Shuru
Apke Nagar Ki App…
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
Soubhagya Ranjan Sahu
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
More news from ଓଡ଼ିଶା and nearby areas
- Allu Arjun Earns Praise for Respectful Gesture While Accepting Lord Jagannath Idol AAFA ବାର୍ଷିକ ସମ୍ମିଳନୀରେ ଅଲ୍ଲୁ ଅର୍ଜୁନଙ୍କୁ ଭଗବାନ ଜଗନ୍ନାଥଙ୍କ ଏକ ସୁନ୍ଦର ମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ପୂର୍ବରୁ ସେ ଜୋତା ଖୋଲି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ତାଙ୍କର ନମ୍ରତା ଓ ସଂସ୍କାରକୁ ପ୍ରଶଂସା କରୁଛନ୍ତି। #AlluArjun #LordJagannath #AAFA #Respect #Tollywood #IndiaNews #EntertainmentNews1
- ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l1
- -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :- ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।2
- ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l1
- କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...1
- ସବଡେଗା ଅଞ୍ଚଳରେ ତାହାକୁ ତୁହା ବର୍ଷା, କୃଷକ ମନରେ ଆନନ୍ଦର ଲହରୀ1
- संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda 📍 स्थान: मानापाली गांव, कुचिंडा, जिला संबलपुर (ओडिशा) #BreakingNews #Sambalpur #Kuchinda #Odisha #CrimeNews #P24NewsExpress संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda 📍 स्थान: मानापाली गांव, कुचिंडा, जिला संबलपुर (ओडिशा) #BreakingNews #Sambalpur #Kuchinda #Odisha #CrimeNews #P24NewsExpress1