logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ସୁଶାନ୍ତ_ସିଂ_ଅମର_ରହେ ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । #ସୁଶାନ୍ତ_ସିଂ_ଅମର_ରହେ ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କଲେ ସ୍ଥାନୀୟ ନେତା କର୍ମୀ ଓ ସୁଶାନ୍ତଙ୍କ ଫ୍ୟାନ୍ । ସୁଶାନ୍ତ ସିଂ ଅମର ରହେ ନାରାରେ କମ୍ପିଲା ବରଗଡ ଗାନ୍ଧୀଛକ୍ । ଆସନ୍ତା କାଲି ସୁଶାନ୍ତଙ୍କ ଜନ୍ମ ମାଟିରେ ହେବ ଶେଷକୃତ୍ୟ ସମ୍ପନ୍ନ।

1 day ago
user_Bargarh TV
Bargarh TV
Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
1 day ago

#ସୁଶାନ୍ତ_ସିଂ_ଅମର_ରହେ ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । #ସୁଶାନ୍ତ_ସିଂ_ଅମର_ରହେ ବରଗଡ ପହଞ୍ଚିଲା ସୁଶାନ୍ତ ସିଂଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କଲେ ସ୍ଥାନୀୟ ନେତା କର୍ମୀ ଓ ସୁଶାନ୍ତଙ୍କ ଫ୍ୟାନ୍ । ସୁଶାନ୍ତ ସିଂ ଅମର ରହେ ନାରାରେ କମ୍ପିଲା ବରଗଡ ଗାନ୍ଧୀଛକ୍ । ଆସନ୍ତା କାଲି ସୁଶାନ୍ତଙ୍କ ଜନ୍ମ ମାଟିରେ ହେବ ଶେଷକୃତ୍ୟ ସମ୍ପନ୍ନ।

More news from ଓଡ଼ିଶା and nearby areas
  • କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...
    1
    କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ
କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...
ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ଜଳବନ୍ଦୀ ଅବସ୍ଥାରେ ସବ ପୋଷ୍ଟ ଅଫିସ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସ ଭିତରେ ଜମି ରହିଛି ଗୋଟିଏ ଫୁଟର ବର୍ଷା ପାଣି
    1
    ଜଳବନ୍ଦୀ ଅବସ୍ଥାରେ ସବ ପୋଷ୍ଟ ଅଫିସ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସ ଭିତରେ ଜମି ରହିଛି ଗୋଟିଏ ଫୁଟର ବର୍ଷା ପାଣି
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    13 hrs ago
  • -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :- ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।
    2
    -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :-
ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। 
ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • CM Mohan Charan Majhi Felicitates Indian Idol Winner Jyotirmayee Nayak, Announces ₹5 Lakh Reward ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ ଅସାଧାରଣ ସଫଳତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। #IndianIdol #JyotirmayeeNayak #MohanCharanMajhi #Odisha #OdishaNews #EntertainmentNews #BreakingNews
    1
    CM Mohan Charan Majhi Felicitates Indian Idol Winner Jyotirmayee Nayak, Announces ₹5 Lakh Reward
ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ ଅସାଧାରଣ ସଫଳତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।
#IndianIdol #JyotirmayeeNayak #MohanCharanMajhi #Odisha #OdishaNews #EntertainmentNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    25 min ago
  • ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
    1
    ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    18 hrs ago
  • ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍ ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି #ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍ ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି ଶୋକରେ ସ୍ତବ୍ଧ। ଛୁଆ ନୁ ବୁଢା ସଭେ ଆଖିରେ ଲୁହ ନେଇ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସ୍ମରଣ କରୁଛନ୍ତି। "ଏନ୍ତା ନେତାଟେ ଆଉ ନାଇଁ ପାଉ..." — ଏହି କଥା ଆଜି ସାଧାରଣ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ତାଙ୍କ ସରଳ ବ୍ୟକ୍ତିତ୍ୱ, ଲୋକଙ୍କ ପ୍ରତି ଭଲପାଇବା ଓ ସେବାଭାବକୁ ମନେ ପକାଇ ଅନେକେ କାନ୍ଦି କାନ୍ଦି ନିଜ ଭାବନା ପ୍ରକାଶ କରୁଛନ୍ତି। ସୁଶାନ୍ତ ସିଂଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତି, ତାଙ୍କ କାର୍ଯ୍ୟ ଏବଂ ଲୋକଙ୍କ ସହ ଥିବା ଆତ୍ମୀୟ ସମ୍ପର୍କ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
    1
    ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍

ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି
#ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍
ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି ଶୋକରେ ସ୍ତବ୍ଧ। ଛୁଆ ନୁ ବୁଢା ସଭେ ଆଖିରେ ଲୁହ ନେଇ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସ୍ମରଣ କରୁଛନ୍ତି।
"ଏନ୍ତା ନେତାଟେ ଆଉ ନାଇଁ ପାଉ..." — ଏହି କଥା ଆଜି ସାଧାରଣ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ତାଙ୍କ ସରଳ ବ୍ୟକ୍ତିତ୍ୱ, ଲୋକଙ୍କ ପ୍ରତି ଭଲପାଇବା ଓ ସେବାଭାବକୁ ମନେ ପକାଇ ଅନେକେ କାନ୍ଦି କାନ୍ଦି ନିଜ ଭାବନା ପ୍ରକାଶ କରୁଛନ୍ତି।
ସୁଶାନ୍ତ ସିଂଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତି, ତାଙ୍କ କାର୍ଯ୍ୟ ଏବଂ ଲୋକଙ୍କ ସହ ଥିବା ଆତ୍ମୀୟ ସମ୍ପର୍କ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ।
ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    22 hrs ago
  • संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda 📍 स्थान: मानापाली गांव, कुचिंडा, जिला संबलपुर (ओडिशा) #BreakingNews #Sambalpur #Kuchinda #Odisha #CrimeNews #P24NewsExpress संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda 📍 स्थान: मानापाली गांव, कुचिंडा, जिला संबलपुर (ओडिशा) #BreakingNews #Sambalpur #Kuchinda #Odisha #CrimeNews #P24NewsExpress
    1
    संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda
📍 स्थान: मानापाली गांव, कुचिंडा, जिला संबलपुर (ओडिशा)
#BreakingNews #Sambalpur #Kuchinda #Odisha #CrimeNews #P24NewsExpress
संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda
📍 स्थान: मानापाली गांव, कुचिंडा, जिला संबलपुर (ओडिशा)
#BreakingNews #Sambalpur #Kuchinda #Odisha #CrimeNews #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.