା ଦେଖାଦେଇଛି l
    2
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି 
ପୋଲ ଉପରେ ତିନି ଫୁଟ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି l ଯେଉଁଥି ପାଇଁ ଜୁଲୁଣ୍ଡା ଗ୍ରାମ ରୁ ଶିଆଳି ଛକକୁ ଯାତାୟତ ଠପ ହୋଇଯାଇଛି l ଯେଉଁ ମାନଙ୍କ ଜରୁରୀ କାମ ରହିଛି ସେହିମାନେ 15 କିଲୋମିଟର ବୁଲିକି ଯିବାଆସିବା କରୁଛନ୍ତି l ଏହି ଛୋଟ ପୋଲ ଉପରେ ତିନି ଗୋଟି ପଞ୍ଚାୟତ ଲୋକେ ଯିବା ଆସିବା ନିର୍ଭର କରୁଥିବା ବେଳେ ଲଗାଣ ବର୍ଷା ଆଣିଦେଇଛି ଦୁଃଖ l ସାଧାରଣତଃ ସାମାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଲେ ଅନେକ ବାଟ ଅତିକ୍ରମ କରିବାକୁ ହେବ l ତୁରନ୍ତ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି l ଜିଲ୍ଲାରେ ଏବେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଚାଷଜମି ଗୁଡିକ ଜଳମଗ୍ନ ହୋଇଯାଇଥିବା ଦେଖାଦେଇଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    18 hrs ago
  • #ସୁଶାନ୍ତ_ସିଂ_ଅମର_ରହେ ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । #ସୁଶାନ୍ତ_ସିଂ_ଅମର_ରହେ ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କଲେ ସ୍ଥାନୀୟ ନେତା କର୍ମୀ ଓ ସୁଶାନ୍ତଙ୍କ ଫ୍ୟାନ୍ । ସୁଶାନ୍ତ ସିଂ ଅମର ରହେ ନାରାରେ କମ୍ପିଲା ବରଗଡ ଗାନ୍ଧୀଛକ୍ । ଆସନ୍ତା କାଲି ସୁଶାନ୍ତଙ୍କ ଜନ୍ମ ମାଟିରେ ହେବ ଶେଷକୃତ୍ୟ ସମ୍ପନ୍ନ।
    1
    #ସୁଶାନ୍ତ_ସିଂ_ଅମର_ରହେ
ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର ।
#ସୁଶାନ୍ତ_ସିଂ_ଅମର_ରହେ
ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କଲେ ସ୍ଥାନୀୟ ନେତା କର୍ମୀ ଓ ସୁଶାନ୍ତଙ୍କ ଫ୍ୟାନ୍ । ସୁଶାନ୍ତ ସିଂ ଅମର ରହେ ନାରାରେ କମ୍ପିଲା ବରଗଡ ଗାନ୍ଧୀଛକ୍ । ଆସନ୍ତା କାଲି ସୁଶାନ୍ତଙ୍କ ଜନ୍ମ ମାଟିରେ ହେବ ଶେଷକୃତ୍ୟ ସମ୍ପନ୍ନ।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    22 hrs ago
  • ନୀଳାଦ୍ରିବିଜେ ସମ୍ପର୍ଣ୍ଣ
    1
    ନୀଳାଦ୍ରିବିଜେ ସମ୍ପର୍ଣ୍ଣ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ । ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡି ବସିଲା ପୋଲିସ। ଗଞ୍ଜେଇ ସହ ଅନ୍ତରାଜ୍ୟ ଦୁଇ ଗଞ୍ଜେଇ ମାଫିଆ ଗିରଫ। ଆଜି ଲଛିପୁର ଥାନା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଚୌରସିଆପୁର ଛକ ନିକଟରେ ସଂନ୍ଧେହ ରେ ଏକ ବାଇକ ରେ ସିଲିଣ୍ଡର ନେଇ ଯାଉଥିବା ୨ ବ୍ୟକ୍ତି ଙ୍କୁ ପୋଲିସ ଅଟକାଇ ଥିଲା। ପରେ ସିଲିଣ୍ଡର ଖୋଲି ଯାଞ୍ଚ କଲାବେଳେ ସିଲିଣ୍ଡର ତଳପଟେ ଓଲଣ୍ଡିଙ୍ଗ୍ ହେବାର ଦେଖି ପୋଲିସ ର ସଂନ୍ଧେହ ବଢ଼ିଥିଲା। ସିଲିଣ୍ଡର ଭାଙ୍ଗି ଦେଖିଲା ପରେ ତା ଭିତରେ ଗଞ୍ଜେଇ ଥିବା ଦେଖିଥିଲା ପୋଲିସ । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ସବୁ ଓଜନ କଲାପରେ ତା ଭିତରୁ ୨୩ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା। ଗଞ୍ଜେଇ ନେଇ ଯାଉଥିବା ଛତିଶଗଡ଼ ରାଜ୍ୟର ବିକାଶ ବର୍ମା ଓ ଦିଲ୍ଲିପ ଦାଶ ଙ୍କୁ ପୋଲିସ ଗିରଫ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।
    1
    ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ
ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ । ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡି ବସିଲା ପୋଲିସ। ଗଞ୍ଜେଇ ସହ ଅନ୍ତରାଜ୍ୟ ଦୁଇ ଗଞ୍ଜେଇ ମାଫିଆ ଗିରଫ। ଆଜି ଲଛିପୁର ଥାନା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଚୌରସିଆପୁର ଛକ ନିକଟରେ ସଂନ୍ଧେହ ରେ ଏକ ବାଇକ ରେ ସିଲିଣ୍ଡର ନେଇ ଯାଉଥିବା ୨ ବ୍ୟକ୍ତି ଙ୍କୁ ପୋଲିସ ଅଟକାଇ ଥିଲା। ପରେ ସିଲିଣ୍ଡର ଖୋଲି ଯାଞ୍ଚ କଲାବେଳେ ସିଲିଣ୍ଡର ତଳପଟେ ଓଲଣ୍ଡିଙ୍ଗ୍ ହେବାର ଦେଖି ପୋଲିସ ର  ସଂନ୍ଧେହ ବଢ଼ିଥିଲା। ସିଲିଣ୍ଡର ଭାଙ୍ଗି ଦେଖିଲା ପରେ ତା ଭିତରେ ଗଞ୍ଜେଇ ଥିବା ଦେଖିଥିଲା ପୋଲିସ । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ସବୁ ଓଜନ କଲାପରେ ତା ଭିତରୁ ୨୩ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା। ଗଞ୍ଜେଇ ନେଇ ଯାଉଥିବା ଛତିଶଗଡ଼ ରାଜ୍ୟର ବିକାଶ ବର୍ମା ଓ ଦିଲ୍ଲିପ ଦାଶ ଙ୍କୁ ପୋଲିସ ଗିରଫ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.