logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି । ଗଣେଶ ପଟେଲ, ପ୍ରକାଶ ସାହୁ, ଆର୍ତ୍ତତ୍ରାଣ ସାହୁ, ଶ୍ରୀବନ୍ତ ଦେବତା, ଆର୍ ଆଇ ଅଫିସ୍ ପିଅନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଛି । ଏହାବ୍ୟତତ ମହାବୀର ବେହେରା,ଭଜମନ ପଧlନ ପ୍ରମୁଖଙ୍କ ମାଟିଘର ଭୁଷୁଡି ପଡିଛି । ଦୀର୍ଘ ଏକ ମାସ ଧରି ବାରମ୍ବାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବନ୍ୟା ପାଣି ଚାଷ ଜମିରେ ପ୍ରଭାବିତ ହେବାରୁ ପାୱାର ଟିଲର ଓ ଧାନରୁ ନଷ୍ଟ ହୋଇଛି । ପ୍ରକୃତ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସରକାରଙ୍କୁ ସାଧାରଣରେ ଦାବୀ ହେଉଛି ।

3 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
3 hrs ago

କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି । ଗଣେଶ ପଟେଲ, ପ୍ରକାଶ ସାହୁ, ଆର୍ତ୍ତତ୍ରାଣ ସାହୁ, ଶ୍ରୀବନ୍ତ ଦେବତା, ଆର୍ ଆଇ ଅଫିସ୍ ପିଅନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଛି । ଏହାବ୍ୟତତ ମହାବୀର ବେହେରା,ଭଜମନ ପଧlନ ପ୍ରମୁଖଙ୍କ ମାଟିଘର ଭୁଷୁଡି ପଡିଛି । ଦୀର୍ଘ ଏକ ମାସ ଧରି ବାରମ୍ବାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବନ୍ୟା ପାଣି ଚାଷ ଜମିରେ ପ୍ରଭାବିତ ହେବାରୁ ପାୱାର ଟିଲର ଓ ଧାନରୁ ନଷ୍ଟ ହୋଇଛି । ପ୍ରକୃତ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସରକାରଙ୍କୁ ସାଧାରଣରେ ଦାବୀ ହେଉଛି ।

More news from ଓଡ଼ିଶା and nearby areas
  • କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି । ଗଣେଶ ପଟେଲ, ପ୍ରକାଶ ସାହୁ, ଆର୍ତ୍ତତ୍ରାଣ ସାହୁ, ଶ୍ରୀବନ୍ତ ଦେବତା, ଆର୍ ଆଇ ଅଫିସ୍ ପିଅନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଛି । ଏହାବ୍ୟତତ ମହାବୀର ବେହେରା,ଭଜମନ ପଧlନ ପ୍ରମୁଖଙ୍କ ମାଟିଘର ଭୁଷୁଡି ପଡିଛି । ଦୀର୍ଘ ଏକ ମାସ ଧରି ବାରମ୍ବାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବନ୍ୟା ପାଣି ଚାଷ ଜମିରେ ପ୍ରଭାବିତ ହେବାରୁ ପାୱାର ଟିଲର ଓ ଧାନରୁ ନଷ୍ଟ ହୋଇଛି । ପ୍ରକୃତ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସରକାରଙ୍କୁ ସାଧାରଣରେ ଦାବୀ ହେଉଛି ।
    1
    କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି ,  ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି ,  ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି । ଗଣେଶ ପଟେଲ, ପ୍ରକାଶ ସାହୁ, ଆର୍ତ୍ତତ୍ରାଣ ସାହୁ, ଶ୍ରୀବନ୍ତ ଦେବତା, ଆର୍ ଆଇ ଅଫିସ୍ ପିଅନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଛି । ଏହାବ୍ୟତତ ମହାବୀର ବେହେରା,ଭଜମନ ପଧlନ ପ୍ରମୁଖଙ୍କ ମାଟିଘର ଭୁଷୁଡି ପଡିଛି । ଦୀର୍ଘ ଏକ ମାସ ଧରି ବାରମ୍ବାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।  ବନ୍ୟା ପାଣି ଚାଷ ଜମିରେ ପ୍ରଭାବିତ ହେବାରୁ ପାୱାର ଟିଲର ଓ ଧାନରୁ ନଷ୍ଟ ହୋଇଛି । ପ୍ରକୃତ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସରକାରଙ୍କୁ ସାଧାରଣରେ ଦାବୀ ହେଉଛି ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି
    1
    ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି
ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    5 hrs ago
  • -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :- ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।
    2
    -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :-
ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। 
ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    15 hrs ago
  • Jharsuguda SP Raghavendra Reddy Gundala Inaugurates E-Type Residential Quarters in Belpahar ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ପୋଲିସ କର୍ମଚାରୀଙ୍କ ପାଇଁ ନିର୍ମିତ ଇ-ଟାଇପ୍ ଆବାସିକ କ୍ୱାର୍ଟରକୁ ଝାରସୁଗୁଡ଼ା ଏସ୍‌ପି ରାଘବେନ୍ଦ୍ର ରେଡ୍ଡୀ ଗୁଣ୍ଡଲା ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଅବସରରେ ସେ କହିଥିଲେ ଯେ ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ ଉତ୍ତମ କାର୍ଯ୍ୟ ପରିବେଶ ସୃଷ୍ଟି ପାଇଁ ଏଭଳି ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ। କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ବେଲପାହାଡ଼ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। #Jharsuguda #Belpahar #OdishaPolice #RaghavendraReddyGundala #PoliceQuarters #OdishaNews #BreakingNews
    1
    Jharsuguda SP Raghavendra Reddy Gundala Inaugurates E-Type Residential Quarters in Belpahar
ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ପୋଲିସ କର୍ମଚାରୀଙ୍କ ପାଇଁ ନିର୍ମିତ ଇ-ଟାଇପ୍ ଆବାସିକ କ୍ୱାର୍ଟରକୁ ଝାରସୁଗୁଡ଼ା ଏସ୍‌ପି ରାଘବେନ୍ଦ୍ର ରେଡ୍ଡୀ ଗୁଣ୍ଡଲା ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଅବସରରେ ସେ କହିଥିଲେ ଯେ ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ ଉତ୍ତମ କାର୍ଯ୍ୟ ପରିବେଶ ସୃଷ୍ଟି ପାଇଁ ଏଭଳି ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ। କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ବେଲପାହାଡ଼ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
#Jharsuguda #Belpahar #OdishaPolice #RaghavendraReddyGundala #PoliceQuarters #OdishaNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    54 min ago
  • କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...
    1
    କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ
କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...
ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    17 hrs ago
  • ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । #ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । ଗାଁ ମଶାଣିରେ ହେଲା ଶେଷ କୃତ୍ୟ। ହଜାର ହଜାର ଜନତା ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
    1
    ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ
ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ ।
#ସବୁଦିନ_ପାଇଁ_ଶାନ୍ତ_ହୋଇଗଲେ_ସୁଶାନ୍ତ_ସିଂ
ପଞ୍ଚଭୂତରେ ବିଲୀନ ହେଲେ ମହାନ୍ ଜନନେତା ସୁଶାନ୍ତ ସିଂ । ଗାଁ ମଶାଣିରେ ହେଲା ଶେଷ କୃତ୍ୟ। ହଜାର ହଜାର ଜନତା ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.