logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l

5 hrs ago
user_BINKA KHABAR
BINKA KHABAR
ବିନିକା, ସୋନପୁର, ଓଡ଼ିଶା•
5 hrs ago

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି
ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    1
    ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l
ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    3
    ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    9 hrs ago
  • ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    1
    ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ #rishitv #education #school #closed #subarnapurcollector #educationminister ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    1
    #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ
#rishitv #education #school #closed
#subarnapurcollector #educationminister
ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    user_Ranjan hota
    Ranjan hota
    Sonepur, Odisha•
    20 hrs ago
  • ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି
    1
    ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    1 hr ago
  • ପ୍ରଶାସନିକ ନୀରବତା ଭକ୍ତଙ୍କୁ ଚକିତ କରିଛି
    1
    ପ୍ରଶାସନିକ ନୀରବତା ଭକ୍ତଙ୍କୁ ଚକିତ କରିଛି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.